Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 10, 2017

ଆଜିଠୁ ହୋମିଓପାଥିକ୍‌ ଓ ଆୟୁର୍ବେଦିକ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଥିବା ହୋମିଓପାଥିକ ଏବଂ ଆୟୁର୍ବେଦିକ କଲେଜରେ ନାମଲେଖା ଲାଗି ଅକ୍ଟୋବର ୧୧(ଆଜି)ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ପଞ୍ଜୀକରଣ, ଚଏସ୍‌ ଫିଲିଂ ଏବଂ ଲକିଂ କରାଯିବ। ୨୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଅସ୍ଥାୟୀ ସିଟ୍‌ ଆଲଟ୍‌ମେଣ୍ଟ ଅନୁଷ୍ଠିତ ହେବ। ୨୨ ଏବଂ ୨୩…
ଅଧିକ ଖବର ଦେଖନ୍ତୁ...

ସିଓଲର ଯୁଦ୍ଧ ଯୋଜନା ଚୋରାଇଲା ଉତ୍ତର କୋରିଆ

ସିଓଲ:  ଦକ୍ଷିଣ କୋରିଆର ଯୁଦ୍ଧ ଯୋଜନା ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ସାମରିକ ଫାଇଲ୍‌ ହ୍ୟାକ୍‌ କରିବାରେ ଉତ୍ତର କୋରିଆ ସକ୍ଷମ ହୋଇଛି। ଅତ୍ୟନ୍ତ ସୁରକ୍ଷିତ ବୋଲି ଦାବି କରାଯାଉଥିବା ଦକ୍ଷିଣ କୋରିଆର ସାମରିକ ବିଭାଗର ଗୋପନୀୟ ଦସ୍ତାବିଜ୍‌କୁ ଉତ୍ତର କୋରିଆର ହ୍ୟାକ୍‌ରମାନେ କରାୟତ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର/ବୁର୍ଲା:ମଂଗଳବାର ଅପରାହ୍‌ଣରେ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ହୋଇଛନ୍ତି ବୋଲି କୁହାଯାଉଥିବା ମହିଳା ଚନ୍ଦନା ମାହତୋ(୪୭)ଙ୍କ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିସହିତ ପ୍ଲାଷ୍ଟିକ ଚାଉଳ ଖାଇ ମୃତ୍ୟୁ ଅଭିଯୋଗ ହେବା ରାଜ୍ୟରେ ପ୍ରଥମ ଘଟଣା ବୋଲି…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନ ଜାରି ରଖିବେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: ରାଜ୍ୟ ସରକାର ଓ ଅଙ୍ଗନବାଡ଼ି କର୍ମୀ ସଂଘ ମଧ୍ୟରେ ହୋଇଥିବା ଆଲୋଚନା ଆଜି ବିଫଳ ହୋଇଛି। ସଂଘର ବିଭିନ୍ନ ଦାବି ଉପରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ୪୫ଦିନ ସମୟ ମାଗିଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଆନ୍ଦୋଳନରୁ ଓହରିଯିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ…
ଅଧିକ ଖବର ଦେଖନ୍ତୁ...

ଆମେଥିରେ ତିନି ପିଢ଼ିର ହିସାବ ମାଗିଲେ ଶାହ-ଯୋଗୀ-ସ୍ମୃତି

ଲକ୍ଷ୍ନୌ:  ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି। ରାହୁଲ ଗାନ୍ଧୀ ଗୁଜରାଟରେ  ମୋଦି ସରକାର ଏବଂ ବିଜେପି ବିରୋଧରେ କଡ଼ା ସମାଲୋଚନା ଜାରି ରଖିଥିବା ବେଳେ ଆଜି  ରାହୁଲଙ୍କ ଗଡ଼ ଆମେଥିରେ କଂଗ୍ରେସ ବିରୋଧରେ ବିଜେପି…
ଅଧିକ ଖବର ଦେଖନ୍ତୁ...

ସନ୍ନ୍ୟାସୀ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୋଲକାତାରୁ ଗିରଫ

ଶେରଗଡ଼: ଗତ ୩ ତାରିଖ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ପିତଳ ଗ୍ରାମର ସନ୍ନ୍ୟାସୀ ସାହୁଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ମେଢ଼ ବିସର୍ଜନ ବେଳେ ଦେହରେ ବାଇକ୍‌ ବାଜି ଯିବାକୁ କେନ୍ଦ୍ର କରି ଦୁଇ ବର୍ଷ ତଳର ଏକ ଛୋଟିଆ ଗଣ୍ଡଗୋଳ ଏହି ହତ୍ୟାକାଣ୍ଡର କାରଣ ବୋଲି…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଯବାନଙ୍କ ଗଣଦୁଷ୍କର୍ମ!

କୋରାପୁଟ/ପଟାଙ୍ଗୀ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ କୁନ୍ଦୁଲି ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୪ଜଣ ଯବାନ ଏହି ଗଣଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କିଶୋରନଗରରେ ଟ୍ରିପଲ୍‌ ମର୍ଡର୍‌: ୩ ଜଣଙ୍କୁ ତଣ୍ଟି କାଟି ଫିଙ୍ଗିଦେଲେ

ଅନୁଗୁଳ/ବଇଣ୍ଡା/ପାଇକସାହି: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରିମଳିହା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଏବଂ ନାବାଳକ ପୁଅର ତଣ୍ଟି କାଟି ଅତି ନିର୍ମମ ଭାବେ ହତ୍ୟା କରିବା ସହିତ ଘରୁ ସୁନାଗହଣା, ୧…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍‌ରେ ଜିତିଲା: ଶୃଙ୍ଖଳା ୧-୧ ସ୍ଥିତିରେ

ଗୌହାଟୀ: ରାଞ୍ଚିରେ ରଡ଼ିଥିବା ଭାରତୀୟ ଦଳ ଗୌହାଟୀରେ ଗଡ଼ିଗଲା। ମଙ୍ଗଳବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟେ୍ଵଣ୍ଟି-୨୦ରେ ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିବା ସହିତ ସୁଯୋଗ ବଳବତ୍ତର ରଖିଲା। ଭାରତ ମାତ୍ର ୧୧୮ ରନ୍‌ କରିବା ପରେ ଅଷ୍ଟ୍ରେଲିଆ ୨୭ ବଲ୍‌…
ଅଧିକ ଖବର ଦେଖନ୍ତୁ...

‘ବର୍ଲିନ ଓ୍ଵାଲ୍‌’ ଢାଞ୍ଚାରେ ସୁରକ୍ଷିତ ହେବ ପାକ୍‌-ଆଫ୍‌ଗାନ ସୀମା

ସିଓଲ:  ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଅନୁପ୍ରବେଶକୁ ରୋକିବା  ପାଇଁ ବର୍ଲିନ ଓ୍ଵାଲ ଢାଞ୍ଚାରେ ବିଭାଜନ ବ୍ୟବସ୍ଥା କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏଥିପାଇଁ ପାକିସ୍ତାନ ୨୫୦୦ କିମିର ତାରବାଡ଼ ନିର୍ମାଣ କରିବାକୁ ଯୋଜନା କରିଛି। ଏହାର ସୁରକ୍ଷା ପାଇଁ ଅଧିକ ୩୦ ହଜାର ଯବାନ ମୁତୟନ…
ଅଧିକ ଖବର ଦେଖନ୍ତୁ...