ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ବିଜେବି କଲେଜରେ ଗଣ୍ଡଗୋଳ ଘଟଣା: ୨ ନାବାଳକ ସମେତ ୪ ଛାତ୍ର ଥାନାରେ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) କଲେଜରେ ଆଜି ଦେଖାଯାଇଥିବା ଗଣ୍ଡଗୋଳ ଘଟଣାରେ ବରଗଡ଼ ପୁଲିସ ୪ ଜଣ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ୨ ଜଣ ସାବାଳକ ଓ ଅନ୍ୟ ୨ ଜଣ ନାବାଳକ ଥିବା ଜଣାଯାଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଖେଳନା ବନ୍ଧୁକରେ ଭୟ ସୃଷ୍ଟି କରି ହାଇୱେରୁ ଲୁଟ୍ କରୁଥିଲେ, ଗିରଫ ହେଲେ ୭ ଜଣ

କଟକ: ସୋସିଆଲ ମିଡିଆ ରିଲରୁ ରିଅଲ କ୍ରାଇମ। ପ୍ରଥମେ ଟଏ ବନ୍ଧୁକ ଧରି ରିଲ କରି ଲାଇକ କମେଣ୍ଟ ଆଉ ଏବେ ସେହି ବନ୍ଧୁକ ସାହାଯ୍ୟରେ ସିଧାସଳଖ ଜାତୀୟ ରାଜପଥରେ ଡ଼କାୟତି। ଆଜି ଏଭଳି ଏକ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସଦର ଥାନା ପୁଲିସ। ତେବେ ଏହି ଗ୍ୟାଙ୍ଗରେ ରହିଛନ୍ତି ୭ ଜଣ ସଦସ୍ୟ।…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଓ ଦୁଇ ସନ୍ତାନଙ୍କୁ ମାରିବାକୁ ଭାରତୀୟ-ଆମେରିକୀୟ ପାହାଡ଼ ଅତଡ଼ାରୁ ତଳକୁ ଖସାଇ ଦେଲେ ଟେସଲା କାର୍‌

ୱାସିଂଟନ୍‌: ସ୍ତ୍ରୀ ଓ ଦୁଇ ସନ୍ତାନଙ୍କୁ ବସାଇ ଜାଣିଶୁଣି ପାହାଡ଼ ଅତଡ଼ାକୁ ଟେସଲା କାର୍‌ର ଚଳାଇ ନେଇଥିବା ଜଣେ ୪୧ ବର୍ଷିୟ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କୁ ହତ୍ୟା ଉଦ୍ୟମ ଓ ପିଲାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ ସନ୍ଦେହରେ ଗିରଫ କରାଯାଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଳବାଇ ଅଫିସରଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଳବାଇର କାର୍ଯ୍ୟରତ ଅଫିସରଙ୍କ ଘରେ ସିବିଆଇ ଚଢ଼ାଉ କରୁଛି। ଭୁବନେଶ୍ୱର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ। ଭୁବନେଶ୍ୱରର ୨ଟି, କଟକ ଓ ଜଗତସିଂହପୁରର ଗୋଟିଏ ଲେଖାଏ ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇର ୫ଟି ଟିମ । ଏହି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର‌ରେ ୟୁନିଫର୍ମରେ ଥିବା ମହିଳା ସବ୍-ଇନ୍ସପେକ୍ଟରଙ୍କୁ ରାତି ଅଧରେ ଗୋଡ଼ାଇଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରାତି ଅଧିଆ ଦେଖିବାକୁ ମିଳିଛି  ଅପରାଧୀଙ୍କ ଆତଙ୍କରାଜ। ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କ କାର୍‌କୁ କିଛି ଦୁର୍ବୃତ୍ତ ପିଛା କରିଥିବା ଅଭିଯୋଗ ହୋଇଛି । ସେମାନେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ସୂଚନା ବି…
ଅଧିକ ଖବର ଦେଖନ୍ତୁ...

