Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 2, 2017

ଓଡ଼ିଶା ଡାକ ମଣ୍ଡଳ, ପୁଲିସ, ସେଲ୍‌ ଏକାଡେମି ବିଜୟୀ

ରାଉରକେଲା: ପାନପୋଷ ହକି ଷ୍ଟାଡିୟମ୍‌ରେ ଚାଲିଥିବା ତୃତୀୟ ଅନ୍ତଃସହର ଗୋଲ୍ଡ କପ୍‌ ହକି ପ୍ରତିଯୋଗିତାର ସୋମବାର ଦ୍ୱିତୀୟ ଦିନ ପେସାଦାର ବର୍ଗରେ ଓଡ଼ିଶା ଡାକ ମଣ୍ଡଳ, ଓଡ଼ିଶା ପୁଲିସ ଓ ସେଲ୍‌ ହକି ଏକାଡେମି ବିଜୟ ହାସଲ କରିଛନ୍ତି। ଓଡ଼ିଶା ଡାକ ମଣ୍ଡଳ ୩-୦ ଗୋଲ୍‌ରେ କାଂଶବାହାଲ ଏକାଦଶକୁ…
ଅଧିକ ଖବର ଦେଖନ୍ତୁ...

ପାଓ୍ଵାର ଟିଲ୍‌ରରେ କଟି ଚାଷୀ ମୃତ

ଜୟପୁର : ଚାଷ ନେଲା ଚାଷୀର ଜୀବନ। ବିରି ବୁଣିବା ପାଇଁ ଜମିକୁ ଯାଇଥିବା ଜଣେ ଚାଷୀଙ୍କ ପାଓ୍ଵାର ଟିଲର୍‌ରେ କଟି ମୃତ୍ୟୁ ଘଟିଛି। ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ସାନକାଉଡି ଗ୍ରାମରେ ଆଜି ଘଟିଛି ଏହି ଦୁଃଖଦ ଘଟଣା।  ମୃତ ଚାଷୀ ଜଣକ ହେଉଛନ୍ତି ପଦ୍ମନ ହାଲଓ୍ଵା (୪୭)। ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଫୁଟ୍‌ବଲ୍‌ ଟେନିସ୍‌ ପ୍ରତିଯୋଗିତା ମାସେ ଘୁଞ୍ଚିଲା

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଫୁଟ୍‌ବଲ୍‌ ସଂଘ ଦ୍ୱାରା ଆୟୋଜିତ ହେବାକୁ ଥିବା ଅଷ୍ଟମ ଜାତୀୟ ଫୁଟ୍‌ବଲ୍‌ ଟେନିସ୍‌ ପ୍ରତିଯୋଗିତା ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଢେଙ୍କାନାଳରେ ଏହି ପ୍ରତିଯୋଗିତା ଚଳିତ ମାସ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ମୁଷ୍ଟିଯୁଦ୍ଧ ଦଳକୁ ସମ୍ବର୍ଧନା

ଭୁବନେଶ୍ୱର: ହାଇଦ୍ରାବାଦରେ ସେପ୍ଟେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୨୯ତମ ଜାତୀୟ ଉପକନିଷ୍ଠ ବାଳକ ମୁୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ପଦକ ଜିତିଥିବା ଓଡ଼ିଶା ଖେଳାଳିଙ୍କୁ ସୋମବାର ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ ସମ୍ବର୍ଧନା ମିଳିଛି। ବକ୍ସିଂ ଓଡ଼ିଶାର ଏହି ଖେଳାଳି ଗୋଟିଏ ସ୍ୱର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଟେନିସ୍‌ରେ କିଟ୍‌କୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‌ର ପ୍ରାଧାନ୍ୟ ଅବ୍ୟାହତ ରହିଛି। ପୂର୍ବାଞ୍ଚଳ ଲନ୍‌ ଟେନିସ୍‌ରେ କିଟ୍‌ ସେମିଫାଇନାଲ୍‌କୁ ଉଠି ସର୍ବଭାରତୀୟ ଯୋଗ୍ୟତା ଅର୍ଜନ କରି ନେଇଛି।…
ଅଧିକ ଖବର ଦେଖନ୍ତୁ...

