Daily Archives

October 9, 2017

ଫସିଲେ ଅମିତ ଶାହ: ଜୟ ଦାଏର କଲେ ଅପରାଧିକ ମାନହାନି ମାମଲା

ନୂଆଦିଲ୍ଲୀ : ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ୨୦୧୫-୧୬ରେ  ପୂର୍ବ ବର୍ଷ ତୁଳନାରେ ୧୬,୦୦୦ ଗୁଣ ଅଧିକ କାରବାର କରିଥିବା ନେଇ ଖବର ପ୍ରକାଶ କରିଥିବା   ଓ୍ଵବ୍‌ସାଇଟ୍‌ ‘ଦ ଓୟାର’ ବିରୋଧରେ ଜୟ ଶହେ କୋଟି ଟଙ୍କାର  ଅପରାଧିକ ମାନହାନି ମକଦ୍ଦମା ଦାଏର କରିଛନ୍ତି।   ଆଜି ବିଜେପିର ତୁଙ୍ଗ…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ିଲା ସୁବର୍ଣ୍ଣରେଖା କେନାଲ

ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ଛୁଆଡିମ ଗ୍ରାମ ନିକଟରେ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ବନ୍ଧ ଭୁଶୁଡ଼ି ପଡ଼ିଛି। ଫଳରେ ବିସ୍ତୀର୍ଣ୍ଣ ଇଲାକାର ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। କେତେକ ଜମିରେ ବାଲି ମାଡ଼ିଯାଇଛି ତ କିଛି ଜମି ମାଟିରେ ପୋତିହୋଇ ଯାଇଛି। ଗତକାଲି ରାତି ପ୍ରାୟ ୧୧ଟା…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଚାଞ୍ଚଲ୍ୟ: ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

କଟକ: କଟକ ଏସ୍‌ସିବି ମେଡିକାଲ କଲେଜରେ ଜଣେ ଡାକ୍ତରୀଛାତ୍ରୀ(ଡେଣ୍ଟାଲ)ଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି । ଏ ନେଇ ପୀଡିତା ଛାତ୍ରୀ ଜଣକ ମଙ୍ଗଲାବାଗ୍‌ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ । ମେଡିକାଲ କଲେଜର ଆସୋସିଏଟ୍‌ ଫ୍ରଫେସର୍‌ ଓ ସିନିୟର…
ଅଧିକ ଖବର ଦେଖନ୍ତୁ...

୩୦ଲକ୍ଷ ଟଙ୍କା ଜରିମାନା ଦେଇ ପାରିବେ ନାହିଁ ବୋଲି ରାମରହିମ ହାଇକୋର୍ଟଙ୍କୁ ଗୁହାରି କଲେ

ସିରସା: ଡେରା ସଚ୍ଚା ସୌଦାମୁଖ୍ୟ ରାମରହିମଙ୍କୁ ପଞ୍ଚକୁଲା ସିବିଆଇ ସ୍ୱତନ୍ତ୍ର କୋର୍ଟ ୩୦ଲକ୍ଷ ଟଙ୍କା ଜରିମାନା ସହିତ ୨୦ବର୍ଷର ଜେଲଦଣ୍ଡର ଶୁଣାଣି କରିଥିଲେ। ତେବେ ସୋମବାର ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କୁ ଆବେଦନ କରି ରାମ ରହିମ ଓକିଲ କହିଛନ୍ତି, ବାବା ଏହି ୩୦ଲକ୍ଷ ଟଙ୍କା ଜରିମାନା ଦେଇ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନର ରୂପ ନେଲା : ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୪୮ ଘଣ୍ଟା ଧରି  ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ । ଏହା ସାଙ୍ଗକୁ ୬୫ କିଲୋମିଟର ବେଗରେ ପବନ ବୋହିବାର ଅନୁମାନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଡିପ୍ ଡିପ୍ରେସନର ରୁପ…
ଅଧିକ ଖବର ଦେଖନ୍ତୁ...

ଅଦ୍ଭୁତ ନିଶା: ଆଖି ଡୋଳାରେ ଟାଟୁ କରି ଚର୍ଚ୍ଚାରେ ଦିଲ୍ଳୀର ଏହି ଯୁବକ!