ବର୍ଷକରେ ଅଢ଼େଇ କୋଟିର ନିଶା ଜବତ

ଭୁବନେଶ୍ବର: ରାଜଧାନୀରେ ନିଶା ବ୍ୟବସାୟୀଙ୍କୁ ସାବାଡ଼ କରିବାକୁ କମିସନରେଟ୍‌ ପୁଲିସ ମିସନ୍‌ ହ୍ବାଇଟ୍‌ ସ୍ପାଇଡର ଭଳି ବିଭିନ୍ନ ପନ୍ଥା ଆପଣାଇଥିବା ବେଳେ ଗତ ବର୍ଷକରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଛି। ତେବେ କମିସସରେଟ୍‌ ପୁଲିସର ପିଓପିଡି ଟିମ୍‌-୬୦ ଓ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

୩ ମହିଳାଙ୍କ ମୃତ୍ୟୁ ଘଟଣା: କୋରଡ଼କଣ୍ଟା ହତ୍ୟା ମାମଲାରେ ଜେଲ୍‌ ଗଲା ସ୍ବାମୀ

ଭୁବନେଶ୍ବର: ନୂଆବର୍ଷରେ ୩ଜଣ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ କମିସନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଞ୍ଚେଶ୍ବର ଥାନା ଅଧୀନ କୋରଡ଼କଣ୍ଟା ଗହୀର ମଝିରେ ଗଳିତ ଅବସ୍ଥାରେ ମଳିଥିବା ସବିତା ନାୟକ ମୃତଦେହ ମାମଲାରେ ତାଙ୍କ ପତି ବିଦ୍ୟାଧର ନାୟକଙ୍କୁ ପୁଲିସ ଗିରଫ କରିଛି। ଆଜି ତାକୁ…
ଅଧିକ ଖବର ଦେଖନ୍ତୁ...

ବାସନ୍ଦ ପାଇଁ ପଡ଼ିରହିଲା ମହିଳାଙ୍କ ଶବ: ଶାଶୂ, ଶ୍ବଶୁର ବି ଛୁଇଁଲେନି

ବଲାଙ୍ଗୀର/ଦେଓଗାଁ: ଜାତି ସମାନ, ହେଲେ ଉପଜାତି ଭିନ୍ନ। ଏଥିପାଇଁ ୩ବର୍ଷ ଧରି ଏକ ଦମ୍ପତି ବାସନ୍ଦ ଭଳି ସାମାଜିକ କଟକଣା ଭୋଗୁଥିବା ବେଳେ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଛି। ହେ‌ଲେ, ସାଇପଡ଼ିଶା କି ସମ୍ପର୍କୀୟ ଆହା ପଦେ କହିବା ଦୂରେଥାଉ ଶବ ବି ଛୁଇଁ ନଥିଲେ। ଫଳରେ, ୬ ଘଣ୍ଟାଧରି ଶବ ପଡ଼ି…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ନେପାଳରୁ ଧରାପଡିଲା ଭାରତୀୟ ନାଗରିକ

କାଠମାଣ୍ଡୁ: ଆଜି ନେପାଳର ଅରଗଖାଞ୍ଚି ଜିଲ୍ଲାରୁ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି। ଅଭିଯୋଗ ମୁତାବକ ଏହି ଭାରତୀୟ ନାଗରିକ ଜଣକ ଜଣେ ମହିଳାଙ୍କୁ ହତ୍ୟା କରିଥିବାର ଜଣାପଡିଛି | ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଯୁବକଙ୍କ ନାମ ହେଉଛି ସୁଶାନ୍ତ ସିଂ ଏବଂ ସେ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧରେ ବାଘଛାଲ ଜବତ, ଜଙ୍ଗଲରେ ଚାଲିଥିଲା ଡିଲ୍‌

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଜି ବୌଦ୍ଧ ଜିଲ୍ଲାର ଏକ ନିଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରି ଗୋଟିଏ ମହାବଳ ବାଘଛାଲ ଏବଂ ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି । ଏହି ଘଟଣାରେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏନେଇ…
ଅଧିକ ଖବର ଦେଖନ୍ତୁ...