Yearly Archives

2017

ଏକ୍ସପାରି ଔଷଧ ନେଲା ଜୀବନ!

କଟକ : ସମୟ ଅତିକ୍ରାନ୍ତ ଔଷଧ (ଏକ୍ସପାରି ମେଡିସିନ୍‌) ଖାଇ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ଏହି ଔଷଧ ଯୋଗାଇ ଦିଆଯାଇଛି ବୋଲି କୁହାଯାଉଥିବା ବେଳେ ଏଭଳି ଘଟଣାକୁ ନେଇ ଆଜି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଅନ୍ୟପଟେ ସଂପୂର୍ଣ୍ଣ ଘଟଣାର ତଦନ୍ତ କରାଯିବ…
ଅଧିକ ଖବର ଦେଖନ୍ତୁ...

ନୀତିନଙ୍କ ଦାବି ଆଗରେ ନଇଁଲା ବିଜେପି

ଅହମଦାବାଦ: ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ନେଇ ଗୁଜରାଟ ସରକାରରେ ଦେଖାଦେଇଥିବା ସଙ୍କଟ ଆଜି ଟଳିଛି। ବିଭାଗ ଆବଣ୍ଟନରେ ନ୍ୟାୟ ମିଳିନଥିବାରୁ ଅଭିମାନ କରି ଇସ୍ତଫା ଧମକ ଦେଇଥିବା ପଟେଲଙ୍କୁ ଆଜି ଅର୍ଥ ମନ୍ତ୍ରାଳୟ ପ୍ରଦାନ କରାଯାଇଛି । ନିଜ ଦାବି ମୁତାବକ ଗୁରୁତ୍ୱପୂର୍ଣ୍ଣ ଅର୍ଥ…
ଅଧିକ ଖବର ଦେଖନ୍ତୁ...

ଏକୁଟିଆ ହଜ୍‌ ଯାତ୍ରା କରିପାରିବେ ମୁସ୍‌ଲିମ୍‌ ମହିଳା

ନୂଆଦିଲ୍ଲୀ: ବର୍ଷର ଶେଷ ଦିନରେ ଆଜି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲମାନ ମହିଳାଙ୍କ ଅଧିକାର ସଂପର୍କରେ ଗୁରୁତ୍ୱାରୋପ କରିଛନ୍ତି। ଏବେ ମୁସଲମାନ ମହିଳା ଏକୁଟିଆ ହଜ୍‌ ଯାତ୍ରା କରିପାରିବେ ଏବଂ ସରକାର ସେ ନେଇ ବିହୀତ ପଦକ୍ଷେପ ଗ୍ରହଣ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆତ୍ମଘାତୀ ବିସ୍ଫୋରଣ,୧୫ମୃତ

ଜଲାଲାବାଦ: ପୂର୍ବ ଆଫଗାନିସ୍ତାନର ଜଲାଲାବାଦଠାରେ ଆଜି ଏକ ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟି ଅତି କମ୍‌ରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ଆଉ ୨୦ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିିଛି । ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ ପାଦ ଥାପିଲେ ରଜନୀକାନ୍ତ

ଚେନ୍ନାଇ: ଦୀର୍ଘଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ତାମିଲ ସୁପରଷ୍ଟାର ରଜନୀକାନ୍ତ ଆଜି ରାଜନୈତିକ ଦଳ ଗଢି ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ରଜନୀକାନ୍ତଙ୍କ ଏହି ଘୋଷଣା ପରେ ତାମିଲନାଡ଼ୁରେ ଆଉ ଏକ ଆଞ୍ଚଳିକ ଦଳର ଅଭ୍ୟୁତ୍‌୍‌ଥାନ ହୋଇଛି। ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ…
ଅଧିକ ଖବର ଦେଖନ୍ତୁ...