ନୂଆଦିଲ୍ଲୀ: ଆପଣ ହୁଏତ ଜାଣିଥିବେ ନିକଟରେ କନ୍ନଡର ଜଣେ ମହିଳା ନିଜ ଆଖିରେ ଟାଟୁ କରି ନିଜର ଦୃଷ୍ଟି ଶକ୍ତି ହରାଇଥିଲେ। ଏହା ସତ୍ୱେ ବି ଦିଲ୍ଳୀର ଯୁବକ କରଣ ଆଖିରେ ଟାଟୁ କରିବା ପରି ଦୁଃସାହସିକ ପଦକ୍ଷେପ ଉଠାଇ ଚର୍ଚ୍ଚା ପାଲଟିଛନ୍ତି। କରଣ ହେଉଛନ୍ତି ନିଜେ ଜଣେ ଟାଟୁ କଳାକାର। ଏଠାରେ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୁରୁ ହେବ ଦେଶର ପ୍ରଥମ ସମ୍ପୂର୍ଣ୍ଣ ‘ଆଧାର’କ୍ଷମ ବିମାନବନ୍ଦର

ବାଙ୍ଗାଲୋର: ବାଙ୍ଗାଲୋରସ୍ଥିତ କେମ୍ପୋଗଉଡା ବିମାନ ବନ୍ଦର(କେଆଇଏ) ଦେଶର ପ୍ରଥମ ପୂର୍ଣ୍ଣ ଆଧାରକ୍ଷମ ବିମାନବନ୍ଦର ହେବାକୁ ଯାଉଛି । ଏଠାରେ ସମସ୍ତ କାର୍ଯ୍ୟ ବାୟୋମ୍ୟାଟ୍ରିକ୍‌ ବ୍ୟବସ୍ଥା ଅନୁଯାୟୀ ସମ୍ପନ୍ନ କରାଯିବ ବୋଲି ଯୋଜନା କରୁଛନ୍ତି ବନ୍ଦର କର୍ତ୍ତୃପକ୍ଷ । ବାଙ୍ଗାଲୋର…
ଅଧିକ ଖବର ଦେଖନ୍ତୁ...

ମୋଦି ସରକାରଙ୍କ ରିପୋର୍ଟ କାର୍ଡ

ଗତ ୩ ବର୍ଷ କାଳରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିଛି ବୋଲି କୁହାଯାଉଛି। ଟାଇମ୍‌ସ ଦ୍ୱାରା କରାଯାଇଥିବା ସର୍ଭେରୁ ଏହା ଜଣାଯାଇଛି। ସର୍ଭେରେ ଭାଗ ନେଇଥିବା ପ୍ରାୟ ୧୦ ଲକ୍ଷ ଲୋକ ସରକାରଙ୍କ କାର୍ଯ୍ୟକୁ ଭଲ କହିବା ସହ ସନ୍ତୁଷ୍ଟ ବୋଲି ଜଣାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁଲିସ ସ୍ୱାମୀ ନାମରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

କଟକ: ଅନ୍ୟ ଲୋକଙ୍କର ଅଭିଯୋଗ ଶୁଣୁଥିବା ପୁଲିସ ବାବୁଙ୍କ ନାମରେ ଆସିଛି ଅଭିଯୋଗ। ଏହି ଅଭିଯୋଗ କେହି ନୁହେଁ ପୁଲିସ ବାବଙ୍କୁ ପତ୍ନୀ କରିଛନ୍ତି। ପୁଲିସ ସ୍ୱାମୀଙ୍କ ନାଁରେ ସ୍ତ୍ରୀ ଆଣିଛନ୍ତି ନିର୍ଯାତନାର ଅଭିଯୋଗ। ଅଭିଯୁକ୍ତ ପୁଲିସ ଓଏସଏପି ଫୋର୍ଥ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ସଂଜୟ ଲୀଲା ଭଂସାଲୀଙ୍କୁ କାହିଁକି ଇର୍ଷା କରୁଛନ୍ତି ନିର୍ମାତା କରଣ ଜୋହର୍‌ !

ମୁମ୍ବାଇ : ଫିଲ୍ମମେକର୍‌ କରଣ ଜୋହର୍‌ କହିଛନ୍ତି ଯେ,ସେ କୁଆଡ଼େ ନିର୍ମାତା ତଥା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଇର୍ଷା କରୁଛନ୍ତି। ତେବେ ଆପଣମାନେ ହୁଏତ ଏଇଆ ଭାବୁଥିବେ କି ,ବୋଧହୁଏ ବଲିଉଡ଼୍‍ର ଏହି ଦୁଇ ଲୋକପ୍ରିୟ ନିର୍ମାତାଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ କଥାକଟାକଟି କିମ୍ବା…
ଅଧିକ ଖବର ଦେଖନ୍ତୁ...