Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ପୁରୀ: ଏନକାଉଣ୍ଟରରେ ଡକାୟତି ଅଭିଯୁକ୍ତ ଗୁରୁତର

0 278

ପୁରୀ: ଗତକାଲି ରାତିରେ ପୁରୀ ଜିଲ୍ଲା ଗୋପ ଚାରିଛକ ନିକଟରେ ରାସ୍ତା ଡକାୟତି ସହିତ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅନନ୍ତ ବେହେରା ନାମକ ଜଣେ ଯୁବକଙ୍କୁ ପୁରୀ ସ୍ପେଶାଲ ସ୍କ୍ଵାଡ୍‌ ଓ ଗୋପ ପୁଲିସ ମିଳିତ ଭାବେ ଏନକାଉଣ୍ଟର କରିଛନ୍ତି। ଅନନ୍ତ ଗୋଡ଼ରେ ଗୁଳିବାଜି ଥିବାରୁ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏନକାଉଣ୍ଟରରେ ଆହତ ହୋଇଥିବା ଅନନ୍ତ ବେହେରାର ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା କଙ୍କଡ଼ାହାଡ଼ ଗ୍ରାମରେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

thirteen + eleven =