Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 6, 2017

ଶ୍ୟାମସୁନ୍ଦରଙ୍କୁ କାନ୍ଧେଇ ବୁଲୁଛନ୍ତି ପତ୍ନୀ

କୋରାପୁଟ : ଆରପିଏଫ୍‌ କର୍ମଚାରୀ ବାଡେଇ ଦୁଇ ଗୋଡ ଭାଙ୍ଗିଦେଲେ। ବିନା ଦୋଷରେ ପଙ୍ଗୁ ବନିଗଲେ। ଏହି କଥା କାହା ଆଗରେ କହିବା ପାଇଁ ଯିବାକୁ ମଧ୍ୟ ସେ ଅସମର୍ଥ। ଏହି ସମୟରେ ସାହାରା ପାଲଟିଛି ପତ୍ନୀଙ୍କ କାନ୍ଧ। ପତ୍ନୀଙ୍କ କାନ୍ଧରେ ବସି ନ୍ୟାୟର ଲଢେଇ ପାଇଁ ଆଗକୁ ବାହାରିଛନ୍ତି ଶ୍ୟାମ ସୁନ୍ଦର।…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ‘ନେଟ୍‌’ ଝଡ଼ ଆତଙ୍କ: ୨୨ ମୃତ

ନୂଆଦିଲ୍ଲୀ : ଭୟଙ୍କର ଝଡ଼ ନେଟ୍‌ କେନ୍ଦ୍ରିୟ ଆମେରିକାରେ ଆତଙ୍କ ସୃଷ୍ଟି କରିଛି। ନେଟ୍‌ ହେତୁ କେନ୍ଦ୍ର ଆମେରିକାରେ ପ୍ରବଳ ବର୍ଷା ସାଙ୍ଗକୁ ଭୁସ୍ଖଳନ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କୋଷ୍ଟା ରିକା, ନିକାରାଗୁଆ ଏବଂ ହୋଣ୍ଡୁରାସରେ ୨୨ଜଣଙ୍କର ମୃତ୍ୟୁ ହୋଇଛି। କୋଷ୍ଟାରିକାରେ ୮ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡ଼ୁ ରାଜ୍ୟପାଳ ଭାବେ ଶପଥ ନେଲେ ବନଓ୍ଵରିଲାଲ୍‌

ନୂଆଦିଲ୍ଲୀ : ବନଓ୍ଵରିଲାଲ ପୁରୋହିତ ଆଜି ତାମିଲନାଡ଼ୁର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଚେନ୍ନାଇର ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ପୁରୋହିତଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଏଡାପଡି ପଲାନିସାମି ଏବଂ…
ଅଧିକ ଖବର ଦେଖନ୍ତୁ...

ଗୌରୀ ଲଙ୍କେଶ ହତ୍ୟାକାଣ୍ଡ: ୫ ମୁଖ୍ୟ ଅଭିଯୁକ୍ତ ସନାତନ ସଂସ୍ଥା ସହ ଜଡ଼ିତ

ବେଙ୍ଗାଲୁରୁ : ଦକ୍ଷିଣ ପନ୍ଥୀ ସନାତନ ସଂସ୍ଥା ଅନୁଷ୍ଠାନ ସହ ଜଡ଼ିତ ଥିବା ୫ ଜଣ ସଦସ୍ୟ ସାମ୍ବାଦିକା ଏବଂ ସାମାଜିକ କର୍ମୀ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାଯାଇଛି । ଗୌରୀଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ପଞ୍ଚକୁଳା ହିଂସା ପାଇଁ ହନିପ୍ରୀତ ଦେଇଥିଲେ ୧.୨୫ କୋଟି

