Daily Archives

October 10, 2017

କିମ୍‌ ଜଙ୍ଗଙ୍କୁ ହତ୍ୟା ଯୋଜନା କରିଥିଲା ସିଆଇଏ

ପୋଙ୍ଗୟାଙ୍ଗ: ଗୋଟିଏ ପରେ ଗୋଟିଏ ପରମାଣୁ ପରୀକ୍ଷା କରି ସାରା ବିଶ୍ୱକୁ ଆତଙ୍କିତ କରିଥିବା ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କୁ ହତ୍ୟା କରିବାକୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଯୋଜନା କରିଥିବା ନେଇ ତଥ୍ୟ ପ୍ରଘଟ ହୋଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକା ଏଭଳି ଯୋଜନା କରି…
ଅଧିକ ଖବର ଦେଖନ୍ତୁ...

‘ପ୍ରଥମ ମହିଳା’ ହେବାକୁ ଟ୍ରମ୍ପ୍‌ଙ୍କ ଦୁଇ ପତ୍ନୀଙ୍କ ମଧ୍ୟରେ ଲଢ଼େଇ!

ଓ୍ଵାସିଂଟନ: ଆମେରିକାର ପ୍ରଥମ ମହିଳା ଭାବେ ମେଲାନିଆ ଟ୍ରମ୍ପ୍‌ଙ୍କୁ ସମଗ୍ର ବିଶ୍ୱ ଜାଣିଛି। ତେବେ ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପ୍‌ ଏବେ ନିଜକୁ ପ୍ରଥମ ମହିଳା ଭାବେ ଦାବି କରି ମେଲାନିଆଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ମେଲାନିଆ ଏହାର…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଫେରସ୍ତ କଲା ଆକାଉଣ୍ଟରୁ ଅନଲାଇନ୍ ଚୋରି ଯାଇଥିବା ଟଙ୍କା ! ଜାଣନ୍ତୁ କେମିତି

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ବେଙ୍ଗାଲୁରୁରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜଣେ ଜମାଧାରୀଙ୍କ ଖାତାରୁ ଅନଲାଇନ ଚୋରି ହୋଇଥିବା ଟଙ୍କା ଫେରସ୍ତ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଯେ , ବ୍ୟାଙ୍କ୍ ଗୋଟିଏ ଖାତାକୁ ଦୁଇଥର ଟଙ୍କା ପଠାଇଛି ବ୍ୟାଙ୍କ ।…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ୨ୟ ଟି-୨୦: ଅଷ୍ଟ୍ରେଲିଆକୁ ୧୧୯ ରନ୍‌ ବିଜୟ ଲକ୍ଷ୍ୟ

ଗୌହାଟୀ: ଭାରତ ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୧୮ରନ୍‌ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୧୧୯ରନ୍‌ ଲକ୍ଷ୍ୟ ମିଳିଛି। ୭୦ ରନ୍‌ ବେଳକୁ ଭାରତ ୭ମ ଓ୍ଵିକେଟ ହରାଇଥିଲା। ଭୁବନେଶ୍ୱର କୁମାର (୧), କଲଟର ନାଇଲଙ୍କ ବଲ ହେନରିକଙ୍କୁ ଦେଇଥିଲେ। ସେହିଭଳି ଅଷ୍ଟ୍ରେଲିଆର…
ଅଧିକ ଖବର ଦେଖନ୍ତୁ...

ଇତିହାସରେ ପ୍ରଥମ: ଆଇଆଇଟି କାନ୍‌ପୁର ୧୬ଛାତ୍ରଙ୍କୁ ୩ବର୍ଷ ଲାଗି ନିଲମ୍ବିତ କଲା

କାନ୍‌ପୁର: ରାଗିଙ୍ଗ ମହଙ୍ଗା ପଡ଼ିଛି। ଦେଶର ଶୀର୍ଷ ବୈଷୟିକ ଶିକ୍ଷାନୁଷ୍ଠାନ ଆଇଆଇଟି (କାନ୍‌ପୁର) କନିଷ୍ଠ ଛାତ୍ରଙ୍କୁ ର‍୍ୟାଗିଙ୍ଗ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୧୬ଜଣ ବରିଷ୍ଠ ଛାତ୍ରଙ୍କୁ ୩ବର୍ଷ ଲାଗି ସସ୍‌ପେଣ୍ଡ କରିଛି। ଏଥିସହ ସମାନ ଅଭିଯୋଗରେ ଆଉ ୬ଜଣଙ୍କୁ ୧ବର୍ଷ ପାଇଁ ସମାନ ଦଣ୍ଡ…
ଅଧିକ ଖବର ଦେଖନ୍ତୁ...

