Daily Archives

October 1, 2017

ସେବାଧାମ କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ, ୩ ଗୁରୁତର

ଦେବଗଡ଼/ରିଆମାଳ : ମୃତ୍ୟୁ କାହା ପାଇଁ କେଉଁ ପରିସ୍ଥିତିରେ ଆସିବ ତାହା କେହି ବି କହିପାରିବେ ନାହିଁ। ଚାରିଆଡ଼େ ଦଶହରା ଉତ୍ସବ ପାଇଁ ଖୁସିର ପରିବେଶ ଥିବା ବେଳେ ଏକ ଅଭାବନୀୟ ପରିସ୍ଥିତିରେ ଆଖି ବୁଜିବାକୁ ପଡ଼ିଛି ଦୁଇ ଜଣ ନିରୀହ ଶିଶୁଙ୍କୁ। ଘଟଣାଟି ଘଟିଛି ଶନିବାର ସକାଳେ ଦେବଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ନୂଆ ଦଳ ଗଢ଼ିଲେ ନାରାୟଣ ରାଣେ, ବିଜେପି ସହ ସହ ମେଣ୍ଟ କରିବେ!

ମୁମ୍ବାଇ: କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ବରିଷ୍ଠ ନେତା ନାରାୟଣ ରାଣେ ଆଜି ଏକ ନୂଆ ରାଜନୈତିକ ଦଳ ଗଠନ କରିଥିବା ଘୋଷଣା କରିଛନ୍ତି। ଏହି ଦଳର ନାମ ‘ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ’ ରଖାଯାଇଛି। କଂଗ୍ରେସ ଓ ଶିବସେନାକୁ ଆଜି କଡ଼ା ସମାଲୋଚନା କରିଥିବା ରାଣେ ବିଜେପି ପ୍ରତି…
ଅଧିକ ଖବର ଦେଖନ୍ତୁ...

ବସ ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର : ଆଜି ସଂଧ୍ୟାରେ ବାଲେଶ୍ୱର ସହର ପୁଲିସ୍‌ଲାଇନ ସାହୁ ତେଲ ଟାଙ୍କି ସାମ୍‌ନାରେ ବସ୍‌ ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଜ୍ୟୋତିରଂଜନ ଜେନା (୨୦)। ଏହି ଘଟଣାରେ ଅନ୍ୟ ଜଣେ ଛାତ୍ର ଅଭିଷେକ ବେହେରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ଆମେଥି ଗସ୍ତକୁ ପ୍ରଶାସନ ମଂଜୁରି ଦେଲାନାହିଁ, କଂଗ୍ରେସର ତୀବ୍ର ପ୍ରତିବାଦ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ଆମେଥି ଗସ୍ତ କରିବାକୁ ପ୍ରଶାସନ ମଂଜୁରି ଦେଇନାହିଁ। ଏହାକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ଅକ୍ଟୋବର ୪ରୁ ୬ ପର୍ଯ୍ୟନ୍ତ ୩ ଦିନିଆ ଆମେଥି ଗସ୍ତରେ ଯିବା ପାଇଁ ରାହୁଲଙ୍କ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ଆକ୍ରମଣର ସଙ୍କେତ ଦେଲା ଉତ୍ତର କୋରିଆ

ସିଓଲ:   ବ୍ୟାପକ ଅନ୍ତର୍ଜାତୀୟ କଟକଣା ସତ୍ତ୍ୱେ ଉତ୍ତର କୋରିଆ ତା’ର ଯୁଦ୍ଧଖୋର ନୀତିକୁ ଆହୁରି ଉଗ୍ର କରିଛି।  ଆମେରିକା ଓ ଜାତିସଂଘର ଚେତାବନୀକୁ ବେଖାତିର କରି ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଉତ୍ତର କୋରିଆ। ରାଜଧାନୀ ପୋଙ୍ଗୟାଙ୍ଗର ସ୍ଥିତ ରକେଟ କେନ୍ଦ୍ରରୁ ଅନେକ…
ଅଧିକ ଖବର ଦେଖନ୍ତୁ...