ଚଣ୍ଡୀଗଡ଼: ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ ଗିରଫ ହେବାପରେ ଏବେ ୬ ଦିନିଆ ପୁଲିସ ରିମାଣ୍ଡରେ ଅଛନ୍ତି। ତେବେ ହନିପ୍ରୀତଙ୍କୁ ରିମାଣ୍ଡରେ ନେବାର ଗୋଟିଏ ଦିନ ପରେ ପଞ୍ଚକୁଳା ପୁଲିସ ଦାବି କରିଛି ଯେ ପଞ୍ଚକୁଳା ହିଂସାକାଣ୍ଡର ସେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୀଳଗିରି : ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ନୀଳଗିରି ଥାନାରେ ପହଞ୍ଚିଛି। ଏମିତି କାଣ୍ଡ ଭିଆଇଥିବା ଶ୍ରୀପତିପୁର ଗାଁର ଜଣେ ଯୁବକ ବିରୋଧରେ ଅଭିଯୋଗ କରି ନାବାଳିକାଙ୍କ ପରିବାର ନ୍ୟାୟ ପ୍ରାର୍ଥନା କରିଛନ୍ତି। ଘଟଣା ନେଇ ପୁଲିସ ତଦନ୍ତ ଜାରି ରହିଛି…
ଅଧିକ ଖବର ଦେଖନ୍ତୁ...

ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ବାୟୁସେନା ଅଧିକାରୀ ସମେତ ୭ ମୃତ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଦୁର୍ଗମ ପାହାଡ଼ୀ ଅଞ୍ଚଳକୁ ଅତ୍ୟାବଶ୍ୟକ କିରାସିନି ନେଇ ଯାଉଥିବା ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ଏକ ହେଲିକପ୍ଟର ଆଜି ତାଓ୍ଵଙ୍ଗ ନିକଟରେ ଆଜି ଜଳିଯାଇଛି। ଏଥିରେ ଥିବା ସମସ୍ତ ୫ ଜଣ ବାୟୁସେନା ଅଧିକାରୀ ଏବଂ ଦୁଇ ଜଣ ସ୍ଥଳ ସେନା ଅଧିକାରୀଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ପରମାଣୁ ଅସ୍ତ୍ର ବିଲୋପ ପ୍ରଚାରର ଅଗ୍ରଦୂତ ‘ଆଇସିଏଏନ୍‌’

ଜେନେଭା: ସମ୍ପ୍ରତ ମାନବ ଜାତି ପାଇଁ ସବୁଠୁ ଘାତକ ତଥା ଗଣ ସଂହାରକ ଭାବେ ଉଭା ହୋଇଥିବା ପରମାଣୁ ଅସ୍ତ୍ରର ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ବିଶ୍ୱବ୍ୟାପୀ କାର୍ଯ୍ୟ କରୁଥିବା ସାମୂହିକ ସଂଗଠନ ଆଇସିଏଏନ୍‌ ଚଳିତବର୍ଷ ପାଇଁ ନୋବେଲ ଶାନ୍ତି ସମ୍ମାନ ହାସଲ କରିଛି। ତେବେ ବର୍ତ୍ତମାନ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର/ଝରାଡ଼ିହି : ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାରର ମଦ ବ୍ୟବସାୟୀ ବିକାଶ କୁମାର ସାହୁଙ୍କ ସ୍ତ୍ରୀ ରଶ୍ମିରେଖା(୪୦)। ଗୁରୁବାର ରାତିରେ ରଶ୍ମିରେଖାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ବହଳଦା…
ଅଧିକ ଖବର ଦେଖନ୍ତୁ...

ଅରୁଣାଚଳରେ ଏତେ ହେଲିକପ୍‌୍‌ଟର ଦୁର୍ଘଟଣା କାହିଁକି ?

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ତୁହାକୁ ତୁହା ହେଲିକପ୍‌୍‌ଟର ଦୁର୍ଘଟଣା ବାୟୁସେନାର ଚିନ୍ତା ବଢ଼ାଇ ଦେଇଛି। ଏହି ଅଂଚଳର ଭୌଗଳିକ ସ୍ଥିତି ଏବଂ ପ୍ରତିକୂଳ ଜଳବାୟୁ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହି ଅଂଚଳରେ ପାହାଡ଼ଗୁଡ଼ିକର ଉଚ୍ଚତା ଯଥେଷ୍ଟ  ଅଧିକ ଓ ଅସମତଳ ଥିବାରୁ ବାୟୁ ପ୍ରବାହର…
ଅଧିକ ଖବର ଦେଖନ୍ତୁ...