Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 9, 2017

ଅକ୍ଟୋବର ୩୧ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ବିକ୍ରି ବନ୍ଦ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରେ ଦୀପାବଳି ଉତ୍ସବ। କିନ୍ତୁ ଦିଲ୍ଲୀ ଏନସିଆର ବାସିନ୍ଦା ଦୀପାବଳିର ମଜା ଉଠାଇପାରିବେନି। ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ଦିଲ୍ଲୀ ଏବଂ ଏନସିଆରରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ବନ୍ଦ ରହିବ। ଜଷ୍ଟିସ ଏକେ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ : ଏସ୍‌ସିବି ମେଡିକାଲ୍‌ରେ ଗତକାଲି ରାତିରେ ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବାଲେଶ୍ୱର ଭୋଗରାଇ ଅଞ୍ଚଳର ଚନ୍ଦ୍ରକାନ୍ତ ଗିରି (୩୮)। ଏହାକୁ ମିଶାଇ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ତେବେ ଚନ୍ଦ୍ରକାଙ୍କ ମୃତ୍ୟୁର କାରଣ ଡେଙ୍ଗୁ ନା ଆଉକିଛି ତାହା ମେଡିକାଲ୍‌…
ଅଧିକ ଖବର ଦେଖନ୍ତୁ...

ଡ୍ରେନେଜ୍‌ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

କଟକ : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଡ୍ରେନେଜ୍‌ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜ୍ଞାନ କୁମାର ବେଉରିଆ। ଶ୍ରୀ ବେଉରିଆଙ୍କର ସଂପତ୍ତି ଆକଳନ ପାଇଁ ଆଜି ଭିଜିଲାନ୍ସ ଟିମ୍‌ ଏକ ସମୟରେ ୬ଟି ଜାଗାରେ ଚଢଉ କରିଛି। ଏପର୍ଯ୍ୟନ୍ତ ହୋଇଥିବା ଚଢଉରେ ୧…
ଅଧିକ ଖବର ଦେଖନ୍ତୁ...

ବିଏଚୟୁ-ଏଏମୟୁରୁ ହିନ୍ଦୁ, ମୁସ୍‌ଲିମ ଶବ୍ଦ ହଟାଅ

ନୂଆଦିଲ୍ଲୀ : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ଏବଂ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ)ରୁ ହିନ୍ଦୁ ଓ ମୁସ୍‌୍‌ଲିମ ଶବ୍ଦ ହଟାଇବାକୁ ୟୁଜିସି ପରାମର୍ଶ ଦେଇଛି। ୟୁଜିସିର ଏକ ପ୍ୟାନେଲ ଆଜି ବିଏଚୟୁ ଏବଂ ଏଏମୟୁରୁ ହିନ୍ଦୁ ମୁସଲିମ୍‌ ଶବ୍ଦ ହଟାଇବାକୁ ପରାମର୍ଶ ଦେବା ସହ ଏହି…
ଅଧିକ ଖବର ଦେଖନ୍ତୁ...

ଜୈଶ କମାଣ୍ଡର ଖାଲିଦ୍‌ ନିପାତ

ଶ୍ରୀନଗର:   ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଜଣେ ଶୀର୍ଷ କମାଣ୍ଡର ଖାଲିଦ୍‌  ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ନିପାତ ହୋଇଛି। ଉତ୍ତର କଶ୍ମୀରରେ ସୁରକ୍ଷା ବାହିନୀର ମିଳିତ କମ୍ବିଂ ଚାଲିଥିବା ବେଳେ ଖାଲିଦ ଲୁଚି ଥିବା ଆଡ଼ା ଠାବ ହୋଇଥିଲା। ପ୍ରାୟ ୧ ଘଣ୍ଟାର ଗୁଳି ବିନିମୟ ପରେ ଖାଲିଦ…
ଅଧିକ ଖବର ଦେଖନ୍ତୁ...

