Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 8, 2017

ଧରାପଡ଼ିଲା ୩୦ ଲକ୍ଷ ଟଙ୍କାର ସ୍କାର୍ପ୍‌

ଯାଜପୁର/ପାଣିକୋଇଲି : ସ୍ୱତନ୍ତ୍ର ସ୍କ୍ଵାଡ୍‌ ଚଢ଼ଉ କରି ୩୦ ଲକ୍ଷ ଟଙ୍କାର ସ୍କାର୍ପ ଜବତ କରିଛି। ସ୍କାର୍ପ ନେଇ ଯାଉଥିବା ଟ୍ରକ୍‌ ସହ ଦୁଇଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ତେବେ ୩ ଲକ୍ଷ ଟଙ୍କା ନେଇ ପାଣିକୋଇଲି ପୁଲିସ ଟ୍ରକ୍‌କୁ ଖସାଇ ଦେବା ପାଇଁ ଚଳାଇଥିବା ମୂଲଚାଲ ଫସର ଫାଟି…
ଅଧିକ ଖବର ଦେଖନ୍ତୁ...

ଆମ୍ରି ହସ୍ପିଟାଲରେ ଏମ୍‌ପି ରାମଚନ୍ଦ୍ର ହାଁସ୍‌ଦା

ଖଣ୍ଡଗିରି : ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଥିବା ମୟୂରଭଂଜ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସ୍‌ଦା ଏବେ ଆମ୍ରି ହସ୍ପିଟାଲରେ ଭର୍ତି ହୋଇଛନ୍ତି। ତାଙ୍କ ମେରୁଦଣ୍ଡରେ ଅସ୍ତ୍ରପୋଚାର କରାଯାଇଥିବା ସୂଚନା ମିଳିଛି। ଅସ୍ତ୍ରପୋଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍‌ ଧକ୍କା, ୨ ମୃତ

ବେଲଗୁଣ୍ଠା : ଗାଙ୍ଗପୁର ଥାନା କଣ୍ଟେଇପଲୀ ନିକଟ ଦୁବଲୁଣ୍ଡା ବାହାଡ଼ା ବାଙ୍କ ରାସ୍ତାରେ ଆଜି ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଗାଙ୍ଗପୁର ଥାନା ସାନବୋରସିଙ୍ଗି ଗ୍ରାମର ଭାସ୍କର ସ୍ୱାଇଁ ଓରଫ…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହଙ୍କ ପୁୁଅ କମ୍ପାନିର ୧୬୦୦୦ ଗୁଣା କାରବାର

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି  ପ୍ରଧାନମନ୍ତ୍ରୀ ହେବା ପରେ ଏବଂ ଅମିତ ଶାହ ଦଳର ଅଧ୍ୟକ୍ଷ ପଦରେ ନିଯୁକ୍ତ ହେବା ପରେ ଅମିତଙ୍କ ପୁଅ ଜୟ ଅମିତଭାଇ ଶାହଙ୍କ କମ୍ପାନିର ସମ୍ପତ୍ତି କଳ୍ପନାତୀତ ଭାବେ ବୃଦ୍ଧି ହୋଇଛି। ୨୦୧୪-୧୫ରେ ଜୟଙ୍କ କମ୍ପାନି ଟେମ୍ପଲ୍‌ ଏଣ୍ଟରପ୍ରାଇଜ୍‌ ପ୍ରା. ଲି. ମାତ୍ର ୫୦…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ଯୁବକକୁ ପିଟି ପିଟି ମାରିଦେଲେ

ମା, ପୁଅ ଓ ବୋହୂ ଅଟକ କଟକ : ମଧୁପାଟଣା ମଙ୍ଗଳାସାହିିରେ ପରିବାରର ଇଜ୍ଜତ ବଞ୍ଚାଇବାକୁ ଆଜି ଗ଼ଡ଼ିଲା ମୁଣ୍ଡ। ଘରର ବୋହୂ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଏବଂ ପୂର୍ବ ଶତ୍ରୁତା ପାଇଁ ପୁରୀଘାଟ ଥାନା ବାମ୍ଫିସାହିର ଦୁର୍ଦ୍ଦାନ୍ତ ଯୁବକ ବସନ୍ତ ଦୋରା ଓରଫ ଧପୁ (୩୨)କୁ ସାହି ଦାଣ୍ଡରେ ପିଟି ପିଟି…
ଅଧିକ ଖବର ଦେଖନ୍ତୁ...

ତତ୍କାଳ ଯୁଦ୍ଧ ଲଢ଼ିବାକୁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଦେଶପାଇଁ ଆସୁଥିବା ଯେକୌଣସି ଆହ୍ଵାନକୁ ସାମ୍ନା କରିବା ସହ ତତ୍କାଳ ଯୁଦ୍ଧ ପାଇଁ ମଧ୍ୟ ସକ୍ଷମ ବୋଲି ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ୍‌ ଧନୋଆ କହିଛନ୍ତି। ଭୌଗୋଳିକ ଏବଂ ରାଜନୀତିକ ବାତାବରଣରେ ଲାଗି ରହିଥିବା ଅନିଶ୍ଚିତତା ପାଇଁ ଭାରତୀୟ ବାୟୁସେନାକୁ ଏକ…
ଅଧିକ ଖବର ଦେଖନ୍ତୁ...

କାର୍‌ ଧକ୍କାରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ

ସୁଜନପୁର : ଯାଜପୁର ସଦର ଥାନା ଅଧୀନ ଏରବାଙ୍କ ପଞ୍ଚାୟତ ସ୍ଥିତ ରଘୁନାଥପୁର ଛକରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଉପରେ କାର୍‌ ଚଢ଼ି ଯିବାରୁ ତାର ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ…
ଅଧିକ ଖବର ଦେଖନ୍ତୁ...

ପରମାଣୁ ହିଁ ଉତ୍ତର କୋରିଆର ସୁରକ୍ଷା: କିମ୍‌ ଜଙ୍ଗ୍‌

ପୋଙ୍ଗୟାଙ୍ଗ୍‌ : ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ହିଁ ଦେଶକୁ ଆମେରିକା କବଳରୁ ସୁରକ୍ଷା ଦେବ ବୋଲି ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ ଉନ୍‌ କହିଛନ୍ତି। ଆଜି କୋରିଆର ଓ୍ଵାକର୍ସ ପାର୍ଟିର କେନ୍ଦ୍ରୀୟ ସମିତିରେ ଉଦ୍‌ବୋଧନ ଦେଇ ଜଙ୍ଗ୍‌ କହିଛନ୍ତି ଯେ ଉତ୍ତର କୋରିଆ ଆଜି ଯେଉଁ ପରମାଣୁ ଶକ୍ତି…
ଅଧିକ ଖବର ଦେଖନ୍ତୁ...