Daily Archives

October 4, 2017

ଦିଲ୍ଲୀରେ ଶ୍ରୀଜଗନ୍ନାଥ ସେବାପୂଜା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଦିଲ୍ଲୀର ତ୍ୟାଗରାଜନଗର ଜଗନ୍ନାଥ ମନ୍ଦିରଠାରେ ପୁରୀର ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ସେବା ପୂଜା ସମ୍ପର୍କିତ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି। ପ୍ରଶିକ୍ଷଣରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳମାନଙ୍କରେ ଥିବା…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରୁ ବର୍ତ୍ତିଲା ସମଲେଶ୍ୱରୀ ଏକ୍ସପ୍ରେସ୍‌ 

ରାୟଗଡ଼ା/କଲ୍ୟାଣସିଂହପୁର : ରେଳ ଧାରଣାରେ ଫାଟ ଯୋଗୁଁ ୨୪ ଘଣ୍ଟା ବ୍ୟବଧାନରେ ବିଶାଖପାଟଣା-କୋର୍ବା ଏକ୍ସପ୍ରେସ୍‌ ଦୁଇ ଥର ଦୁର୍ଘଟଣାରୁ ବର୍ତ୍ତିଥିଲା। ଏହାପରେ ଆଜି କୋରାପୁଟ- ରାୟଗଡ଼ା ରେଳ ଲାଇନ୍‌ରେ ମାଟି ଅତଡ଼ା ଧସିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ହାଓ୍ଵଡା- ଜଗଦଲପୁର ସମଲେଶ୍ୱରୀ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଲଗାଇ ମହିଳାଙ୍କ ବେକରୁ ସୁନାଚେନ୍‌ ଓ ଟଙ୍କା ଲୁଟ୍‌

ସୋର : ମୁଣ୍ଡରେ ବନ୍ଧୁକ ଲଗାଇ ସୋର ଅଞ୍ଚଳରେ ମହିଳାଙ୍କ ବେକରୁ ସୁନାଚେନ୍‌ ଓ ଟଙ୍କା ଳୁଟ୍‌ ହୋଇଛି। ଏ ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ପୁଲିସ ତନାଘନା କରୁଥିଲେ ବି ଲୁଟେରାଙ୍କ ପତ୍ତା ପାଇବାରେ ସଫଳ ହୋଇନାହିଁ। ସୂଚନା ଅନୁସାରେ, ଆଜି ସଂଧ୍ୟା ୭ଟା ବେଳେ ପାଞ୍ଚନମ୍ବର ଜାତୀୟ ରାଜପଥ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ପରେ ସ୍ତ୍ରୀଙ୍କ ଜୀବନ ନେଲା ବଜ୍ରପାତ

ଟାଙ୍ଗୀ : ଠିକ୍‌ ୧୫ବର୍ଷ ତଳେ ବିଲରେ କାମ କରୁଥିବାବେଳେ ବଜ୍ରପାତ ନେଇଥିଲା ସ୍ୱାମୀଙ୍କ ଜୀବନ । ୧୫ ବର୍ଷ ପରେ ସମାନ ଢଙ୍ଗରେ ବଜ୍ରପାତରେ ଯାଇଛି ସ୍ତ୍ରୀର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପନା ପଞ୍ଚାୟତର ତୋଟାସାହି ଗ୍ରାମରେ । ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

କୋର୍ଟରେ କାନ୍ଦିଲେ ହନିପ୍ରୀତ

ଚଣ୍ଡିଗଡ଼: ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ୍‌ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନ୍‌୍‌ସାନଙ୍କୁ ଗିରଫ ହେବାର ଗୋଟିଏ ଦିନ ପରେ ଆଜି ପଞ୍ଚକୁଳା ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟରେ ମଧ୍ୟ ହନିପ୍ରୀତିଙ୍କୁ ଆଜି ନିସ୍ତାର ମିଳିନାହିଁ।   …
ଅଧିକ ଖବର ଦେଖନ୍ତୁ...

ମେଳାରୁ ଟେକିନେଇ ମହିଳାଙ୍କୁ ଦୁଷ୍କର୍ମ!