ନୌସେରା ସେକ୍ଟରରେ ପାକ୍‌ର ଗୁଳିବର୍ଷା, ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜୌରି ଏବଂ ନୌସେରା ସେକ୍ଟରରେ ଆଜି ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିବର୍ଷା କରିଛି। ବର୍ଷର ଶେଷ ଦିନରେ ଆଜି ଭୋର୍‌ରୁ ପାକିସ୍ତାନ ଗୁଳିମାଡ଼ ଆରମ୍ଭ କରିଦେଇଥିଲା। ନୌସେରା ସେକ୍ଟରରେ ଜଣେ ଭାରତୀୟ ଯବାନ ସହିଦ ହୋଇଯାଇଥିବା ସେନା ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

କୁଳଭୂଷଣ ବିବାଦର ଦିନକ ପରେ ଥାଇଲାଣ୍ଡ୍‌ରେ ଭେଟ ହୋଇଥିଲେ ଭାରତ-ପାକ୍‌ ଏନ୍‌ଏସ୍‌ଏ

ନୂଆଦିଲ୍ଲୀ: ପାକ୍‌ ସାମରିକ ଅଦଲତ ଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ତାଙ୍କ ପତ୍ନୀ ଓ ମା’ ସାକ୍ଷାତ କରିବାର ଠିକ୍‌ ପରଦିନ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ରେ ଭାରତ ଓ ପାକିସ୍ତାନର ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନ୍‌ଏସ୍‌ଏ) ଭେଟ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷ ପାଇଁ ବୈଜ୍ଞାନିକଙ୍କ ସତର୍କବାଣୀ: ଆସୁଛି ଭୟଙ୍କର ସୌରଝଡ଼

ଲଣ୍ଡନ: ନୂଆବର୍ଷ ୨୦୧୮କୁ ସ୍ୱାଗତ ଜଣାଇବାକୁ ସାରା ବିଶ୍ୱ ଉତ୍ସବମୁଖର ହୋଇଥିବାବେଳେ ଏକ ସତର୍କବାଣୀ ଶୁଣାଇଛନ୍ତି ବୈଜ୍ଞାନିକମାନେ । ସୂର୍ଯ୍ୟପୃଷ୍ଠରେ ହୋଇଥିବା ଏକ ବିଶାଳ ବିସ୍ଫୋରଣ ନୂଆବର୍ଷ ଦିନ ଅର୍ଥାତ ଜାନୁୟାରୀ ୧ରେ ପୃଥିବୀର ଭୂ-ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବ । ଏହାଫଳରେ…
ଅଧିକ ଖବର ଦେଖନ୍ତୁ...

ସ୍ୱେଚ୍ଛା ରକ୍ତଦାନ କ୍ଷେତ୍ରରେ ‘ଆମ ଓଡ଼ିଶା’ର ଅଭୂତପୂର୍ବ ସଫଳତା

ଭୁବନେଶ୍ୱର: ସ୍ୱେଚ୍ଛା ରକ୍ତଦାନ କ୍ଷେତ୍ରରେ ୨୦୧୭ ବର୍ଷରେ ‘ଆମ ଓଡ଼ିଶା’ ଅଭୂତପୂର୍ବ ସଫଳତା ହାସଲ କରିଛି। ୨୦୦୬ମସିହାରୁୁ ଆରମ୍ଭ ହୋଇଥିବା ଏହି ବୈପ୍ଲବିକ ଅଭିଯାନ ୧୧ଟି ସଫଳ ବର୍ଷ ଅତିକ୍ରମ କରିବା ପରେ ୨୦୧୭ରେ ରକ୍ତଦାନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ୨୦୧୬ରେ ସର୍ବାଧିକ ୧୨୨୨ଟି…
ଅଧିକ ଖବର ଦେଖନ୍ତୁ...

ଆଉ ମାତ୍ର କିଛି ଘଣ୍ଟାପରେ ଏହିସବୁ ଫୋନରେ ହ୍ଵାଟ୍ସଆପ ଚାଲିବ ନାହିଁ

ଆଉ ମାତ୍ର କେତେ ଘଣ୍ଟାପରେ କେତେକ ଫୋନରେ ହ୍ଵାଟ୍ସଆପ ଅକାମୀ ହୋଇଯିବ । ସେଗୁଡିକ ମଧ୍ୟରେ ରହିଛି ବ୍ଲାକ୍‌ବେରି ଓଏସ୍‌ , ବ୍ଲାକ୍‌ବେରି ୧୦ , ଓ୍ଵିଣ୍ଡୋଜ୍‌ ଫୋନ ୮.୦ ଏବଂ ଅନ୍ୟ କେତେକ ପୁରୁଣା ଅପରେଟିଂ ସିଷ୍ଟମ ଥିବା ସ୍ମାର୍ଟଫୋନ । ତେବେ ଏହା ଫଳରେ ଗ୍ରାହକମାନଙ୍କର ବିଶେଷ ଅସୁବିଧା…
ଅଧିକ ଖବର ଦେଖନ୍ତୁ...