ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ନକଲି ସାର୍ଟିଫିକେଟ ମାମଲା: ବିନୀତଙ୍କୁ ଜେଲ୍‌ ପରେ ତଦନ୍ତ ଶିଥିଳ!

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ନକଲି ଚାକିରିରୁ ନକଲି ସାର୍ଟିଫିକେଟ ପର୍ଯ୍ୟନ୍ତ ଚେର ଲମ୍ବିଥିବା ବେଳେ ଏହାର ତଦନ୍ତରେ ବିଳମ୍ବ ହେଉଥିବା ଯୋଗୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲାରେ ବିନୀତ ନାଏକଙ୍କ ଜରିଆରେ ନକଲି ଚାକିରି ଓ ନକଲି ସାର୍ଟିଫିକେଟର ଚେର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରୁ ପୁଣି ଜଣେ ନାବାଳକ ଅପହୃତ

ଝାରସୁଗୁଡ଼ା : ଝାରସୁଗୁଡ଼ାର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା ସାରାରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଜଣେ ନାବାଳକ ଅପହରଣ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ପୁଲିସ୍‌ ଚିନ୍ତାରେ ଥିବାବେଳେ ଲୋକେ ବି ଆତଙ୍କିତ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଏସ୍‌ବିଆଇ ଋଣ ଜାଲିଆତି ଓ ଚିଟ୍‌ଫଣ୍ଡ୍ ଘୋଟାଲା: କାହା ଛତ୍ରଛାୟାରେ ମୁଖ୍ୟ କାର୍ପଟଦାର?

ଫୁଲବାଣୀ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍ ଫୁଲବାଣୀ ଶାଖାରେ ହୋଇଥିବା ୮ କୋଟି ଟଙ୍କାର ଋଣ ଜାଲିଆତି ଏବଂ ଚିଟ୍‌ଫଣ୍ଡ ଘୋଟାଲାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ପୂର୍ବତନ ଯୋଗାଣ ନିରୀକ୍ଷକ ସମରେଶ ରଞ୍ଜନ ଦାସ ଏବେ କେଉଁଠି? କାହା ଛତ୍ରଛାୟା ତଳେ ସେ ଏବେ ସୁରକ୍ଷିତ ଅଛନ୍ତି? ତାଙ୍କ ପାଖରେ…
ଅଧିକ ଖବର ଦେଖନ୍ତୁ...

କେରଳ ଟ୍ରେନ୍‌ ଆକ୍ରମଣ ଘଟଣା ଏକ ଆତଙ୍କବାଦୀ କାଣ୍ଡ: ଅଭିଯୁକ୍ତ ଶାହରୁଖ ସୈଫିର ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି…

ନୂଆଦିଲ୍ଲୀ: କେରଳ ଟ୍ରେନ୍‌ ଆକ୍ରମଣ ଘଟଣାରେ ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ରହିଛି। କେରଳର କୋଝିକୋଡ଼ରେ ଚଳନ୍ତା ଟ୍ରେନ୍‌ରେ ସହଯାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୁକ୍ତ ଶାହରୁଖ ସୈଫିର ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି। କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ଚାକିରି ନାଁରେ ଠକେଇ ମାମଲା: ରିମାଣ୍ଡରେ ଆସିବ ବିଭୂତି

ଭୁବନେଶ୍ବର: ସରକାରୀ ଚାକିରି କରାଇଦେବା ନାଁରେ ଆଶାୟୀଙ୍କୁ ଠକିବା ମାମଲାରେ ଗିରଫ ହୋଇଥିବା ବିଭୂତି ଭୂଷଣ ମିଶ୍ର (୫୮)କୁ ରିମାଣ୍ଡରେ ଆଣିବ ଲକ୍ଷ୍ମୀସାଗର ଥାନା ପୁଲିସ୍‌। ଏନେଇ ଆସନ୍ତାକାଲି ପୁଲିସ୍‌ କୋର୍ଟରେ ଆବେଦନ କରିବ ବୋଲି ଜଣାଯାଇଛି। ଏକ ଦମ୍ପତିଙ୍କୁ ଚାକିରି କରାଇଦେବାର ଲୋଭ…
ଅଧିକ ଖବର ଦେଖନ୍ତୁ...