ଭସାଣିକୁ ନେଇ ପୁଣି ଗଣ୍ଡଗୋଳ

କଟକ : ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ବ ଭସାଣି ଉତ୍ସବ ଆଜି ଜାକଜମକରେ ଶେଷ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ କିନ୍ତୁ ଗଣ୍ଡଗୋଳକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। କଟକରେ ଆଜି ସଂଧ୍ୟା ସୁଦ୍ଧା ମୋଟ ୧୨୯ଟି ମେଢ କାଠଯୋଡ଼ିର ଦେବୀ ଗଡ଼ା ଗଡ଼ିଛନ୍ତି। କିନ୍ତୁ ଭସାଣି ଶେଷ କରି ଫେରୁଥିବା…
ଅଧିକ ଖବର ଦେଖନ୍ତୁ...

ଆଇଏସ୍‌ର ଦାବି: ଆକ୍ରମଣକାରୀ ଆମର ସୈନିକ

ଲାସ୍‌ ଭେଗାସ୍‌: ଲାସ୍‌୍‌ ଭେଗାସରେ ଗୁଳିବର୍ଷା କରି ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଷ୍ଟିଫେନ୍‌୍‌ ପାଡୋକକୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜ ‘ସୈନିକ’ ବୋଲି ଦାବି କରିଛି। ଆଇଏସ୍‌ ପକ୍ଷରୁ ଅନ୍‌୍‌ଲାଇନ୍‌ ବିବୃତିରେ କୁହାଯାଇଛି ଯେ ଷ୍ଟିଫେନ୍‌୍‌ ପାଡୋକ ଆଇଏସ୍‌ର ଜଣେ ସୈନିକ ଏବଂ ସେ…
ଅଧିକ ଖବର ଦେଖନ୍ତୁ...

ଆକ୍ରମଣକାରୀ ଷ୍ଟିଫେନ୍‌ ପାଡୋକ୍‌୍‌ କିଏ ?

ଲାସ୍‌ ଭେଗାସ୍‌: ଆମେରିକା ଇତିହାସରେ ସବୁଠାରୁ ଭୟାନକ ଗୁଳିକାଣ୍ଡ ଘଟାଇ ପ୍ରାୟ ୫୦ ଲୋକଙ୍କୁ ହତ୍ୟା ଓ ୪୦୦ରୁ ଅଧିକ ଲୋକଙ୍କ ଆହତ କରିଥିବା ଆକ୍ରମଣକାରୀ ଷ୍ଟିଫେନ୍‌ ପାଡୋକ୍‌ ଲାସ୍‌ ଭେଗାସ ବାସିନ୍ଦା ଏବଂ ତା’ର ବୟସ ୬୪ ବର୍ଷ ବୋଲି ଜଣାପଡ଼ିଛି । ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାପରେ…
ଅଧିକ ଖବର ଦେଖନ୍ତୁ...

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ଯଶିପୁର/ପଦ୍ମପୁର : ଯଶିପୁର ଥାନା ଯାମୁକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆମ୍ବଡିହା ଗାଁରେ ଗତରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଗ୍ରାମର ଲାଦୁ ହୋ(୪୫)ଙ୍କୁ ବେକୁ ହାଣି ହତ୍ୟା କରିଛନ୍ତି। ଘରେ ଲାଦୁଙ୍କ ପତ୍ନୀ ପାର୍ବତୀ(୪୦) ଉପସ୍ଥିତ ଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କାର୍‌ କାଚ ଭାଙ୍ଗି ୨ ଲକ୍ଷ ଲୁଟ୍‌

ଭଦ୍ରକ : ଭଦ୍ରକର ବାଇପାସ ଛକ ନିକଟରେ ଥିବା ଅଶୋକା ଲୁଗା ଦୋକାନ ଆଗରୁ ଆଜି ସନ୍ଧ୍ୟାରେ ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। କେହି ଦୁର୍ବୃତ୍ତ କାରର କାଚ ଭାଙ୍ଗି ଏହି ଅର୍ଥ ଲୁଟିନେଇ ପଳାଇଛି। ଅଭିଯୋଗ ମୁତାବକ ଚରମ୍ପାର ପଥରଆଡିର ବାସିନ୍ଦା ଦୁର୍ଗାପ୍ରସାଦ ନାୟକ ନିଜ ଓଡି-୨୨-ଇ-୮୩୮୪ ମାରୁତି କାର…
ଅଧିକ ଖବର ଦେଖନ୍ତୁ...