ଭୋଗରାଇ : ଆଜି ବି ଗାଁରେ ମହାଜନ ପ୍ରଥା ବଂଚିଛି! ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଆହୁରି ମଧ୍ୟ ମହାଜନ ପ୍ରଥା ଖାଲି ଅର୍ଥ ନେଣଦେଣ ଭିତରେ ସୀମିତ ହୋଇ ରହିନାହିଁ। ଏହା ନିର୍ଯାତନା ଓ ଦୁଷ୍କର୍ମ ଭଳି ଘୃଣ୍ୟ ପରମ୍ପରା ଭିତରେ କେଉଁଠି ନା କେଉଁଠି ଓ କେମିତି ନା କେମିତି ଯେ ବଂଚିଛି, ତା’ର ଉଦାହରଣ…
ଅଧିକ ଖବର ଦେଖନ୍ତୁ...

ଖାଉଟିଙ୍କୁ ଜିଏସଟି ଲାଭ ସୁନିଶ୍ଚିତ କରାଅ

ନୂଆଦିଲ୍ଲୀ : ଜିଏସଟିର ଲାଭ ଯେଭଳି ଉପଭୋକ୍ତାମାନଙ୍କୁ ମିଳିପାରିବ ତାହା ସୁନିଶ୍ଚିତ କରିବାପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବସ୍ତୁ ଗୁଡ଼ିକର ଦର ଜିଏସଟି ଲାଗୁ ହେବାପରେ ହ୍ରାସ ପାଇଛି ତା’ର ଲାଭ ଯେପରି ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ଭାରତ ସହ ୪.୫ ବିଲିୟନ ଡଲାର ଋଣ ଚୁକ୍ତି ସ୍ୱାକ୍ଷର କଲା ବାଂଲାଦେଶ

ନୂଆଦିଲ୍ଲୀ : ବାଂଲାଦେଶ  ଭାରତ ସହ ୪.୫ ବିଲିୟନ ଡଲାରର ଋଣ ଚୁକ୍ତି ସ୍ୱାକ୍ଷର କରିଛି। ବାଂଲାଦେଶ ଏହାର ନିର୍ମାଣ କାର୍ଯ୍ୟ ଏବଂ ସାମାଜିକ କ୍ଷେତ୍ରର ବିକାଶ ପାଇଁ ଭାରତ ସହ ୪.୫ ବିଲିୟନ ଡଲାରର ତୃତୀୟ ଲାଇନ୍‌ ଅଫ କ୍ରେଡିଟ୍‌ (ଏଲଓସି) ଚୁକ୍ତି ସ୍ୱାକ୍ଷର କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ୨ ମହିଳାଙ୍କ ସମେତ ୫ ଗୁରୁତର

ତିହିଡ଼ିି : ତିହଡ଼ି ଥାନା ଅନ୍ତର୍ଗତ କୋହ୍ଲ ଓ ଫତେପୁର ଛକ ନିକଟରେ ଦିନ ୧୧ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ମ୍ୟାଜିକ୍‌ରେ ଥିବା ନନ୍ଦପୁର ଅଞ୍ଚଳର ତୈରୁନ ବିବି(୨୫), ହାଲିମା ବିବି(୫୦), ବାଇକ୍‌ ଆରୋହୀ…
ଅଧିକ ଖବର ଦେଖନ୍ତୁ...

ରଶ୍ମିରଂଜନଙ୍କ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରେମିକ ସମେତ ୫ ଗିରଫ

ଛେଣ୍ଡିପଦା : ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମର ରଶ୍ମିରଂଜନ ପ୍ରଧାନଙ୍କ ହତ୍ୟା ଘଟଣା ଉପରୁ ପରଦା ହଟିଛି। ପୁଲିସ ଆଜି ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପୁରୁଣାଗଡ଼ ଗାଁର ପଞ୍ଚୁ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା(୨୯), ଅନିରୁଦ୍ଧ ବେହେରାଙ୍କ…
ଅଧିକ ଖବର ଦେଖନ୍ତୁ...