୫ ମୋବାଇଲ ଜବତ, ଲୁଟେରା ଗିରଫ

ଭୁବନେଶ୍ବର: ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ ସାମ୍ନାରେ ଚୋରି ମୋବାଇଲ ବିକ୍ରି ପାଇଁ ଗ୍ରାହକ ଅପେକ୍ଷାରେ ଥିବା ଦୁଇ ଚୋରକୁ ସହିଦନଗର ଥାନା ପୁଲିସ୍ ଗିରଫ କରିଛି। ସେମାନେ ହେଲେ, ଝାରପଡ଼ା ଅଞ୍ଚଳର ପ୍ରତାପ ସାମଲ(୨୧) ଓ ଲକ୍ଷ୍ମୀସାଗର ଅଞ୍ଚଳର ଅରବାଜ୍ ଖାନ (୨୧) ଓରଫ ବିଟୁ। ଦୁହିଁଙ୍କୁ…
ଅଧିକ ଖବର ଦେଖନ୍ତୁ...

ସନ୍ତାନକୁ ହତ୍ୟା କରିବା ପରେ ନିଜ ବେକକୁ ଛୁରୀରେ କାଟି ବାପା ଚିଠିରେ ଲେଖିଲେ, ‘ମୋତେ ଓ ପୁଅକୁ ଗୋଟିଏ ସ୍ଥାନରେ…

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଜଣେ ବ୍ୟକ୍ତି ତାଙ୍କ ତିନିବର୍ଷର ପୁଅକୁ ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଅକୁ ହତ୍ୟା କରିବା ପରେ ବାପା ନିଜର ବେକକୁ ଛୁରୀରେ କାଟି ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ମନ ମୁତାବକ ଯୌତୁକ ନମିଳିବାରୁ ବୋହୂକୁ ବିମାନବନ୍ଦରରେ ଛାଡ଼ି ଚାଲିଗଲେ ଶାଶୁଘର ଲୋକ

ନୂଆଦିଲ୍ଲୀ: ମନ ମୁତାବକ ଯୌତୁକ ନମିଳିବାରୁ ବୋହୂକୁ ବିମାନବନ୍ଦରରେ ଛାଡ଼ି ଶାଶୁଘର ଲୋକ ଚାଲି ଯାଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଫରିଦାବାଦରେ ରହୁଥିବା ଏକ ଡାକ୍ତର ପରିବାର ହିସାରରେ ରହୁଥିବା ଜଣେ ଯୁବତୀଙ୍କ ସହିତ ତାଙ୍କ ପୁଅଙ୍କ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ କିପରି ଚତୁରତା ସହ ନବଜାତକୁ ହସ୍ପିଟାଲରୁ ଚୋରି କରି ନେଇ ଯାଉଛନ୍ତି ମହିଳା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରର ଏକ ସରକାରୀ ହସ୍ପିଟାଲରୁ ଜଣେ ମହିଳା ନବଜାତକୁ ଚୋରି କରି ନେଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ନବଜାତକୁ ଚୋରି କରି ନେଉଥିବା ବେଳେ ହସ୍ପିଟାଲ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ମହିଳା କୈଦ ହୋଇଯାାଇଥିଲେ। ନବଜାତ ‌ଚୋରି…
ଅଧିକ ଖବର ଦେଖନ୍ତୁ...

କପି କରୁଥିବାରୁ ପରିବାର ସଦସ୍ୟଙ୍କ ଆଗରେ ଗାଳି କଲେ ଶିକ୍ଷକ, ଜୀବନ ହାରିଲେ ଛାତ୍ରୀ

ବିଲାସପୁର: କପି କରି ଧରା ପଡ଼ିବାରୁ ଜୀବନ ହାରିଲେ ଛାତ୍ରୀ। ଛତିଶଗଡ଼ର ବିଲାସପୁରରେ ଘଟିଛି ଏଭଳି ଘଟଣା। ଛାତ୍ରୀଜଣକ କପି କରି ଧରାପଡ଼ିବା ପରେ ତାଙ୍କୁ ଘରକୁ ପଠାଇଦିଆଯାଇଥିଲା। ଏହା ପରେ ତାଙ୍କୁ ପୁଣି ଘରୁ କଲେଜକୁ ଡକାଯାଇ କ୍ଷମା ପ୍ରାର୍ଥନା ପତ୍ର ଲେଖିବାକୁ କୁହାଯାଇଥିଲା ଏବଂ ସେଥିରେ…
ଅଧିକ ଖବର ଦେଖନ୍ତୁ...