ହାତୀ ଦଳିଦେଲେ ୧୫ ଏକର ଧାନ ଚାଷ

କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ଭୁଆଶୁଣି ଗ୍ରାମ ନିକଟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଧାନଜମିକୁ ମାଡ଼ିଦଳି ପକାଇଛନ୍ତି। ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି ଓ ଫସଲ ଅମଳ ଆଶା ହରାଇଛନ୍ତି। ୯ଟି ହାତୀ ଆସି ଏ ଇଲାକାରେ ଉପଦ୍ରବ ଚଳାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବଡ଼ଗାମରେ ଆତଙ୍କବାଦୀ ଆକ୍ରମଣ: ଜେସିଓ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀରର ବଡ଼ଗାମରେ  ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ସେନାର ଜଣେ ଜେସିଓ ରାଜକୁମାର ସହିଦ ହୋଇଯାଇଛନ୍ତି। ଆକ୍ରମଣକାରୀ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ସାମିଲ ଥିବା କୁହାଯାଉଥିବା ବେଳେ ସେମାନଙ୍କୁ ଧରିବା…
ଅଧିକ ଖବର ଦେଖନ୍ତୁ...

ରିଚାର୍ଡ ଥେଲରଙ୍କୁ ଅର୍ଥନୀତିରେ ନୋବେଲ

ଷ୍ଟକ୍‌ହୋମ:  ଅର୍ଥଶାସ୍ତ୍ର ପାଇଁ ୨୦୧୭ ମସିହାର ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ଥେଲରଙ୍କୁ ପ୍ରଦାନ କରାଯାଇଛି ।  ବ୍ୟବହାରିକ ଅର୍ଥନୀତିର ଜଟିଳ ଦିଗଗୁଡ଼ିକର ସରଳ ଓ ପ୍ରଭାବଶାଳୀ ବିଶ୍ଳେଷଣ କରିବାରେ ରିଚାର୍ଡ ଅନନ୍ୟ ସଫଳତା ହାସଲ କରିଛନ୍ତି। ତାଙ୍କର ଏହି କୃତୀ ପାଇଁ …
ଅଧିକ ଖବର ଦେଖନ୍ତୁ...

୧ ଲକ୍ଷ ୮୦ ହଜାର ଟଙ୍କା ଦେବାକୁ ସ୍ୱାମୀଙ୍କୁ କୋର୍ଟର ନିର୍ଦେଶ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଅନ୍ତର୍ଲା ଗ୍ରାମର ଜଣେ ମହିଳା ସ୍ୱାମୀଙ୍କଠାରୁ ବିଚ୍ଛେଦ ହେବାର ୫ ବର୍ଷ ପରେ କୋର୍ଟରେ କରିଥିବା ଭରଣ ପୋଷଣ ମାମଲାରେ ଜୁନାଗଡ ଜେଏମ୍‌ଏଫ୍‌ସି ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏଥିରେ ସ୍ତ୍ରୀଙ୍କୁ ଭରଣ ପୋଷଣ ବାବଦକୁ ୧ ଲକ୍ଷ ୮୦ ହଜାର…
ଅଧିକ ଖବର ଦେଖନ୍ତୁ...

ରବର୍ଟ ଭଦ୍ରା-ଡିଏଲ୍‌ଏଫ୍‌ କାରବାର ପର୍ଦ୍ଦାଫାସ କରିଥିଲେ: ରୋହିଣୀ ସିଂହ

ନୂଆଦିଲ୍ଲୀ: : ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ସଂପର୍କରେ େଓ୍ଵବ୍‌ସାଇଟ୍‌ ‘ଦ ଓୟାର’ରେ ତଥ୍ୟ ପ୍ରଘଟ କରିିଥିବା ସାମ୍ବାଦିକା ରୋହିଣୀ ସିଂହ ଏବେ ଚର୍ଚ୍ଚାରେ ରହିଛନ୍ତି। ୨୦୧୧ରେ ରୋହିଣୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ଏବଂ ଡିଏଲଫ୍‌ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...