ଚୌଦ୍ୱାର ହାଉସିଙ୍ଗ୍‌ ବୋର୍ଡ କଲୋନିରୁ ଏକ କୁଇଣ୍ଟାଲ୍‌ ଗଞ୍ଜାଇ ଜବତ: ତିନି ଅଟକ

0 178

ଭୁବନେଶ୍ୱର: ରବିବାର ଦିନ ଚୌଦ୍ୱାରସ୍ଥିତ ହାଉସିଙ୍ଗ୍‌ ବୋର୍ଡ କଲୋନିର ଗୋଟିଏ ଘରୁ ଏକ କୁଇଣ୍ଟାଲ୍‌ରୁ ଊର୍ଦ୍ଧ୍ୱ ଗଞ୍ଜାଇ ଜବତ କରାଯାଇଛି।

ଏ ମାମଲାରେ ତିନି ଜଣଙ୍କୁ ଅଟକ ରଖାଯାଇଛି। ସେମାନେ ହେଉଛନ୍ତି, ୬୫ ବର୍ଷିୟ ଦୁଶାସନ ପରିଡ଼ା, ଦୀପକ କୁମାର ଦାସ ଏବଂ ଚିନ୍ମୟ ସାମଲ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.