ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ସାଙ୍ଗ ସହିତ ଯାଉଥିବା ବେଳେ ନାବାଳିକା ଗଣଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସୟୋପୁରରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। କୁହାଯାଉଛି କି ନାବାଳିକା ନିଜ ସାଙ୍ଗ ସହିତ ବୁଲୁଥିଲେ। ଏହି ସମୟରେ ତିନିଜଣ ଯୁବକ ଆସି ଦୁହିଁଙ୍କୁ ମାଡ଼ ମାରିଥିଲେ। ଆଉ ନାବାଳିକାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରି…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ରାସ୍ତାରେ ଯାଉଥିବା ଚଳନ୍ତା ଗାଡ଼ିରୁ କିପରି ବାଇକ ଚାଳକ କରୁଛନ୍ତି ଲୁଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଚୋରି ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଛି। କିଛି ଚୋର ଚୋରି କରିବା ପାଇଁ ଏମିତି କିଛି ପଦ୍ଧତି ଆପଣାଇ ଥାଆନ୍ତି ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ଜଣେ ଚୋର ଚୋରି କରୁଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ଥାନା ପାଖରେ ଯୁବକଙ୍କୁ ହତ୍ୟା, ହତ୍ୟାକାରୀ ଫେରାର

ମେରାମଣ୍ଡଳୀ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ମୋଟଙ୍ଗା ଥାନାର ଅତି ନିକଟରେ ଥିବା ମୋଟଙ୍ଗା ଗ୍ରାମରେ ଗତରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଯାଇଛି। ସୂଚନା ଅନୁଯାୟୀ ମୋଟଙ୍ଗା ଗ୍ରାମର ବିକାଶ ନାୟକ(୪୦) ଦୁଇ ଦୋଳ ଯାତ୍ରା ନିମନ୍ତେ ମନ୍ଦିର ବେଢା ସାଜସଜ୍ଜା…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଡ଼ାରେ ସଂଘବଦ୍ଧ ଆକ୍ରମଣ: ପୁଅ ମୃତ, ବାପା ଗୁରୁତର 

ଯୋଡ଼ା: ଗତକ।ଲି ରାତିରେ କେନ୍ଦୁଝର ଜିଲ୍ଲାର ଯୋଡ଼ାସ୍ଥିତ ବାଚୁ ହଟିଂ ତାରିଣୀ ସାହିରେ ଘଟିଛି ଏକ ହତ୍ୟାକାଣ୍ଡ। ନେପାଳ ତନ୍ତୀ (୨୨) ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଯୋଡ଼ା ପୁଲିସ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ପୁରି ବିକାଳି ମାଡ଼ଗୋଳ ଲାଗିବାରୁ ମୁହଁରେ ଗରମ ତେଲ ପଡ଼ି ୮ ବର୍ଷୀୟ ବାଳିକା ଆହତ

ମୁମ୍ବାଇ: ମୁମ୍ବାଇର ଉପନଗରୀ କୁର୍ଲାରେ ଦୁଇଜଣ ଉଠା ପୁରି ବିକାଳି ମାଡ଼ଗୋଳ ଲାଗିବା ବେଳେ ଉତ୍ତପ୍ତ ତେଲ ପଡ଼ିବାରୁ ଜଣେ ୮ ବର୍ଷୀୟ ବାଳିକା ସାଙ୍ଘାତିକ ଆହତ ହୋଇଥିବା କଥା ଶନିବାର ଦିନ ପୁଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୩୧ ବର୍ଷିୟ ଖଲିଲ୍‌ ଅନ୍‌ସାରି ଏବଂ ମୁସ୍ତାକୀମ୍‌…
ଅଧିକ ଖବର ଦେଖନ୍ତୁ...

ଡାବୁଗାଁ ପୋଲିସର ବଡ଼ ସଫଳତା: ଛତିଶଗଡରୁ ଗିରଫ ହେଲା ସିମେଣ୍ଟ ଠକେଇ ଚୋର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ଜଣେ ହାର୍ଡ ୱେର ଦୋକାନୀଙ୍କୁ ଚୁନା ଲଗାଇ ୫୦୦ ବସ୍ତା ସିମେଣ୍ଟ ଠକି ନେଇଥିବା ଜଣେ ଆସାମୀ କୁ ଡାବୁଗାଁ ପୋଲିସ ଛତିଶଗଡରୁ ଗିରଫ କରିବାରେ ସଫଳ ହୋଇଛି। ଆସାମୀ ଜଣକ ଛତିଶଗଡ ରାଜ୍ୟ କାଙ୍କେର ଜିଲ୍ଲା, ପାଖନ ଝୋର୍ ଥାନା ଅନ୍ତର୍ଗତ ଚାଣକ୍ୟପୁର…
ଅଧିକ ଖବର ଦେଖନ୍ତୁ...

