Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 5, 2017

ବନ୍ଦ ହେଲା କଲ୍‌ମାର ୨୦ଟି ଗେଟ୍‌ 

ସମ୍ବଲପୁର : ଗୁରୁବାର ଛତିଶଗଡ଼ ସରକାର ମହାନଦୀ ଉପରେ ନର୍ମିତ କଲ୍‌ମା ବ୍ୟାରେଜର ୨୦ଟି ଗେଟ୍‌ ବନ୍ଦ କରି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏତିକି ଗେଟ୍‌ ବନ୍ଦ କରିଥିବା ବେଳେ ଆଗକୁ ଆହୁରି ଗେଟ୍‌ ବନ୍ଦ କରାଯିବ। ମହାନଦୀରେ ଜଳପ୍ରବେଶ ହ୍ରାସ ପାଇବା କାରଣରୁ କଲ୍‌ମାର ଗେଟ୍‌ ବନ୍ଦ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଗହୀରମଥାରୁ ୩ ଟ୍ରଲର ଜବତ, ୧୬ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନାସୀ ନିକଟରେ ବେଆଇନ୍‌ ଭାବେ ମାଛ ମାରୁଥିବା ବେଳେ ବନବିଭାଗ ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ଟି ଟ୍ରଲର୍‌ ଜବତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବାଲେଶ୍ୱର କଷାଫଳ…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ୧ରୁ ଖୋଲିବ ଶିମିଳିପାଳ

ବାରିପଦା : ନଭେମ୍ବର ମାସ ୧ ତାରିଖଠାରୁ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶପଥ ଯଶିପୁର ପଟେ କାଳିଆଣି ତନଖି ଫାଟକ ଏବଂ ବାରିପଦରୁ ଲୁଲୁଙ୍ଗ ପଟେ…
ଅଧିକ ଖବର ଦେଖନ୍ତୁ...

ରୁଲ୍‌ ୨୭ ଉଲ୍ଲଂଘନ ମାମଲାର ଶୁଣାଣି ଅକ୍ଟୋବର ୨୪ରେ

ନୂଆଦିଲ୍ଲୀ : ଓଡ଼ିଶାର ବେଆଇନ ଖଣି ଖନନ ମାମଲାରେ ରୁଲ୍‌ ୩୭ ଉଲ୍ଲଂଘନ ସମ୍ପର୍କୀତ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବାପାଇଁ ଏକ ନିରପେକ୍ଷ କମିଟି ଗଠନ ସମ୍ପର୍କରେ ଶୁଣାଣି ଚଳିତ ମାସ ୨୪ ତାରିଖରେ ହେବ। ଅଗଷ୍ଟ ୨ ତାରିଖରେ ସୁପ୍ରିମକୋର୍ଟ ଓଡ଼ିଶା ଖଣି ଦୁର୍ନୀତି ରାୟ ପ୍ରକାଶ କରି କହିଥିଲେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ସ୍କୁଲ୍‌ ଟଏଲେଟ୍‌ରେ ୬ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ର‍୍ୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଘଟଣା ସାରା ଦେଶରେ ତମ୍ବିତୋଫାନ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ଜଘନ୍ୟ କାଣ୍ଡ ଦିଲ୍ଲୀରେ ଆଲୋଡ଼ନ ସୃଷ୍ଟି କରିଛି। ର‍୍ୟାନ୍‌ ଘଟଣାପରେ ଅନ୍ୟ ସ୍କୁଲ୍‌ ଗୁଡ଼ିକର ସୁରକ୍ଷା ସ୍ଥିତି ମଧ୍ୟ କେତେ ବିପଜ୍ଜନକ…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ମଦ ପିଇ ବାପ-ପୁଅ ମୃତ ଅଭିଯୋଗ

