କେନ୍ଦ୍ରାପଡ଼ା: ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: ଜଣେ ୧୩ ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଜମ୍ବୁ ଥାନାରେ ଅଭିଯୋଗ ହୋଇଛି। ମହାକାଳପଡ଼ା ଥାନା ଅଞ୍ଚଳରେ ବୁଧବାର ଏହି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ପରେ ସନ୍ଦେହରେ ନିତ୍ୟାନନ୍ଦ ମିସ୍ତ୍ରୀ ନାମରେ ଜଣେ ଲୋକଙ୍କୁ ପୁଏିସ ଗିରଫ କରିଛି। ଗିରଫ ପରେ ନିତ୍ୟାନନ୍ଦକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର