ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଯାଜପୁର: ନୂଆ ନୂଆ ନିଶା ବେପାର ଆରମ୍ଭ କରିଥିବା ବେଳେ ଧରି ନେଲା ଅବକାରୀ ବିଭାଗ। ଭଲ ରୋଜଗାର କରିବା ପୂର୍ବରୁ ଅବକାରୀ ପୁଲିସ ଗିରଫ କଲା। ଏପରି ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଅଂଚଳରେ। ଯାଜପୁର ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ ବିଳମ୍ବିତ ରାତିରେ ସୁଦର୍ଶନ ବେହେରାକୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଛୁରିରେ ଆକ୍ରମଣ: ଗୁରୁତର ଅବସ୍ଥାରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ପୁରୀ: ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ବୀରେନ୍ଦ୍ରନାଥ ବରାଳ ଓରଫ ପପୁକୁ ଜେଲରେ ଆକ୍ରମଣ ହୋଇଥିବାର ଖବର ମିଳିଛି। ଅନ୍ୟ ଜଣେ ଅନ୍ତେବାସୀ ପପୁର ବେକକୁ ଛୁରିରେ କାଟିଦେଇଛି। ପପୁକୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଆଜି ପୂର୍ବାହ୍ନରେ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ସାଧୁଙ୍କୁ ଅଟକ ରଖିଲା ପୁଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନାବାଳିକାମାନଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଆଜି ଲିଙ୍ଗାୟତ ମଠର ବିଶିଷ୍ଟ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କୁ ପୁଲିସ ଅଟକ ରଖିଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠରେ ମୁଖ୍ୟ ମହନ୍ତ ଏହି ସାଧୁଙ୍କ ନାମରେ ଉକ୍ତ…
ଅଧିକ ଖବର ଦେଖନ୍ତୁ...

ପରିବାରର ୫ଜଣଙ୍କ ତଣ୍ଟିକାଟି ହତ୍ୟା କରିଥିବା ଡେରାଡୁନ୍‌ ପୁରୋହିତ ଗିରଫ

ଡେରାଡୁନ୍‌: ଆଜି ସକାଳେ ଡେରାଡୁନ୍‌ର ରାଣୀପ‌ୋଖରୀ ଅଞ୍ଚଳରେ ଛୁରାଦ୍ବାରା ତାଙ୍କ ପରିବାରର ୫ଜଣ ସଦସ୍ୟଙ୍କ ତଣ୍ଟିକାଟି ହତ୍ୟା କରିଥିବା ଜଣେ ୪୭ ବର୍ଷିୟ ପୁରୋହିତଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ପୁଲିସ କହିବା ଅନୁସାରେ, ନିହତ ବ୍ୟକ୍ତିମାନେ ହେଉଛନ୍ତି, ପୁରୋହିତଙ୍କ ମାଆ…
ଅଧିକ ଖବର ଦେଖନ୍ତୁ...

ପୂର୍ଵ ଶତ୍ରୁତାରୁ କଟୁରିରେ ହାଣି ହତ୍ୟା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନାର ଖଡ଼ିଆବାହାଲ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଅଭାବନୀୟ କାଣ୍ଡ ଘଟିଯାଇଛି। ମଙ୍ଗଲ ମୁଣ୍ଡା ଘରେ ଥିବା ବେଳେ ସେହି ଗ୍ରାମର ଗାମୁଗା ମୁଣ୍ଡା ପହଞ୍ଚି ତାଙ୍କ ସହ ଯୁକ୍ତିତର୍କ କରିଥିଲା। ପରେ ଗାମୁଗା ଏକ କଟୁରିରେ ମଙ୍ଗଲ ମୁଣ୍ଡାର ମୁଣ୍ଡକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଜ୍ଞା ପାରମିତା ଆତ୍ମହତ୍ୟା ଘଟଣା: ୪ଦିନ ପରେ ବି ଫିଟୁନି ରହସ୍ୟ

ଭୁବନେଶ୍ବର: ପ୍ରଜ୍ଞା ପାରମିତା ଦାସଙ୍କ ଆତ୍ମହତ୍ୟା ଘଟଣାକୁ ୪ ଦିନ ବିତିଯାଇଥିଲେ ହେଁ ମୃତ୍ୟୁ ରହସ୍ୟ ଉପରୁ ପୁଲିସ୍‌ ପରଦା ହଟାଇ ପାରିନାହିଁ। ସ୍ବାମୀ ଓ ପୁଅକୁ ଶୋଇଥିବା ଅବସ୍ଥାରେ ପଡ଼ୋଶୀଙ୍କ ଘରେ ଛାଡ଼ି ଆସିବାର ଘଣ୍ଟାଏ ମଧ୍ୟରେ ଏମିତି କ’ଣ ଘଟିଗଲା ଯେ ସେ ଜୀବନ ହାରିଦେଲେ, ତାହା କେହି…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତି ଲୋଭରେ ସାନଭାଇକୁ ହତ୍ୟା!

ଭୁବନେଶ୍ବର: ସମ୍ପତ୍ତି ଲୋଭରେ ଭାଇକୁ ହତ୍ୟା କଲା ଭାଇ। ପ୍ରଥମେ ବନ୍ଦ କୋଠରିରେ ବର୍ଷ ବର୍ଷ କାଳ ନିର୍ଯାତନା ଦେଲା। ଆଉ, ଶେଷରେ ହତ୍ୟା କରି ଫୋପାଡ଼ି ଦେଲା। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି ଧଉଳି ଥାନା ଅଞ୍ଚଳରୁ। ବାପା ଅଶୋକ କାନୁନ୍‌ଗୋଙ୍କୁ ହତ୍ୟା କରାଯାଇଥିବା ଝିଅ ସୋନାଲିକା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଲୁଟେରା ଗିରଫ, ୨ ମୋବାଇଲ୍‌, ୩ ସ୍ମାର୍ଟ ୱାଚ୍ ଜବତ

ଭୁବନେଶ୍ବର: ଲୁଟପାଟ୍‌ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳର ଦୁଷ୍ମନ୍ତ ସୁବୁଦ୍ଧି(୩୧)କୁ ଗିରଫ କରିଛି। ପୁଲିସ ତା’ଠାରୁ ‌ଦୁଇଟି ମୋବାଇଲ୍‌ ଓ ୩ଟି ସ୍ମାର୍ଟ ୱାଚ୍‌ ଜବତ କରିଛି। ସୂଚନା ମୁତାବକ, ରବିବାର ଦିନ ପାଖାପାଖି ୧୦ଟା‌ରେ ଦୁଷ୍ମନ୍ତ ଚୋରା…
ଅଧିକ ଖବର ଦେଖନ୍ତୁ...

କଲବଲ କରୁଛନ୍ତି ସାଇବର ଠକ, ବିଦ୍ୟୁତ୍ ବିଲ୍ ଦାଖଲ ନାଁରେ ଠକେଇ

ଭୁବନେଶ୍ବର : ‘ଡିୟର୍ କଷ୍ଟମର୍ ୟୋର୍ ଇଲେକ୍ଟ୍ରିସିଟି ପାଵାର ଵିଲ୍ ବି ଡିସକନେକ୍ଟେଡ୍ ଟୁନାଇଟ୍ ଆଟ୍ ୧୦.୩୦ ପିଏମ୍, ଫ୍ରମ୍‌ ଇଲେକ୍ଟ୍ରିସିଟି ଅଫିସ। ବିକଜ୍ ୟୋର୍ ପ୍ରିଭିୟସ୍ ମନ୍ଥ୍ ବିଲ୍ ଵାଜ୍ ନଟ୍ ଅପଡେଟ୍। ପ୍ଲିଜ୍ ଇମିଡିଏଟ୍‌ଲି କଣ୍ଟାକ୍ ଵିଥ୍ ୟୋର୍ ଇଲେକ୍ଟ୍ରିସିଟି ଅଫିସର୍....।…
ଅଧିକ ଖବର ଦେଖନ୍ତୁ...

ରୢାଗିଂ ଓ ଅଧ୍ୟକ୍ଷଙ୍କ ମାଡ଼ ପରେ ଛାତ୍ର ନିଖୋଜ ଘଟଣା: ନାଟକ କରିଛନ୍ତି ବାପା-ପୁଅ

ଚନ୍ଦ୍ରଶେଖରପୁର: ସିନିୟର୍‌ ଛାତ୍ରଙ୍କ ରୢାଗିଂ ଓ କଲେଜ ଅଧ୍ୟକ୍ଷଙ୍କ ମାଡ଼ରେ ଭୟଭୀତ ହୋଇ ଏକ ଘରୋଇ କଲେଜ ଛାତ୍ର ହୃଦେଶ ପଣ୍ଡା କ୍ୟାମ୍ପସରୁ ନିଖୋଜ ହୋଇଯିବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। କଲେଜର ବକେୟା ଅର୍ଥ ନ ଦେବା ପାଇଁ ଛାତ୍ର ଓ ତାଙ୍କ ବାପା ଏଭଳି ଏକ ନାଟକ କରିଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...