Monthly Archives

September 2017

ଟୁଇନ ସିଟିରେ ଆସନ୍ତାକାଲି ମା’ଙ୍କ ଭସାଣି ଉତ୍ସବ, କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର/କଟକ: ସ୍ମାର୍ଟ ସିଟି ‘ଭୁବନେଶ୍ୱର’ ଓ ସିଲଭର୍‌ ସିଟି ‘କଟକ’ରେ ଆଉ କେଇ ଘଣ୍ଟା ପରେ ଦଶହରା ଉତ୍ସାହ ଶେଷ ହେବ। ପୂଜା ମଣ୍ଡପ ଓ ପେଣ୍ଡାଲଗୁଡ଼ିକରେ ଭିଡ଼ ଜମାଇଥିବା ଦର୍ଶକମାନେ ରାବଣ ପୋଡ଼ି ଦେଖିବା ପରେ ଘରକୁ ଫେରିବେ। ତା’ପରେ ପୂଜା କମିଟିମାନଙ୍କର ଭସାଣି ପାଇଁ ଚିନ୍ତା ବଢ଼ିବ।…
ଅଧିକ ଖବର ଦେଖନ୍ତୁ...

୭ ବବ୍ଦର ଖାଲସା ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ପଞ୍ଜାବର ଲୁଧିଆନା ପୋଲିସ ଓ ଗୋଇନ୍ଦା ବିଭାଗର ମିଳିତ ସହଯୋଗରେ ଚଢାଉ କରାଯାଇ ୭ ଜଣ ବବ୍‌ର ଖାଲସା ଆତଙ୍କବାଦୀଙ୍କୁ ଶନିବାର ଗିରଫ କରାଯାଇଛି । ଏହି ଆତଙ୍କବାଦୀମାନେ ରାଜ୍ୟରେ କୌଣସି ଏକ ବଡ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ କହିଛି । ସେମାନଙ୍କୁ ପଚରା…
ଅଧିକ ଖବର ଦେଖନ୍ତୁ...

ଜୀବନଶୈଳୀ ଡାକିଆଣେ ପାଇଲ୍ସ ଭଳି ରୋଗ, ଜାଣନ୍ତୁ କେମିତି…

ଆଜିକାଲିର ଜୀବନଶୈଳୀ ଏବଂ କାମ କରିବାର ଶୈଳୀ ପାଇଁ ଲୋକମାନଙ୍କୁ ପାଇଲ୍ସ ବା ମଳକଣ୍ଟକ ହେବାର ଆଶଙ୍କା ରହିଥାଏ । ଆର୍ୟୁବେଦ ବିଶେଷଜ୍ଞ ଡାକ୍ତର ଅବରାର ମୁଲ୍‌ତାନୀଙ୍କ କହିବା ଅନୁସାରେ ପାଇଲ୍ସ ସାଧାରଣତଃ ପେଟ ଖରାପ ଲାଗିରହିବା, କୋଷ୍ଠକାଠିନ୍ୟ ଏବଂ ବହୁତ ସମୟ ବସିବା ପାଇଁ ହୋଇଥାଏ । ଏହାର…
ଅଧିକ ଖବର ଦେଖନ୍ତୁ...

ରେଲେଓ୍ଵ ବୋର୍ଡ କର୍ମଚାରୀଙ୍କ ସହ ବୈଠକ ଡାକିଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମୁମ୍ବାଇର ଏଲଫିନ୍‌ଷ୍ଟୋନ ରେଳଷ୍ଟେସନର ଏକ ପାଦଚଲା ପୋଲା ଉପରେ ଦଳାଚକଟା ହୋଇ ଶୁକ୍ରବାର ୨୨ ଜଣ ଯାତ୍ରୀ ପ୍ରାଣ ହରାଇବା ଘଟଣାରେ ରେଳମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରେଳମନ୍ତ୍ରୀ ପିୟୂଷ ଗୋୟଲ ଏହି ବୈଠକର ନେତୃତ୍ୱ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡିଶାର କେତୋଟି ଜିଲାରେ ବର୍ଷା ସମ୍ଭାବନା ଅଧିକ ବୋଲି ଆକଳନ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

