ଟ୍ରେଲର୍‌ ଜବତ, ଚାଳକ ଗିରଫ

ସତ୍‌ସଙ୍ଗ ବିହାର ଦୁର୍ଘଟଣା

0 90

ଭୁବନେଶ୍ୱର: ସତ୍‌ସଙ୍ଗବିହାର ସମ୍ମୁଖ ଜାତୀୟ ରାଜପଥ ଦୁର୍ଘଟଣା ମାମଲାରେ ସହିଦନଗର ଥାନା ପୁଲିସ ଟ୍ରେଲରକୁ ଜବତ କରିବା ସହ ଚାଳକକୁ ଗିରଫ କରିଛି। ସେ ହେଲା ଚେନ୍ନାଇର ଭୈରବ ସ୍ୱାମୀ। ଶନିବାର ବିଳମ୍ବିତ ରାତିରେ ଜୟଦେବ ବିହାରରୁ ପଳାଶୁଣୀ ଯାଉଥିବା ଏକ କାର୍‌ ସତ୍‌ସଙ୍ଗବିହାର ସମ୍ମୁଖରେ ଯାଉଥିବା ଏକ ଟ୍ରେଲର୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାର୍‌ରେ ଥିବା ୩ଜଣଙ୍କର ମୃତ୍ୟୁ ଘଟିଥିଲା। ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.