Daily Archives

October 3, 2017

ଜେଲ୍‌ ଗଲେ ୬ ଦୁର୍ଦ୍ଦାନ୍ତ ଡକାୟତ

ଯାଜପୁର/ପାଣିକୋଇଲି/ବ୍ୟାସନଗର : ଜେଲ୍‌ ଗଲେ ୩ ଝାଡ଼ଖଣ୍ଡୀ ଅପରାଧୀଙ୍କ ସହ ୬ ଦୁର୍ଦାନ୍ତ ଡକାୟତ। ସେମାନଙ୍କଠାରୁ ଦୁଇଟି କାର୍‌ ଜବତ କରାଯାଇଛି। ପୂର୍ବରୁ ସେମାନଙ୍କଠାରୁ ୬ଟି ଦେଶୀ ବନ୍ଧୁକ, ୭ଟି ମାଗାଜିନ୍‌ ଏବଂ ୮୦ଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା।  ଜେଲ୍‌ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବେରୋଜଗାରରୁ ଆତ୍ମହତ୍ୟା, ଝୁଲନ୍ତା ମୃତଦେହ ଉଦ୍ଧାର

କାଳିଆପାଣି : ସେମାନେ ରତ୍ନଗର୍ଭା ସୁକିନ୍ଦାର ଭୂମିପୁତ୍ର। ସୂର୍ଯ୍ୟବଂଶୀ ଶବର ସମାଜ ଦାୟାଦ। ହେଲେ ଅତିମାତ୍ରାରେ ସରଳ ଓ ନିରୀହ ସ୍ୱଭାବ ପାଇଁ ନିଜ ନିଜର ହକ୍‌ ଜାହିର କରିବାରେ ଅସମର୍ଥ। ଦିନକୁ ଦିନ ଅବହେଳିତ ଭୂମିପୁତ୍ରଙ୍କ ଦୁଃଖ ଦୁର୍ଦ୍ଦଶା ବଢ଼ୁଛି ପଛେ କମିବାର ନାଁ ଧରୁନି। ଆଜି ଏମିତି…
ଅଧିକ ଖବର ଦେଖନ୍ତୁ...

୩ ଆମେରିକୀୟ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ୍‌

ଓ୍ଵାସିଂଟନ: ଆମେରିକୀୟ ବୈଜ୍ଞାନିକ ରିନର୍‌  ବିଜ୍‌ ,  ବେରି ବାରିସ୍‌ ଏବଂ  କିପ୍‌ ଥୋର୍ନଙ୍କୁ  ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଦିଆଯାଇଛି। ମହାକର୍ଷଣ ତରଙ୍ଗ ଠାବ କରିବାରେ ଏହି ବୈଜ୍ଞାନିକଙ୍କ ଭୂମିକା ପାଇଁ ସେମାନଙ୍କୁ ଚଳିତ ବର୍ଷର ନୋବେଲ ପୁରସ୍କାର ଦିଆଯାଇଥିବା ସ୍ୱିଡେନ  ରୟାଲ…
ଅଧିକ ଖବର ଦେଖନ୍ତୁ...

୧୯୮୭ ଓସିଏସ୍‌ ବିବାଦ ମାମଲା: ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

କଟକ: ୧୯୮୭ ମସିହା ଓଡିଶା ସିଭିଲ ସର୍ଭିସ(ଓସିଏସ) ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ସଂପର୍କିତ ମାମଲାରେ ହାଇକୋର୍ଟ ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ ରହିଛି। ୨୦୧୪, ଜାନୁଆରି ୨୧ ତାରିଖରେ ହାଇକୋର୍ଟ ପ୍ରଦାନ କରିଥିବା ରାୟର ପୁନର୍ବିଚାର ପାଇଁ ସରକାର ରିଭ୍ୟୁ…
ଅଧିକ ଖବର ଦେଖନ୍ତୁ...

ଜାମିନ ପାଇଁ ହାଇକୋର୍ଟରେ ବିଧାୟକ ପ୍ରଭାତ ବିଶ୍ୱାଳ; ଶୁଣାଣି ଆଜି

କଟକ: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶ୍ରୀ ବିଶ୍ୱାଳ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଛନ୍ତି। ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୪ରେ ଶ୍ରୀ ବିଶ୍ୱାଳଙ୍କ ଜାମିନ…
ଅଧିକ ଖବର ଦେଖନ୍ତୁ...

ଏଏସ୍‌ ଆଇ ସହିଦ, ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: କଡ଼ା ସୁରକ୍ଷା ବଳୟରେ ଥିବା ଶ୍ରୀନଗର ବିମାନ ବନ୍ଦର ନିକଟରେ ଅବସ୍ଥିତ ବିଏସ୍‌ ଏଫ୍‌ ଶିବିର ଉପରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଉଦ୍ୟମକୁ ସୁରକ୍ଷା ବାହିନୀ ପଣ୍ଡ କରିଦେଇଛି। ଏଥିରେ ବିଏସ୍‌୍‌ଏଫ୍‌ର ଜଣେ ଏଏସ୍‌ଆଇ ସହିଦ ହୋଇଯାଇଥିବା ବେଳେ  ଆକ୍ରମଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ମହିଳା ଓ ଗରିବମାନେ ସେମାନଙ୍କର ଅଧିକାର ପାଇ ପାରୁ ନାହାନ୍ତି: ପୃଥ୍ଵୀରାଜ

ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ବହୁ ଦିନ ଧରି ଓଡ଼ିଶାରେ ଶାସନ କରିବା ପରେ ମଧ୍ୟ ଲୋକଙ୍କର ସାମାନ୍ୟ ଅସୁବିଧାକୁ ସମାଧାନ କରିପାରି ନାହାନ୍ତି। ରାଜ୍ୟର ଜନତା ପ୍ରବଞ୍ଚନାର ଶିକାର ହେଉଛନ୍ତି। ରାଜନୈତିକ ଛତ୍ରଛାୟା ତଳେ ଅଧିକାରୀମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହୁଛନ୍ତି। ଭାରତୀୟ…
ଅଧିକ ଖବର ଦେଖନ୍ତୁ...