ଟ୍ୟାଙ୍କରକୁ ଧକ୍କା ଦେଲା କାର୍‌ : ଜଣେ ମୃତ, ୪ଆହତ

ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ୫ନଂ ଜାତୀୟ ରାଜପଥର କହରାପୋଖରୀ ଶାସନ ନିକଟରେ ଗ୍ୟାସ ଟ୍ୟାଙ୍କରକୁ କାର ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ହୋଇଥିିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପୁରୀରୁ ବୁଲାବୁଲି ସାରି ପଶ୍ଚିମବଙ୍ଗର ହାଓ୍ଵାଡା ଜିଲ୍ଲା ମାଲିପଞ୍ଚଭର ଥାନାର…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଓଭରବ୍ରିଜ ଦଳାଚକଟା ଘଟଣା: ମୃତା ମହିଳାଙ୍କ ସହିତ ଅସଦାଚରଣ

ମୁମ୍ବାଇ: ମୁମ୍ବାଇରେ ଏଲଫିନଷ୍ଟୋନ୍‌ ରେଳବାଇ ଫୁଟ ଓଭରବ୍ରିଜରେ ଦଳାଚକଟା ଘଟଣାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ସହ ୩୦ରୁ ଊର୍ଧ୍ୱ ଆହତ ହୋଇଛନ୍ତି। ଏହି ସମୟରେ ଏକ ଲଜ୍ଜାଜନକ ପରିସ୍ଥିତିର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଏହି ଫଟୋ ଓ ଭିଡିଓରେ ଏଭଳି ଲୋକଙ୍କୁ ଦେଖିବାକୁ ମିଳୁଛି, ଯେଉଁମାନେ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନରେ ମା’ ଓ ଝିଅଙ୍କ ସନ୍ତାନ ପ୍ରସବ

ତୁର୍କି: ସମୟ ସମୟରେ ଏମିତି କିଛି ଘଟଣା ଘଟିଥାଏ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏମିତି ଏକ ଘଟଣା ତୁର୍କିର ଏକ ହସ୍‌ପିଟାଲରେ ଘଟିଛି। ମା’ ଓ ଝିଅ ଏକାଦିନେ ସନ୍ତାନ ଜନ୍ମ ଦେବା ଖବର ପ୍ରଘଟ ହେଲା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଥିଲା। ଉଭୟ ଓ ମା’ ଓ ଝିଅଙ୍କୁ ଦେଖିବା…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଅନାଥାଶ୍ରମରେ ୫ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ତଳକୁଣ୍ଡ ଫାଣ୍ଡି ଅଧିନ ବଳଦେବ ଜୀଉ ଅନାଥାଶ୍ରମରେ ରବିବାର ସନ୍ଧ୍ୟାରେ ଜଣେ ୫ମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀ ମୁଣ୍ଡା (୧୧)ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ, ପୁଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଜାରି ରଖିଛି। ଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ୫ମ ଦିନିକିଆ: ରୋହିତଙ୍କ ୧୪ତମ ଶତକ, ଭାରତ ୧/୨୦୩

ନାଗପୁର: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ରବିବାର ନିଜ କ୍ୟାରିୟର ୧୪ତମ ଶକତ ହାସଲ କରିଛନ୍ତି। ସେ ଛକା ସହାୟତାରେ ଏହା ପୂରଣ କରିଛନ୍ତି। ଶେଷ ତଥା ୫ମ ଦିନିକିଆ ମ୍ୟାଚରେ ୨୪୩ରନ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଆରମ୍ଭ କରିଥିବା ଭାରତ ୩୭.ଓଭରରେ ୨୦୩ରନ୍‌ ସଂଗ୍ରହ କରିଛି। ଓପନର ରେହିତ…
ଅଧିକ ଖବର ଦେଖନ୍ତୁ...