ଦୋଳ ଯାତ୍ରା ପୂର୍ବରୁ ମୋଟଙ୍ଗାରେ ହତ୍ୟାକାଣ୍ଡ, ଯୁବକଙ୍କୁ ହାଣି ମାରିଦେଲେ

ମେରାମଣ୍ଡଳୀ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ମୋଟଙ୍ଗା ପ୍ରଧାନ ସାହି ରେ ଆଜି ରାତି ପ୍ରାୟ ୧୦ଟା ସମୟରେ ଏକ ହତ୍ୟାକାଣ୍ଡ ଘଟିଛି। ଗାଁର ଜଣେ ଯୁବକଙ୍କୁ ହାଣି ଦିଆଯାଇଛି। ଘଟଣାରେ ଗାଁର ବିକାଶ ନାୟକ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ବୋଲି…
ଅଧିକ ଖବର ଦେଖନ୍ତୁ...

ଅଭାବନୀୟ ଘଟଣା; ୫ବର୍ଷ ଧରି ବାପା, ଭାଇ, ଜେଜେବାପା ଓ ସମ୍ପର୍କୀୟଙ୍କ ଦ୍ବାରା ‌ଯୌନ ନିର୍ଯାତନାର ଶିକାର ହେଉଥିଲା…

ପୁଣେ: ମହାରାଷ୍ଟ୍ରର ପୁଣେରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶନିବାର ପୁଣେ ପୁଲିସର କହିବାନୁସାରେ, ଜଣେ ନାବାଳିକାଙ୍କୁ ତାଙ୍କ ନାବାଳକ ଭାଇ ଏବଂ ବାପା ବିଭିନ୍ନ ସମୟରେ ଦୁଷ୍କର୍ମ କରି ଆସୁଥିଲେ। ଏଥିସହିତ ନାବାଳିକଙ୍କ ଜେଜେବାପା ଏବଂ ଦୂର ସମ୍ପର୍କୀୟମାନେ ମଧ୍ୟ ତାଙ୍କୁ ଯୌନ…
ଅଧିକ ଖବର ଦେଖନ୍ତୁ...

ଦୋକାନକୁ ଆଇସ୍କ୍ରିମ୍‌ କଣିବାକୁ ଯାଇଥିଲା ୬ ବର୍ଷର ଝିଅ, ଟେକିନେଇ ଦୁଷ୍କର୍ମ କଲା ଯୁବକ!

ସୁନ୍ଦରଗଡ଼/ହେମଗିର: ହେମଗିର ଥାନା କନକତୋରା ଠାରେ ଦୋକାନକୁ ଆଇସ୍କ୍ରିମ୍‌ କିଣିବାକୁ ଯାଇଥିବା ଜୈନିକା ୬ ବର୍ଷୀୟା ଝିଅକୁ ଟେକିନେଇ ଦୁଷ୍କର୍ମ କରିବା ନେଇ ଥାନାରେ ଏତଲା ପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁସାରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼…
ଅଧିକ ଖବର ଦେଖନ୍ତୁ...

ମଦ ନିଶା ନେଲା ଜୀବନ, ଖୁସିରେ ନାଚୁନାଚୁ ନିଜ ଛାତିରେ ଛୁରୀ ଭୁସି ଦେଲେ ଯୁବକ

ଇନ୍ଦୋର: ମଧ୍ୟପ୍ରଦେଶର ବାନଗଙ୍ଗା ଅଞ୍ଚଳରୁ  ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜକୁ ନିଜ ଛୁରୀ ଭୁସି ଦେଇଥିଲେ। ଆଉ ଏହି ଘଟଣା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଗୋପାଳ ସୋଲାଙ୍କି ବୋଲି ଜଣାପଡ଼ିଛି। ସମ୍ପୂର୍ଣ୍ଣ ଘଟଣାଟି  ଇନ୍ଦୋର…
ଅଧିକ ଖବର ଦେଖନ୍ତୁ...