Monthly Archives

October 2017

ରାହୁଲ ଗାନ୍ଧୀଙ୍କ ସମାବେଶ ଭଣ୍ଡୁର ଧମକ ପ୍ରତ୍ୟାହାର କଲା ପାସ୍‌

ଅହମଦାବାଦ୍‌ : ପଟିଦାର ଅନାମତ ଆନ୍ଦୋଳନ ସମିତି (ପାସ୍‌) ରାହୁଲ୍‌ ଗାନ୍ଧୀଙ୍କ ବୈଠକ ଭଣ୍ଡୁର କରିବାନେଇ ଯେଉଁ ଧମକ ଦେଇଥିଲା ତାହା ଆଜି ପ୍ରତ୍ୟାହାର କରିନେଇଛି। ପୂର୍ବରୁ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ କଂଗ୍ରେସ୍‌କୁ ଧମକ ଦେଇ କହିଥିଲେ ଯେ ନଭେମ୍ବର ୩ ସୁଦ୍ଧା ପଟିଦାର ସଂରକ୍ଷଣ…
ଅଧିକ ଖବର ଦେଖନ୍ତୁ...

ନବନିଯୁକ୍ତ ମଧ୍ୟସ୍ଥିଙ୍କୁ ବିଚ୍ଛିନ୍ନତାବାଦୀଙ୍କ ବିରୋଧ

ନୂଆଦିଲ୍ଲୀ : ଦୀର୍ଘ ତିନି ଦଶନ୍ଧି ଧରି ହିଂସା ଉପଦ୍ରୁତ କଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ସରକାର ନିରନ୍ତର ଆଲୋଚନା ଆରମ୍ଭ କରିବେ ବୋଲି ନିଷ୍ପତ୍ତି ନେବା ସହ ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ପୂର୍ବତନ ନିର୍ଦ୍ଦେଶକ ଦିନେଶ୍ୱର…
ଅଧିକ ଖବର ଦେଖନ୍ତୁ...

ନକଲି ସେକ୍ସ ସିଡି ମାମଲା: ୧୪ ଦିନିଆ ରିମାଣ୍ଡ୍‌ରେ ସାମ୍ବାଦିକ ବିନୋଦ ବର୍ମା

ରାୟପୁର : ନକଲି ସେକ୍ସ ସିଡିି ମାମଲାରେ ଗିରଫ ହୋଇଥିବା ସାମ୍ବାଦିକ ବିନୋଦ ବର୍ମାଙ୍କୁ ଆଜି ଛତିଶଗଡ଼ କୋର୍ଟ ୧୪ ଦିନିଆ ବିଚାରବିଭାଗୀୟ ରିମାଣ୍ଡରେ ପଠାଇଦେଇଛନ୍ତି। ବର୍ମାଙ୍କ ପୁଲିସ ରିମାଣ୍ଡ୍‌ ଶେଷହେବାପରେ ରାୟପୁର ପୁଲିସ ତାଙ୍କୁ ଆଜି ଦିନ ୧୧ଟା ସମୟରେ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଭବେଶ…
ଅଧିକ ଖବର ଦେଖନ୍ତୁ...

ପାରଦୀପ: ଦାଦାର ଗୁଳିରେ ପୁତୁୁରା ଆହତ

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ ଗ୍ରାମରେ ମଙ୍ଗଳବାର ରାତିରେ ଗୁଳିକାଣ୍ଡ ଘଟିଛି। ଏଥିରେ ପୁତୁରାର ଗୁଳିରେ ଦାଦା ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପାରିବାରିକ ବୁଝାମଣାର ଅଭାବ ଯୋଗୁଁ ପୁତୁରା ସତ୍ୟବ୍ରତ ପରିଜା(୨୮) ନିଜର ଦାଦା ଦୁଷ୍ମନ୍ତ…
ଅଧିକ ଖବର ଦେଖନ୍ତୁ...

ବିଜେପି ହିଁ ତାଙ୍କ ଦଳର ସବୁଠାରୁ ବଡ଼ ଶତ୍ରୁ

ମୁମ୍ବାଇ: ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି ଯେ ବିଜେପି ହିଁ ତାଙ୍କ ଦଳର ସବୁଠାରୁ ବଡ଼ ଶତ୍ରୁ। ବିଜେପି ସବୁବେଳେ ଆମ ଉପରେ ଦାଉ ସାଧୁଛି ଏବଂ ଶିବସେନାକୁ ହିଁ ମୁଖ୍ୟ ବିରୋଧୀ ଭାବେ ଦେଖୁଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ବିଜେପି ସହ ସରକାରରେ ଅଂଶୀଦାର ଥିବା ଶିବସେନାର ନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା କଇଁଛ ଋତୁ: ପାଟ୍ରୋଲିଂରେ ହାଇସ୍ପିଡ୍‌ ବୋଟ୍‌

ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛ ଋତୁ ଆରମ୍ଭ ହୋଇଛି। ଏହି ସମୟରେ ବିରଳ ଅଲିଭରିଡ୍‌ଲେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ୍‌ ହେବେ। ଅଲିଭ୍‌ରିଡଲେଙ୍କୁ ଜଳଦସ୍ୟୁ, ମାଛମାଫିଆଙ୍କ କବଳରୁ ରକ୍ଷା କରିବା ସହିତ ବେଆଇନ୍‌ ଟ୍ରଲର୍‌ ଚଳାଚଳ ଉପରେ ଅଙ୍କୁଶ ଲଗାଇବା ପାଇଁ ବନବିଭାଗ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ: କଂଗ୍ରେସକୁ ଝଟ୍‌କା ଦେଲେ ଜିଗ୍ନେଶ

ଅହମଦାବାଦ: ଗୁଜରାଟର ଯୁବ ଦଳିତ ନେତା ଜିଗ୍ନେଶ ମେଓ୍ଵାନି ଆଜି କଂଗ୍ରେସକୁ ଝଟ୍‌କା ଦେଇଛନ୍ତି। କଂଗ୍ରେସ ଦଳିତଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରିବ ଏବଂ କଂଗ୍ରେସର ସଂରକ୍ଷଣ ନୀତି କ’ଣ ରହିବ ସେ ସଂପର୍କରେ ସ୍ଥିତି ସ୍ପଷ୍ଟ କରାଯାଉ ନଥିବାରୁ ଜିଗ୍ନେଶ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ହିମାଚଳପ୍ରଦେଶ ନିର୍ବାଚନ: ଧୁମାଲ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ସିମଳା : ଆଗାମୀ ୯ ତାରିଖରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଜି ପ୍ରେମକୁମାର ଧୁମାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୭୩ ବର୍ଷୀୟ ଧୁମାଲଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ଲଢ଼ିବ ବୋଲି ଆଜି…
ଅଧିକ ଖବର ଦେଖନ୍ତୁ...