Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 1, 2017

ପୁତୁରା ମାଡ଼ରେ କକା ମୃତ, ବାପା ପୁଅ ଗିରଫ

ଖୁଣ୍ଟା/କୁଆମରା : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଟିକାୟତପୁର ଗ୍ରାମରେ ପୁତୁରା ମାଡ଼ରେ କକାଙ୍କର ମୃତ୍ୟୁ ହୋଇଛି। ଏ ଘଟଣାରେ ପୁଲିସ ଅଭିଯୁକ୍ତ ପୁତୁରା ଓ ତାଙ୍କ ବାପା (ବାପପୁଅ)ଙ୍କୁ ଗିରଫ କରିଛି। ମୃତ ବ୍ୟକ୍ତି ହେଉଛନ୍ତି ଟିକାୟତପୁର ଗ୍ରାମର ଜୁଣିଆ ଜେନା (୫୨)। ଜୁଣିଆ କିଛିଦିନ…
ଅଧିକ ଖବର ଦେଖନ୍ତୁ...

ନରହନ୍ତା ଦନ୍ତା ନେଲା ଆଉ ଦୁଇ ଜୀବନ

କଣିହାଁ/ଛେଣ୍ଡିପଦା : କିଛି ଦିନର ନିରବତା ପରେ ପୁଣି ମାତିଛି ନରହନ୍ତା ଦନ୍ତା। ଆଜି ସକାଳେ ଏହି ଦନ୍ତା ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳରେ ଜଣେ ମହିଳା ଓ ଜଣେ ଯୁବକଙ୍କର ଜୀବନ ନେଇଛି। ମୃତକ ଦୁଇଜଣ ହେଲେ କଣିହାଁ ଥାନା ବଡ଼ଚାଙ୍ଗୁଡ଼ିଆ ଗାଁର କୁବେର ସାହୁଙ୍କ ପତ୍ନୀ ଅହଲ୍ୟା ସାହୁ (୪୫) ଏବଂ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ପରେ ଅମିତ ଶାହ: ଗୁଜରାଟରେ ବିଜେପିର ‘ଗୌରବ ଯାତ୍ରା’ ଆରମ୍ଭ

ଗାନ୍ଧୀନଗର: ବିଧାନସଭା ନିର୍ବାଚନ ପାଇଁ ଗୁଜରାଟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ନିକଟରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲା ଗାନ୍ଧୀ ଗୁଜରାଟରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବାବେଳେ ଆଜିଠାରୁ ସେଠାରେ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ପ୍ରଚାର ଆରମ୍ଭ କରିଛନ୍ତି। ଲୌହମାନବ ସର୍ଦ୍ଦାର…
ଅଧିକ ଖବର ଦେଖନ୍ତୁ...

ଆମେରିକାର ସାମରିକ କାର୍ଯର୍୍ୟାନୁଷ୍ଠାନ: ୨୨ ପାକ୍‌ ଆତଙ୍କବାଦୀ ନିପାତ

କାବୁଲ: ଆଫଗାନିସ୍ତାନର ନଙ୍ଗରହର ପ୍ରଦେଶରେ ଆମେରିକା ସେନାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନରେ ୨୨ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ସଂଗଠନର ୨୨ ସଦସ୍ୟଙ୍କୁ ଏକାଥରକେ ନିପାତ କରିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି । ଲାଲପୁର ଜିଲ୍ଲାର ବିଲା ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

ଜେଲରେ ସୁରକ୍ଷାରେ ଅବ୍ୟବସ୍ଥା: କେନ୍ଦୁଝରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦେଓଗଡରେ ଜେଲ୍‌ରୁ କଏଦୀ ଚମ୍ପଟ

କେନ୍ଦୁଝର/ଦେବଗଡ: କେନ୍ଦୁଝର ଜେଲ୍‌ରେ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ଦଣ୍ଡ ଭୋଗୁଥିବା ରୁଡିଆ ପ୍ରଧାନ(୩୩) ରବିବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ଏକ ଧାରୁଆ ବ୍ଲେଡ୍‌ରେ ଗଳା କାଟୁଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରୁଡିଆଙ୍କ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ କଏଦୀର ଆତ୍ମହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ଜେଲ୍‌ରେ ଜଣେ କଏଦୀ ଜୁଡିଆ ପ୍ରଧାନ (୩୩) ଆଜି ବ୍ଲେଡରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଉପର ଧାଙ୍ଗରପଡା ଗାଁ’ର…
ଅଧିକ ଖବର ଦେଖନ୍ତୁ...