ଆଣ୍ଡ୍ରଏଡ୍‌ ସ୍ମାର୍ଟ୍‌ଫୋନ୍‌ ବ୍ୟବହାର କରୁଥିବା ଲୋକେ ଏହି ୧୦ଟି ଆପ୍‌ ନିଶ୍ଚିତ ବ୍ୟବହାର କରିବା ଜରୁରୀ!

ଆପଣ ଭାବୁଥିବେ ନିଜର ସ୍ମାଟ୍‌ର୍ଫୋନ୍‌ରେ କେଉଁ ସବୁ ଆପ୍‌ ଡାଉନ୍‌ଲୋଡ୍‌ କରିବେ? ଏମିତି ଆପ୍‌ ଆପଣ ରଖିବେ ଯାହା ସାହଯ୍ୟରେ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟ ଓ ଅନ୍ୟନ୍ୟ କାର୍ଯ୍ୟ କରିବା ସହଜ ହେବ। କିନ୍ତୁ ଏହିପରି ଅନେକ ଆପ୍‌ ରହିଛି ଗୁଗଲ୍‌ ପ୍ଲେ ଷ୍ଟୋର୍‌, ଯାହା ଆପଣଙ୍କୁ ବାଛିବା ବହୁତ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ୨ୟ ଟି-୨୦: ଶୀର୍ଷ ଖେଳାଳି ଫେରିଲେ ପାଭଲିୟନ, ଭାରତ ୬/୬୭

ଗୌହାଟୀ: ଓପନର ରୋହିତ ଶର୍ମା(୮), ଶିଖର ଧାଓ୍ଵନ(୨), ବିରାଟ କୋହଲି(୦) ଓ ମନୀଷ ପାଣ୍ଡେ(୬) ପାଭଲିୟନକୁ ଫେରିଛନ୍ତି। ଜସନ ବେହେରନଡ୍ରଫଙ୍କ ବଲକୁ ସମ୍ମୁଖୀନ ହୋଇ ନ ପାରି ଭାରତ ୪୩ଓଭରରେ ୪ଟି ଓ୍ଵିକେଟରେ ୨୭ ରନ୍‌ ସଂଗ୍ରହ କରିଥିଲା। ପ୍ରଥମେ ରୋହିତ ଶର୍ମା ମାତ୍ର ୪ଟି ବଲ ଖେଳି ଏଲବିଡବ୍ଲୁ…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓର ନୂତନ ପ୍ଲାନ୍‌ : ମାତ୍ର ୧୪୯ଟଙ୍କାରେ ଅସୀମିତ ଡାଟା

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ୫ରେ ରିଲାଏନ୍ସ ଜିଓ ଟେଲିକମ୍‌ ମାର୍କେଟରେ ପ୍ରବେଶ କରି ଧମାକା ସୃଷ୍ଟି କରିଥିଲା। ରିଲାଏନ୍ସ ଜିଓର ଅଫରକୁ ଦେଖି ଅନ୍ୟ ଟେଲିକମ୍‌ କମ୍ପାନି ମଧ୍ୟ ସେମାନଙ୍କ ଡାଟା ପ୍ଲାନରେ ପରିବର୍ତ୍ତନ କରିବାରେ ଲାଗଥିିଲେ। ଏଯାତବ୍‌ ରିଲାଏନ୍ସ ବ୍ୟବହାରକାରୀଙ୍କ ପସନ୍ଦ ଓ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନ ଗିରଫ

ଭୁବନେଶ୍ୱର/ଦେବଗଡ଼: ରେଙ୍ଗାଲୀ ବିସ୍ଥାପିତଙ୍କ ଅର୍ଥ ହଡ଼ପ ଅଭିଯୋଗରେ ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନ ମଙ୍ଗଳବାର ଗିରଫ ହୋଇଛନ୍ତି। ବିଧାୟକ ପ୍ରଧାନଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। କ୍ରାଇମବ୍ରାଞ୍ଚ ଶାଖା ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ…
ଅଧିକ ଖବର ଦେଖନ୍ତୁ...

ଟସ୍‌ ଜିଣି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ

ଗୌହାଟୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍‌। ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିବ। ଆସାମର ଗୌହାଟୀର ବାରସପରା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ଟିମ୍‌ ଇଣ୍ଡିଆର…
ଅଧିକ ଖବର ଦେଖନ୍ତୁ...