Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 7, 2017

୨ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୫ ଗୁରୁତର

ମାଲକାନଗିରି : ମାଲକାନଗିରି ନିକଟସ୍ଥ ଗନ୍ଦିପାଲୀ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଚାଲାଣଗୁଡା ପଟରୁ ମାଲକାନଗିରି ଅଭିମୁଖେ ଆସୁଥିବା ହିରୋହୁଣ୍ଡା ବାଇକ ସହ ମାଲକାନଗିରିରୁ ସୁକମା ଯାଉଥିବା ଆଉ…
ଅଧିକ ଖବର ଦେଖନ୍ତୁ...

ଆରପାରିରେ ଫିଲ୍ମନିର୍ମାତା କୁନ୍ଦନ ଶାହ

ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ କୁନ୍ଦନ ଶାହଙ୍କର ଆଜି ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଡାର୍କ କମେଡି ‘ଜାନେ ଭି ଦୋ ୟାରୋ’ ପାଇଁ ବେଶ୍‌ ଜଣାଶୁଣା କୁନ୍ଦନଙ୍କର ଆଜି ସକାଳେ ତାଙ୍କ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ୧୯୪୭ ଅକ୍ଟୋବର ୧୯ରେ ଜନ୍ମ ହୋଇଥିବା ଶାହ…
ଅଧିକ ଖବର ଦେଖନ୍ତୁ...

ଜିହାଦୀଙ୍କ ଉପରେ ସିରିଆ ବାୟୁସେନା ଆକ୍ରମଣ

ନୂଆଦିଲ୍ଲୀ :ଉତ୍ତର ପଶ୍ଚିମ ସିରିଆ ଅନ୍ତର୍ଗତ ଇଦ୍‌ଲିବ ପ୍ରଦେଶର ଜିହାଦୀ କବଳିତ ଖାଁ ଶେଖୁନ୍‌ ସହରରେ ସିରିଆ ବାୟୁସେନା ଆକ୍ରମଣରେ ୧୩ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାର ଆକ୍ରମଣ ହେତୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସିରିଆ ମାନବାଧିକାରର ମୁଖ୍ୟ (ଅବଜରବେଟୋରି) ରାମି ଅବଦେଲ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ପୋଷ୍ଟରରେ ଆନ୍ଧ୍ର ଜମି ମାଫିଆଙ୍କୁ ଧମକ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସମ୍ମୁଖ କାନ୍ଥରେ ନକ୍ସଲ ନାଁରେ ଲାଗିଥିବା ଏକ ପୋଷ୍ଟରକୁ ନନ୍ଦପୁର ପୁଲିସ ଜବତ କରିଛି। ଏହି ପୋଷ୍ଟରରେ ସିପିଆଇ ମାଓବାଦୀ ଉଲ୍ଲେଖ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର କିଛି ଜମି ମାଫିଆ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ପରିବାରର ୪ ମହିଳାଙ୍କ ସମେତ ୫ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଶାହଦରାର ଏମଏସ ପାର୍କ ଅଞ୍ଚଳରେ ଆଜି ଗୋଟିଏ ପରିବାରରେ ୪ମହିଳାଙ୍କ ସହ ଜଣେ ସୁରକ୍ଷା କର୍ମୀଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ୬୫ ବର୍ଷୀୟା ଉର୍ମିଳା ଯାଦବ ଏବଂ ତାଙ୍କ ୩ ଝିଅ ସଙ୍ଗୀତା ଗୂପ୍ତା(୫୬), ନୁପୁର ଜିନ୍ଦଲ(୪୮) ଏବଂ ଅଞ୍ଜଳି ଜିନ୍ଦଲ(୩୮) ଏବଂ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଜବତ,୨ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପୋଲିସ ଆଜି ଗଂଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ବାରୋକଣ୍ଡା ଗ୍ରାମରୁ ଅବଦୁଲ ରେହମାନ ଏବଂ ସୁବାର ଟାନେ ନାମକ ଦୁଇଜଣ ଏକ ବସ୍ତାରେ ଗଂଜେଇ ନେଇ ଚାଲି ଚାଲି ବଡପଦର ପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...

ପୁଅ ବେକରେ ଛୁରି ଲଗାଇ ମହିଳାଙ୍କୁ ଗଣଦୁଷ୍କର୍ମ

ମୁଜାଫରନଗର : ଉତ୍ତରପ୍ରଦେଶରେ ଜଣେ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳାଙ୍କ ୩ମାସର ପୁଅ ବେକରେ ଛୁରି ଲଗାଇ ତାଙ୍କ ସ୍ୱାମୀଙ୍କ ସମ୍ମୁଖରେ ତାଙ୍କୁ ୪ ଜଣ ଦୁଷ୍କର୍ମ କରିଛନ୍ତି। ଭୋପାଳ ପୁଲିସ ସୁତ୍ରରୁ ପ୍ରକାଶ ଯେ ପୀଡିତା ଏବଂ ତାଙ୍କ ସ୍ୱାମୀ ମୁଜାଫରନଗର ନିକଟସ୍ଥ ବେସେରା…
ଅଧିକ ଖବର ଦେଖନ୍ତୁ...

କାଲିମେଳାରେ ମାଓ ବର୍ବରତା : ପ୍ରଜାକୋର୍ଟରେ ଗାଁ ମୁଖିଆଙ୍କୁ ହତ୍ୟା

କାଲିମେଳା : ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ। ବଡ଼ିଗେଟା ପଞ୍ଚାୟତର କୁରୁବୁ ଗ୍ରାମର ମୁଖିଆ ଡମ୍ବରୁ ନାୟକଙ୍କୁ ଘରୁ ଟେକି ନେଇ ପ୍ରଜାକୋର୍ଟରେ ପଥର ଓ ଠେଙ୍ଗାରେ ମାଡ଼ମାରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତି ପ୍ରାୟ ୧୨ଟାରେ ମାଓବାଦୀ ଏହି…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ଦୁଇଦିନିଆ ଗୁଜରାଟ ଗସ୍ତ: ନିର୍ବାଚନ ପୂର୍ବରୁ ୮,୩୦୦ କୋଟିର ଶିଳାନ୍ୟାସ

ଅହମଦାବାଦ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ରାଜ୍ୟର ୫ଟି ସ୍ଥାନରେ ପାଖାପାଖି ୮,୩୦୦କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାଯାଇଛି। ଆଜି ଦ୍ୱାରକା ସହର ସ୍ଥିତ ଦ୍ୱାରକାଧୀଶ ମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ବେଣୀ କାଟିଦେବା ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ଶ୍ରୀନଗର : କଶ୍ମୀର ଉପତ୍ୟକାରେ ଜଣେ ମହିଳାଙ୍କ ବେଣୀ କାଟିଦେଇଥିବା ଅଭିଯୋଗରେ ଗତରାତିରେ ଅନନ୍ତନାଗ ଜିଲ୍ଲାର ଦାନ୍ତେର ଗାଁରେ ୭୦ ବର୍ଷୀୟା ଅବଦୁଲ୍‌ସଲାମ ଓ୍ଵାନିଙ୍କୁ ଜଣେ ଯିୁବକ ପଥର ଫିଙ୍ଗି ହତ୍ୟା କରିବା ଘଟଣା ଆଲୋଡ଼ନ ଆଣିଛି। କିଛି ଦିନ ହେଲା ଏହି ଅଞ୍ଚଳରେ କେହି ଅଜଣା ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...