ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ସଲମାନ ଖାଁ ଗୁଳିକାଣ୍ଡ ମାମଲା : ସୁରଟର ତାପି ନଦୀରୁ ମିଳିଲା ବନ୍ଧୁକ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୁଲିସକୁ ବଡ଼ ସଫଳତା ମିଳିଛି। ମୁମ୍ବାଇ ପୋଲିସ ସୋମବାର ଗୁଜୁରାଟର ସୁରଟର ତାପି ନଦୀରେ ସର୍ଚ୍ଚ ଅପରେସନ କରି ସଲମାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡର ବ୍ୟବହୃତ ବନ୍ଧୁକ ଜବତ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତାଙ୍କୁ ଘରେ ପଶି ନିସ୍ତୁକ ଚପଲ  ମାଡ଼

ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜଣେ ବିଜେପି ନେତାଙ୍କୁ ତାଙ୍କ ଘରେ ପଶି ନିସ୍ତୁକ ଚପଲ ମାଡ଼ ହୋଇଛି। ପାର୍କିଂକୁ ନେଇ ଏହି ବିବାଦ ହୋଇଛି। ବିଜେପି ନେତା ତାଙ୍କ କାର ହଟାଇ ନ ଥିବାରୁ ତାଙ୍କୁ ଚପଲରେ ପିଟାଯାଇଛି। ଆକ୍ରମଣର ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସଂସଦରୁ ଚୋରି ହେଲା ୨୦ହଳ ଜୋତା: ଯାଞ୍ଚ କରୁଛି ପୁଲିସ

ନୂଆଦିଲ୍ଲୀ: ବିବାହ ପାଇଁ ବର କନ୍ୟା ଘରେ ପହଞ୍ଚିଯିବା ପରେ ଜୋତା ଚୋରି କରାଯିବାର ଏକ ପରମ୍ପରା ରହିଛି। ଯାହାକି ଖୁବ ମଜା ଲାଗିଥିଲା। କନ୍ୟାଙ୍କ ଭଉଣୀମାନେ ଭିଣୋଇଙ୍କ ଜୋତା ଚୋରି କରିବା ପରେ କିଛି ପାହୁଣା ଦାବି କରିଥାଆନ୍ତି। ଏହି ପାହୁଣା ମିଳିଗଲେ ସେମାନେ ସମ୍ମାନର ସହ ଭିଣୋଇଙ୍କୁ…
ଅଧିକ ଖବର ଦେଖନ୍ତୁ...

ବଞ୍ଚିଛି ଦାଉଦର ନଂ୧ ଶତ୍ରୁ ! ୯ ବର୍ଷ ପରେ ଆସିଲା ନୂଆ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ଏକ ନୂଆ ଫଟୋ ସାମନାକୁ ଆସିଛି । ଏଥିରେ ସେ ମାସ୍କ ପିନ୍ଧିଛି ଓ ବେଶ ସୁସ୍ଥ ଦେଖାଯାଉଛି । ଏହି ଫଟୋଟି ଗତ ୯ ବର୍ଷ ମଧ୍ୟରେ ଆସିଥିବା ଛୋଟା ରାଜନର ସବୁଠାରୁ ନୂଆ ଫଟୋ । ଛୋଟା ରାଜନର ଏହି ଫଟୋ ଏମିତି…
ଅଧିକ ଖବର ଦେଖନ୍ତୁ...

୩୦ ସପ୍ତାହ ଗର୍ଭବତୀ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ୩୦ ସପ୍ତାହ ଗର୍ଭବତୀ ନାବାଳିକାଙ୍କୁ ସୋମବାର ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ନାବାଳିକାଙ୍କ ସୁରକ୍ଷାକୁ ଦୃ‌ଷ୍ଟିରେ ରଖି ବମ୍ବେ ହାଇକୋର୍ଟ ତାଙ୍କ ଗର୍ଭପାତ ଆବେଦନକୁ ଖାରଜ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଗୋରୁ ବୋଝେଇ ଗାଡ଼ି ଜବତ: ଚାଳକ ଫେରାର