୨୦୧୮ରୁ ପ୍ରତ୍ୟେକ ସ୍ମାର୍ଟଫୋନ୍‌ରେ ମିଳିବ ଫିଙ୍ଗର୍‌ ପ୍ରିଣ୍ଟ୍‌ ସ୍କାନର ସୁବିଧା

ଫିଙ୍ଗରପ୍ରିଣ୍ଟ୍‌ର ସ୍କାନରକୁ ଆଜିକୁ ୪ ବର୍ଷ ପୂର୍ବେ ଲଞ୍ଚ୍‌ କରାଯାଇଥିବା ବେଳେ,ଆଜିକାଲି ଏହାକୁ ଅତି ସହଜ ଭାବରେ ସ୍ମାର୍ଟଫୋନ୍‌ମାନଙ୍କରେ ଦେଖିବାକୁ ମିଳୁଛି। ତେବେ ଆସନ୍ତା ବର୍ଷ ୨୦୧୮ରୁ ପ୍ରତ୍ୟେକଟି ସ୍ମାର୍ଟଫୋନ୍‌ରେ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ଦେଖିବାକୁ ମିଳିବ ବୋଲି ସୂଚନା…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ସ୍ଥାନରେ ଦଶହରାରେ ରାବଣ ପୋଡ଼ି ପରିବର୍ତ୍ତେ କରାଯାଏ ରାବଣ ପୂଜନ

ନୂଆଦିଲ୍ଲୀ: ଭାରତ ଏମିତି ଏକ ଦେଶ ଯେଉଁଠି ରହିଛି ଅନେକ ବିସ୍ମୟଜନକ ପରମ୍ପରା। ଏସବୁ ପରମ୍ପରା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟ ସତ୍ୟ ହୋଇଥାଏ । ଦଶହରାକୁ ନେଇ ରହିଛି ଏପରି ଏକ ଭିନ୍ନ ପରମ୍ପରା। ସାରା ଭାରତବର୍ଷରେ ଦଶହରା ଦିନ ଭଗବାନ ରାମଙ୍କ ପୂଜା ଓ ରାବଣପୋଡ଼ି ଉତ୍ସବ ପାଳନ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ମୁହଁରେ କଳାବୋଳିଲେ ଗାଁ ଲୋକେ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ରାମେଶ୍ୱର ପଲ୍ଲୀ ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ସେହିଗ୍ରାମର ନିବାସୀ ମହାନ୍ତି ନାମକ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଛନ୍ତି। ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ସହିତ ଅଭିଯୁକ୍ତକୁ ଧରି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ତୈମୁର ବଡ଼ ହେଲେ କ’ଣ ହେବେ ? ଏ ବିଷୟରେ କ’ଣ କହିଲେ ସୈଫ୍‌ ଅଲ୍ଲୀ ଖାନ୍‌ !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବେ ତାଙ୍କ ପୁଅ ସଂପର୍କରେ ନିଜର ମନକଥା ଖୋଲି କହିଛନ୍ତି। ସେ କହିଛନ୍ତି ଯେ ମିଡିଆର ସବୁବେଳେ ସତର୍କ ଦୃଷ୍ଟି ରହିଛି ତାଙ୍କର ସାନ ପୁଅ ତୈମୁର ଅଲ୍ଲୀ ଖାନଙ୍କ ଉପରେ । ସେ ଏକ ଲୋକପ୍ରିୟ ସେଲିବ୍ରିଟି ଯୋଡିଙ୍କର ସନ୍ତାନ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କପ୍ତିପଦା: ଗୋଷ୍ଠୀ ସଂଘର୍ଷରେ ୫ ଆହତ, ଦୋକାନବଜାର ବନ୍ଦ

କପ୍ତିପଦା: ସାମାନ୍ୟ ବଚସାକୁ କେନ୍ଦ୍ର କରି ଗତକାଲି ରାତିରେ କପ୍ତିପଦା ବଜାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଆକ୍ରମଣ ପ୍ରତିଆକ୍ରମଣ କରିବାରୁ ୫ ଜଣ ଆହତ ହୋଇଛନ୍ତି। ଅପରପକ୍ଷେ ଏହି ଗଣ୍ଡଗୋଳରେ ୬ଟି ମୋଟର ସାଇକେଲ ଭାଙ୍ଗିି ଯାଇଛି। ଗଣ୍ଡଗୋଳକୁ ଆଖିଆଗରେ ରଖି ଆଜି ଦଶମୀ…
ଅଧିକ ଖବର ଦେଖନ୍ତୁ...