ଶାରୀରିକ ସଂପର୍କ ରଖି ସାରି ରୁମ୍‌ର ଲାଇଟ୍‌ ଲଗାଇବା ପରେ ଉଡ଼ିଗଲା ଯୁବତୀଙ୍କ ହୋସ୍‌ ! ପ୍ରେମିକଙ୍କ ବଦଳରେ ପାଖରେ ଥିଲେ…

ନୂଆଦିଲ୍ଲୀ : ପଡ୍‍ର୍ୟୁ ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବିଗୈଲଙ୍କ ସହ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୁଲବଶତଃ ଅନ୍ୟକୁ ନିଜ ପ୍ରେମିକ ବୋଲି ଭାବି ଏବିଗୈଲ କରିଥିବା ଭୁଲ ପାଇଁ ଆଜି ପଶ୍ଚାତାପ କରୁଛନ୍ତି । ସେଦିନ ରାତିରେ ଏବିଗୈଲ ନିଜ ପ୍ରେମିକର ସାଙ୍ଗ ସହ ଶାରୀରିକ ସଂପର୍କ ରଖିଥିଲେ । ପରେ ସତ ସାମ୍ନାକୁ ଆସିବା ପରେ ଦୁଷ୍କର୍ମର ଅଭିଯୋଗ ଆଣି ଏବିଗୈଲ ମାମଲାକୁ ନେଇ ଅଦାଲତରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ନଥିଲା । ଘଟଣାକୁ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ରାତିକୁ ଭୁଲି ପାରି ନାହାନ୍ତି ଏବିଗୈଲି । ଏବିସି ନିଉଜ୍‌କୁ ସାକ୍ଷାତକାର ଦେଇ ଏବିଗୈଲି ଦୁଇ ବର୍ଷ ତଳେ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ ।

ତାଙ୍କ କହିବା ଅନୁଯାୟୀ, ଦିନେ ରାତିରେ ମୁଁ, ମୋ ପ୍ରେମିକ ଏବଂ ତାଙ୍କର କିଛି ସାଙ୍ଗ ପାର୍ଟି କରୁଥିଲୁ । ମଦ ପିଇବା ସହ ଅନେକ ଗେମ୍‌ ମଧ୍ୟ ଖେଲିଥିଲୁ । ଏହି ସମୟରେ ମୋ ପ୍ରେମିକଙ୍କ ସାଙ୍ଗ ଗ୍ରାଣ୍ଟ ମୋତେ ନେଇ ଖରାପ ମନ୍ତବ୍ୟ ଦେଇଥିଲେ । ମୁଁ କୌଣସି ପ୍ରତିକ୍ରିୟା ରଖିବା ପୂର୍ବରୁ ଗ୍ରାଣ୍ଟ ହସିବା ସହ ଥଟ୍ଟା କରୁଥିବା କଥା କହିଥିଲେ । ଏହା ପରେ ମୁଁ ମୋ ରୁମ୍‌କୁ ଶୋଇବାକୁ ଚାଲି ଯାଇଥିଲି । କିଛି ସମୟରେ କେହି ଜଣେ ମୋ ଶରୀର ଉପରେ ହାତ ବୁଲାଉଥିବା ମୁଁ ଅନୁଭବ କଲି । ସବୁ ବେଳେ ମୋ ପ୍ରେମିକ ଏଭଳି କରୁଥିବାରୁ ମୁଁ ମୋ ପ୍ରେମିକ ବୋଲି ଭଳି ବିରୋଧ କରି ନଥିଲି । ଧିରେ ଧିରେ ଆମେ ଦୁହେଁ ଅନ୍ଧାର ରୁମ୍‌ରେ ଶାରୀରିକ ସଂପର୍କ ରଖିଥିଲୁ । ସବୁ ସରିବା ପରେ ମୁଁ ଶୌଚାଳୟ ଯିବା ପାଇଁ ଲାଇଟ୍‌ ଲଗାଇବା ପରେ ଖଟ ଉପରେ ମୋ ପ୍ରେମିକଙ୍କ ସାଙ୍ଗ ଗ୍ରାଣ୍ଟ ଶୋଇଥିବା ଦେଖି ମୋର ହୋସ ଉଡ଼ି ଯାଇଥିଲା । ପରେ ମୁଁ ମୋ ପ୍ରେମିକକୁ ସବୁ ଜଣାଇବା ପରେ ଆମେ ଦୁହେଁ ପୁଲିସରେ ଅଭିଯୋଗ କରିଥିଲୁ ।

oneindia.com

କିନ୍ତୁ ଅଦାଲତରେ ମାମଲା ପହଞ୍ଚିବା ପରେ ଅଦାଲତ ଏହାକୁ ଦୁଷ୍କର୍ମ ବୋଲି ନ ମାନି ଗ୍ରାଣ୍ଟକୁ ଜାମିନ ଦେଇଥିଲେ । କାରଣ ଆମେରିକାରେ ଥିବା ଇଣ୍ଡିଆନାରେ କେବଳ ବଳପୂର୍ବକ ରଖା ଯାଇଥିବା ଶାରୀରିକ ସଂପର୍କ.ଧମକ ଦେଇ ରଖା ଯାଇଥିବା ଶାରୀରିକ ସଂପର୍କକୁ ଦୁଷ୍କର୍ମ ବୋଲି ଧରାଯାଇଥାଏ । କିନ୍ତୁ ମୁଁ ଶାରୀରିକ ସଂପର୍କ ରଖୁଛି ବୋଲି ଜାଣିଥିଲି,ଖାଲି ମୋତେ କାହା ସହ ରଖୁଛି ବୋଲି ଜଣା ନଥିଲା । ଯାହାକୁ ଦୁଷ୍କର୍ମ ବୋଲି ଅଦାଲତ ମାନି ନଥିଲା ।

ସମ୍ବନ୍ଧିତ ଖବର