କର୍ଲାମୁଣ୍ଡା/ ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ରିଷିଡ଼ା ଫାଣ୍ଡି ପିରୁଲମାଲ ଗାଁରେ ବିଷାକ୍ତ ମଦପିଇ ବାପା ଧନସାଏ ପାତ୍ର (୭୨) ଓ ପୁଅ ଭୋଜରାଜ ପାତ୍ର (୪୨)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମଦରେ ବିଷ ଦେଇ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ହୋଟେଲ ଦୁର୍ନୀତି ମାମଲା: ସିବିଆଇରେ ହାଜର ହେଲେ ଲାଲୁ

ନୂଆଦିଲ୍ଲୀ : ଆଇଆରସିଟିସି ହୋଟେଲ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ସିବିଆଇ ମୁଖ୍ୟାଳୟରେ ହାଜର ହୋଇଛନ୍ତି। ସିବିଆଇ ପକ୍ଷରୁ ଅନେକ ଥର ସମନ୍‌ ଜାରିହେବାପରେ ଆଜି ଲାଲୁ ହୋଟେଲ ଦୁର୍ନୀତି ମାମଲାର ପଚରାଉଚୁରା ପ୍ରକ୍ରିୟାରେ ସାମିିଲ ହେବାପାଇଁ ସିବିଆଇରେ ହାଜର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ପୁଲିସ ଇନ୍ସପେକ୍ଟରଙ୍କ ଚେୟାରରେ ରାଧେ ମା’

ନୂଆଦିଲ୍ଲୀ: ଆତ୍ମଘୋଷିତ ମାତାଜୀ ରାଧେ ମା’ଙ୍କୁ ଦିଲ୍ଲୀର ଏକ ପୁଲିସ ଷ୍ଟେସନ୍‌ରେ ଇନ୍‌୍‌ସପେକ୍ଟରଙ୍କ ଚେୟାରରେ ବସିଥିବା ଫଟୋ ପ୍ରକାଶ ହେବାପରେ ଦିଲ୍ଲୀ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀର ବିବେକ ବିହାର ପୁଲିସ ଷ୍ଟେସନ୍‌ରେ ରାଧେ ମା’ ଇନ୍ସପେକ୍ଟରଙ୍କ ଚେୟାରରେ ବସିଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ସପା ଜାତୀୟ ଅଧିବେଶନ ଅଖିଳେଶ ଅଧ୍ୟକ୍ଷ ନିର୍ବାଚିତ: ମୁଲାୟମ, ଶିବପାଲ ଅନୁପସ୍ଥିତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇ ନିଜର ସ୍ଥିତିକୁ ଅଧିକ ସୁଦୃଢ କରିଛନ୍ତି। ଆଗ୍ରାରେ ଦଳର ଜାତୀୟ ସମ୍ମିଳନୀରେ ବରିଷ୍ଠ ଏସପି ନେତା ରାମ ଗୋପାଳ ଯାଦବ ଅଖିଳେଶ ପୁନଃନିର୍ବାଚିତ…
ଅଧିକ ଖବର ଦେଖନ୍ତୁ...

ରାଜାବଗିଚା ପାଲଟିଲା ରଣକ୍ଷେତ୍ର

କଟକ : କଟକ ରାଜାବଗିଚା ଆଜି ଚାରି ଘଣ୍ଟା କାଳ ରଣକ୍ଷେତ୍ର ପାଲଟିଥିଲା । ନାୟକ ସାହିର ଜଣେ ବୃଦ୍ଧଙ୍କୁ ସର୍ବୋଦୟପୁରର ଜଣେ ଯୁବକ ସ୍କୁଟିରେ ଧକ୍କା ଦେବା ଘଟଣାକୁ ନେଇ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା। ଉଭୟ ନାୟକ ସାହି ଓ ସର୍ବୋଦୟପୁର ମଧ୍ୟରେ ଢେଲା, ମଦ ବୋତଲ ଫିଙ୍ଗା ହୋଇଥିଲା ।…
ଅଧିକ ଖବର ଦେଖନ୍ତୁ...