Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Monthly Archives

September 2017

ଆପଣ କ’ଣ ପତଳା ଶରୀର ପାଇଁ ଚିନ୍ତିତ କି? ମାସେ ପର୍ଯ୍ୟନ୍ତ ଆପଣାନ୍ତୁ ଏହି ଘରୋଇ ଉପାୟ!

ସାଧାରଣତଃ ମୋଟାପଣଟି ଯେପରି ବ୍ୟକ୍ତି ପାଇଁ ଗୋଟିଏ ପ୍ରକାରର ସମସ୍ୟା ହୋଇ ଛିଡ଼ା ହୋଇଥାଏ,ସେହିପରି ଭାବରେ ବ୍ୟକ୍ତିର ପତଳାପଣ ବି ତାକୁ ଚିନ୍ତିତ କରିପକାଏ। କାହିଁକିନା ପତଳା ଲୋକଙ୍କୁ ତାଙ୍କର ପତଳା ଶରୀର ପାଇଁ ବହୁତ ସ୍ଥାନରେ ଉପହାସର ସମ୍ମୁଖୀନ ହେବାକୁ ପଡ଼ିଥାଏ।। ତେବେ ଆଜି ଆମେ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

୫୦ ବର୍ଷ ବୟସରେ ଏଭରେଷ୍ଟ ଚଢ଼ିଥିବା ପ୍ରେମଲତାଙ୍କ ସଂଘର୍ଷ ସିନେମାର କାହାଣୀ ଭଳି ରୋମାଞ୍ଚକ

ନୂଆଦିଲ୍ଲୀ : କୁହାଯାଏ ଇଚ୍ଛାଶକ୍ତି ଯଦି ଦୃଢ ଥାଏ, ତା’ହେଲେ କୌଣସି ବି କାମ ଅସମ୍ଭବ ନୁହେଁ। ଆସନ୍ତୁ ଜାଣିବା ଏମିତି ଏକ ମହିଳାଙ୍କ ବିଷୟରେ , ଯିଏ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ, ଜଣେ ପର୍ବତାରୋହୀ ଭାବେ ଶୀର୍ଷ ସଫଳତା ହାସଲ କରିଛନ୍ତି । ସେ ପ୍ରଥମ ବୟସ୍କା ଭାରତୀୟ ମହିଳା, ଯିଏ କି ୫୦…
ଅଧିକ ଖବର ଦେଖନ୍ତୁ...

ଦିଗ୍‌ବିଜୟଙ୍କୁ ଘାରିଛି ଲୁଙ୍ଗି ଚିନ୍ତା !

ନୂଆଦିଲ୍ଲୀ: ନର୍ମଦା ନଦୀ ପରିକ୍ରମା ଅଭିଯାନରେ ବାହାରିଛନ୍ତି କଂଗ୍ରେସ ନେତା ଦିଗ୍‌ବିଜୟ ସିଂ । ୬ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦିଗ୍‌ବିଜୟଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ଏକ ଚିନ୍ତାର କାରଣ ହୋଇଛି । ୩,୩୦୦ କିମି ଯାତ୍ରା ଅବସରରେ ଭ୍ରାମ୍ୟମାଣ ଶୌଚାଳୟ ଯୋଗାଇ ଦେବାପାଇଁ…
ଅଧିକ ଖବର ଦେଖନ୍ତୁ...

୧୦,୦୦୦ କୋଟି ପତଞ୍ଜଳୀ ସାମ୍ରାଜ୍ୟର ମାଲିକାନା ରହିବ ୫୦୦ ସାଧୁଙ୍କ ହାତରେ

ନୂଆଦିଲ୍ଲୀ: ଦେଶର କ୍ରମବର୍ଦ୍ଧିଷ୍ଣୁ ଉପଭୋକ୍ତା ବଜାରରେ ନିଜର ପ୍ରଭାବ ବିସ୍ତାର କରି ଚାଲିଛି ପତଞ୍ଜଳୀ । ବର୍ତ୍ତମାନ ଦେଶର କୋଣ ଅନୁରୋଣରେ ପହଞ୍ଚି ଗଲାଣି ପତଞ୍ଜଳୀର ବିଭିନ୍ନ ଶ୍ରେଣୀର ଉତ୍ପାଦ । ଏହାର ପ୍ରତିଷ୍ଠତା ବାବା ରାମଦେବ ପ୍ରକାଶ କରିଛନ୍ତି ଯେ ଆସନ୍ତା ୪ ବର୍ଷ ମଧ୍ୟରେ ସେ…
ଅଧିକ ଖବର ଦେଖନ୍ତୁ...