ଉଦୟପୁର: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍‌ ଗଦଗଦି ଗ୍ରାମର ବେହେରାସାହି ନିକଟରୁ ଗତକାଲି ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ପାଟଣା ଥାନା ପୁଲିସ ଜବତ କରିଛି। ଦେବଗଡ଼ ପଟୁ ୧୦ଟି ମହିନ୍ଦ୍ରା ପିକ୍‌ଅପ୍‌ ଭ୍ୟାନ୍‌ ଗୋରୁ ବୋଝେଇ ହୋଇ କେନ୍ଦୁଝର ଆସୁଛି ବୋଲି କିଛି ଯୁବକ ଖବର…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ସମ୍ମୁଖରେ ଅନ୍ୟ ଜଣେ ମହିଳାଙ୍କୁ ସ୍ବାମୀ ଦୁଷ୍କର୍ମ କରିଥିବା ଅଭିଯୋଗ

ନୂଆଦିଲ୍ଳୀ: କର୍ଣ୍ଣାଟକର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସମ୍ମୁଖରେ ଅନ୍ୟ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ଦୁଷ୍କର୍ମ ପରେ  ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ତାଙ୍କ ଫଟୋ ବ୍ୟବହାର କରି ବ୍ଲାକମେଲ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ…
ଅଧିକ ଖବର ଦେଖନ୍ତୁ...

ଲଘୁ ଖଣିଜ ମାଫିଆଙ୍କୁ ସୁହାଉଛି ଟାଣଖରା: ଦିନବେଳା ଖନନ, ରାତିରେ ଚାଲା

ଜଟଣୀ: ସମ୍ପ୍ରତି ଲଘୁ ଖଣିଜ ମାଫିଆମାନଙ୍କୁ ପାଗ ବେଶ୍ ସୁହାଉଛି। ଦିନବେଳା ନିଛାଟିଆ ସମୟରେ ଖଣିରେ ଚାଲୁଛି ଜେସିବି ଓ ପାୱାର୍‌ ଟିଲର୍‌। ରାତିରେ ଟ୍ରାକ୍ଟର, ଟ୍ରକ୍‌ ଓ ହାଇୱାରେ ହେଉଛି ଚାଲାଣ। ଏପ୍ରିଲ ମାସ ଆରମ୍ଭରୁ ଜଟଣୀ ତହିସିଲ ଅଧୀନ ବିଭିନ୍ନ ଅଞ୍ଚଳର ଚୋରା ଖଣିରେ ମାଫିଆମାନେ ଏମିତି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ନକଲି ପୁଲିସ ଗ୍ୟାଙ୍ଗ୍‌: କମିସନରେଟ୍‌ ପୁଲିସ ପଞ୍ଝାରେ ମଧ୍ୟପ୍ରଦେଶର ୭

ଭୁବନେଶ୍ବର: ପୁଲିସ ପରିଚୟରେ ଲୋକଙ୍କୁ ବିଭିନ୍ନ ଧମକଚମକ ଦେଇ ଲୁଟୁଥିବା ଏକ ନକଲି ପୁଲିସ ଗ୍ୟାଙ୍ଗ୍‌କୁ ଧରିଛି ଅସଲି ପୁଲିସ। ମଧ୍ୟପ୍ରଦେଶରୁ ଆସି ୨/୩ ମାସ ହେଲା ଭୁବନେଶ୍ବରରେ ଡେରା ପକାଇଥିବା ଏହି ୭ ଜଣିଆ ଗ୍ୟାଙ୍ଗ୍‌ ଶେଷରେ କମିସନରେଟ୍‌ ପୁଲିସ ପଞ୍ଝାରେ ପଡ଼ିଯାଇଛି। ଦ୍ବୈତନଗରୀର…
ଅଧିକ ଖବର ଦେଖନ୍ତୁ...

କାର୍‌ ଚୋରରୁ ନକଲି ବିଚାରପତି ଧନୀରାମ: ୧୦୦୦ରୁ ଅଧିକ ଅପରାଧରେ ସଂପୃକ୍ତ

ନୂଆଦିଲ୍ଲୀ: ପୁଲିସ ରେକର୍ଡରେ ‘ସୁପର ନଟବରଲାଲ’ ଏବଂ ‘ଇଣ୍ଡିଆନ୍ ଚାର୍ଲସ୍ ଶୋଭରାଜ’ ଭାବେ ପରିଚିତ ଧନୀରାମ ମିତ୍ତଲ। ଏକ ହଜାରରୁ ଅଧିକ ଅପରାଧରେ ସଂପୃକ୍ତ। ୧୯୬୪ରେ ପ୍ରଥମ ଅପରାଧ କରି ଧରାପଡ଼ିଥିଲା ଏବଂ ଏହାପରେ ତାର ଅପରାଧର ଧାରା ଲମ୍ବି ଚାଲିଲା। ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼ ଏବଂ…
ଅଧିକ ଖବର ଦେଖନ୍ତୁ...