Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 3, 2017

ପିଏମଏଲଏନ ସଭାପତି ନିର୍ବାଚିତ ହେଲେ ନଓ୍ଵାଜ ସରିଫ

ନୂଆଦିଲ୍ଲୀ : ପାନାମା ପେପର୍ସ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ପାକିସ୍ତାନ ସୁପ୍ରିମ୍‌ କୋର୍ଟ ଅଯୋଗ୍ୟ ଘୋଷଣା କରିବା ସତ୍ତ୍ୱେ ସେ ପିଏମଏଲ (ଏନ) ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ମୁଖ୍ୟ ପଦବି ପାଇଁ ଅନ୍ୟ କୌଣସି ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

 କିରଣ ଶୀର୍ଷରେ, ପଛକୁ ପଛ ସତ୍ୟଶିବ ଓ ମୋନାଲିସା

ଭୁବନେଶ୍ୱର: ସମ୍ବାଦର ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିଡିଆ ଷ୍ଟଡିଜ୍‌, ଭୁବନେଶ୍ୱରର କିରଣ କୁମାର ମହାନ୍ତି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ‘ଗଣତନ୍ତ୍ରରେ ମାଟି ନୁହେଁ, ପାର୍ଟି ବଡ଼’ ଶୀର୍ଷକ ବିଷୟ ବସ୍ତୁ ଉପରେ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ’ ପକ୍ଷରୁ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା: ‘ପାର୍ଟି ନୁହେଁ, ମାଟି ଆଗ’

ଭୁବନେଶ୍ୱର: ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ପାର୍ଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ରାଜନେତାମାନେ ପାର୍ଟି ଅପେକ୍ଷା ମାଟିକୁ ଅଧିକ ଗୁରୁତ୍ୱ ଦେବା ଦରକାର। କାରଣ ମାଟି ଅଛି ବୋଲି ପାର୍ଟି ଗଠନ ହୋଇଛି। ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ମାଟି ପାଇଁ…
ଅଧିକ ଖବର ଦେଖନ୍ତୁ...

ଲାସ୍‌ ଭେଗାସ୍‌ ସ୍ତବ୍ଧ, ହତ୍ୟକାରୀର ଉଦ୍ଦେଶ୍ୟ ଜଣାପଡ଼ୁନି

ଲାସ୍‌ ଭେଗାସ  : ଲାସ୍‌ ଭେଗାସରେ ଗତକାଲି ଘଟିଥିବା ଆମେରିକା ଇତିହାସର ସବୁଠାରୁ ଭୟାନକ ଗୁଳିକାଣ୍ଡରେ ସହରବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଗୁଳିମାଡ଼ରେ ମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଥିବା ବେଳେ  ଆକ୍ରମଣକାରୀ  ଷ୍ଟିଫେନ୍‌ ପାଡୋକ୍‌ କେଉଁ ଉଦ୍ଦେଶ୍ୟରେ ଏତେବଡ଼ ଗଣସଂହାର ଘଟାଇଲା ତାହାର କାରଣ…
ଅଧିକ ଖବର ଦେଖନ୍ତୁ...

କମିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ମୂଲ୍ୟ ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ସରକାର ଆଜି ବାଧ୍ୟ ହୋଇ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ଲିଟର ପିଛା ୨ ଟଙ୍କା ହ୍ରାସ…
ଅଧିକ ଖବର ଦେଖନ୍ତୁ...

ଆସୁଛି ଘୂର୍ଣ୍ଣିବଳୟ, ଲଘୁଚାପ ସମ୍ଭାବନା: ୭ରୁ ୯ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ୭ ତାରିଖ ବେଳକୁ ଓଡ଼ିଶା ଉପକୂଳକୁ ପହଞ୍ଚିପାରେ ଘୂର୍ଣ୍ଣିବଳୟ। ଏହା ଲଘୁଚାପର ରୂପ ନେବାର ସମ୍ଭାବନା ଅଧିକ। ଏହାର ପ୍ରଭାବରେ ଆସନ୍ତା ୭ରୁ ୯ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଅନ୍ୟ ସ୍ଥାନଗୁଡ଼ିକରେ ବି ବର୍ଷିବ। ପରେ ବର୍ଷାର ପରିମାଣ…
ଅଧିକ ଖବର ଦେଖନ୍ତୁ...

‘କନକ ନ୍ୟୁଜ୍‌’ ବିତର୍କରେ ତିନି ବରିଷ୍ଠ ନେତାଙ୍କ ମତ: ମୁଖ୍ୟମନ୍ତ୍ରୀ ହେବାକୁ ସମସ୍ତେ ଅରାଜି

ଭୁବନେଶ୍ୱର: ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଓଡ଼ିଶା ପାଇଁ କ’ଣ ସ୍ୱପ୍ନ ଦେଖିବେ? ଏହି ପ୍ରଶ୍ନ ପଚରା ଯାଇଥିଲା ଓଡ଼ିଶାର ତିନିଟି ପ୍ରମୁଖ ଦଳର ପ୍ରମୁଖ ରାଜନେତା କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ।…
ଅଧିକ ଖବର ଦେଖନ୍ତୁ...

ସୁକିଙ୍କ ଅକ୍ସଫୋର୍ଡ ସମ୍ମାନ ଫେରାଇ ନିଆଗଲା

ଲଣ୍ଡନ: ମିଆଁମାର୍‌ ନେତ୍ରୀ ଅଙ୍ଗସାନ ସୁକିଙ୍କୁ ୧୯୯୭ ମସିହାରେ ଦିଆଯାଇଥିବା ‘ଫ୍ରିଡମ୍‌ ଅଫ୍‌ ଅକ୍ସଫୋର୍ଡ’ ସମ୍ମାନ ଫେରାଇ ନିଆଯାଇଛି। ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମାମଲାରେ ସୁକି ସମୁଚିତ ପଦକ୍ଷେପ ଗ୍ରହଣ କରିନଥିବା ଏବଂ ଏଥିରେ ପକ୍ଷପାତ ନୀତି ଧରିଥିବାରୁ ଏହି ସମ୍ମାନ ଫେରାଇ ନିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ୨ ନାବାଳକ ମୃତ

କାଲିମେଳା/ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମରେ ବଜ୍ରପାତରେ ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ୨ଜଣ ହେଲେ କମାରଗୁଡା ଗ୍ରାମର ଦେବା କାରାମଙ୍କ ୧୨ ବର୍ଷର ପୁଅ ବାସୁ କାରାମ ଓ ନାକା ଚିନାୟାଙ୍କ ୧୧ବର୍ଷର ପୁଅ ନାକା ରାହୁଲ। ଆଜି ଅପରାହ୍ନ ୫ଟା…
ଅଧିକ ଖବର ଦେଖନ୍ତୁ...

ପ୍ରଦୀପ ସେଠୀଙ୍କ ଆଉ ୧୨.୬୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଠକେଇ ମାମଲାର ତଦନ୍ତ କରୁଥିବା ପ୍ରବର୍ତନ ନିର୍ଦେଶାଳୟ(ଇଡି) ଆଜି ଅର୍ଥତତ୍ତ୍ୱର ପରିଚାଳନା ନିର୍ଦେଶକ ପ୍ରଦୀପ ସେଠୀଙ୍କର ଆଉ ୧୨.୬୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର ଓ ବାଲେଶ୍ୱରର କେତୋଟି ଜମି ଓ ଫ୍ଲାଟ ରହିଛି।…
ଅଧିକ ଖବର ଦେଖନ୍ତୁ...