ରିଲ୍‌ର ‘ଟଏଲେଟ୍‌’ ରିଅଲ୍‌ରେ! ଶୌଚାଳୟ ଲାଗି ଶ୍ୱଶୁର ଘର ଲୋକଙ୍କୁ ଥାନାକୁ ଭିଡ଼ିଲେ ବୋହୂ

ମୁଜାଫରପୁର(ବିହାର): ବାସ୍ତବଧର୍ମୀ ଭାରତୀୟ ଚଳଚ୍ଚିତ୍ର ସମାଜ ପରିବର୍ତ୍ତନରେ ବେଶ୍‌ ସହାୟକ ବୋଲି କୁହାଯାଉଥିବା ବେଳେ ଏଥିରୁ ଲୋକେ ଅନୁପ୍ରାଣିତ ହୋଇ ନାନା ଉଦ୍‌ଭଟ କାର୍ଯ୍ୟ କରୁଥିବା ମଧ୍ୟ ନଜିର ରହିଛି । ନିକଟରେ ସେମିତି ଗୋଟିଏ ଘଟଣା ଘଟିଛି । ଯାହାକୁ ଶୁଣିଲେ ପାଠକେ ଆଶ୍ଚର୍ଯ୍ୟ ହେବେ ।…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର: ୪କୋଟି କ୍ୟାସ ଭ୍ୟାନ ନେଇ ଚାଳକ ଫେରାର

ପୁନେ: ମହାରାଷ୍ଟ୍ରର ପୁନେରେ ୪କୋଟି ଟଙ୍କା ନେଇ ଯାଉଥିବା ଭ୍ୟାନକୁ ଡ୍ରାଇଭର ଫେରାର ହୋଇ ଯାଇଛି। ଭ୍ୟାନଟି ଟଙ୍କା ନେଇ ଏକ ଘରୋଇ ବ୍ୟାଙ୍କର ଏଟିଏମ୍‌କୁ ଯାଇଥିଲା। ବ୍ୟାଙ୍କ କର୍ମଚାରୀମାନେ କିଛି ଟଙ୍କା ନେଇ ଯେତେବେଳେ, ଏଟିଏମ୍‌ ଭିତରକୁ ପ୍ରବେଶ କଲେ, ଅଭିଯୁକ୍ତ ଚାଳକ ଭ୍ୟାନକୁ ନେଇ ଫେରାର…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ଡ, ୩ଗିରଫ

ଯାଜପୁର: ଯାଯପୁରରୋଡ଼ ପୁଲିସ ଶୁକ୍ରବାର ରାତିରେ ଡକାୟତ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଚରଦା ବାଇପାସ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ, ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା। ପୁଲସି ଘଟଣାସ୍ଥଳରୁ ୨ଜଣଙ୍କୁ ଗିରଫ କରିଥିବା ବେଳେ,…
ଅଧିକ ଖବର ଦେଖନ୍ତୁ...

ପାକିସ୍ଥାନୀ ଆତଙ୍କବାଦୀଙ୍କୁ ଝଟ୍‌କା, ବିଏସ୍‌ଏଫ ଠାବ କଲା ନିର୍ମାଣାଧୀନ ୧୪ ଫୁଟ୍‌ ଲମ୍ବର ସୁଡ଼ଙ୍ଗ

ଜମ୍ମୁ: ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ସୈନିକମାନେ ଶନିବାର ଜମ୍ମୁର ଆରିନିଆ ସେକ୍ଟରରେ ଥିବା ଏକ ୧୪ ଫୁଟ୍‌ ଲମ୍ବର ସୁଡ଼ଙ୍ଗ ଠାବ କରିଛନ୍ତି । ଏହି ସୁଡଙ୍ଗ ପାକିସ୍ଥାନ ପଟୁ ଭାରତ ମଧ୍ୟକୁ ଖୋଳା ଯାଇଥିଲା । ଆନ୍ତର୍ଜାତୀୟ ସୀମା କ୍ଷେତ୍ର ଦେଇ ଏହି ସୁଡଙ୍ଗ ଖନନ କରି ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

କୌଣସି ବ୍ୟକ୍ତି କିମ୍ବା କାମ ଛୋଟ ନୁହେଁ: କୋବିନ୍ଦ

ନୂଆଦିଲ୍ଲୀ: ବିଜୟାଦଶମୀ ନୈତିକତା ଓ ସଦାଚରର ପର୍ବ। କୌଣସି ବ୍ୟକ୍ତି କିମ୍ବା କାମ ଛୋଟ ନୁହେଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର କହିଛନ୍ତି। ଜାତୀୟ ରାଜଧାନୀ ଲାଲକିଲ୍ଲା ପଡ଼ିଆରେ ଅନୁଷ୍ଠିତ ରାବଣପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଇ କୋବିନ୍ଦ କହିଛନ୍ତି, ଭଗବାନ ରାମସେତୁ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଦଳଚକଟା ନେଇ ରାଜନୀତି ତେଜିଲା : ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ ବିରୋଧ

ମୁମ୍ବାଇ:ମୁମ୍ବାଇର ଏଲ୍‌ଫିନ୍‌ଷ୍ଟୋନ୍‌ ଷ୍ଟେସନ୍‌କୁ ସଂଯୁକ୍ତ କରୁଥିବା ଫୁଟ୍‌ଓଭର ବ୍ରିଜ୍‌ରେ ଗତକାଲି ହୋଇଥିବା ଦଳାଚକଟା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବା ବେଳେ ଏହାକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା, କଂଗ୍ରେସ ଓ ବହୁଜନ ସମାଜ ପାର୍ଟି ଏ ନେଇ ସରକାରଙ୍କୁ ଦାୟୀ କରିବା ସହ କଡା…
ଅଧିକ ଖବର ଦେଖନ୍ତୁ...