Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 11, 2017

ସିସୋର ଚିଟଫଣ୍ଡ ଠକେଇ : ଅବସରପ୍ରାପ୍ତ ଆଇଏଏସ୍‌ ପ୍ରଦୀପ ହୋତା ଗିରଫ

ଭୁବନେଶ୍ୱର : ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂପୃକ୍ତି ଅଭିଯୋଗରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ତଥା ଆପିକଲ୍‌ର ପୂର୍ବତନ ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ହୋତାକୁ ସିବିଆଇ ଗିରଫ କରିଛି। ଗତକାଲି ରାତିରେ କଟକ ସିଡିଏ ସେକ୍ଟର-୬ଠାରେ ଥିବା ତାଙ୍କ ଘରୁ ସିବିଆଇ ତାଙ୍କୁ ଉଠାଇ…
ଅଧିକ ଖବର ଦେଖନ୍ତୁ...

ମୁଦ୍ରା ପ୍ରୋତ୍ସାହନ ଅଭିଯାନ ଉଦ୍‌ଘାଟିତ

କୋଲକାତା: ସାଇନ୍ସ ସିଟି ପ୍ରେକ୍ଷାଳୟରେ ଦେଶବ୍ୟାପୀ ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ୟାମ୍ପ୍‌ ଏବଂ ‘ମୁଦ୍ରା’ ପ୍ରୋତ୍ସାହନ ଅଭିଯାନ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଅଧ୍ୟକ୍ଷ ତଥା ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏମ୍‌ ଡି ତଥା ସିଇଓ ପଓ୍ଵନ…
ଅଧିକ ଖବର ଦେଖନ୍ତୁ...

ବାଣଫୁଟା ଓ ବିକ୍ରି ଉପରେ କଟକଣା ପାଇଁ ଜନସ୍ୱାର୍ଥ ମାମଲା

କଟକ : ଦିଲ୍ଲୀ ଭଳି ଓଡିଶାରେ ମଧ୍ୟ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ବାଣ ଫୁଟିବା ଦ୍ୱାରା ପରିବେଶ…
ଅଧିକ ଖବର ଦେଖନ୍ତୁ...

ଘାରିଲା ଅର୍ଥନୀତି ଚିନ୍ତା

ନୂଆଦିଲ୍ଲୀ: ଅର୍ଥନୀତିର ଅଭିବୃଦ୍ଧି ହ୍ରାସ ପାଉଛି। ସରକାରଙ୍କୁ ଏବେ ଏହି ଚିନ୍ତା ଘାରିଛି। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଏହି ପରିପ୍ରେକ୍ଷୀରେ ଆଜି ନବଗଠିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ(ପିଏମ୍‌ଇଏସି)ର ପ୍ରଥମ ବୈଠକରେ ୧୦ଟି କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ପରିଷଦ…
ଅଧିକ ଖବର ଦେଖନ୍ତୁ...

ଦାଉଦ ଇରାକକୁ ଦେଲେ ବିଜୟ

କୋଲକାତା: ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପରେ ବୁଧବାର ଖେଳା ଯାଇଥିବା ଚାରିଟି ମ୍ୟାଚ୍‌ରେ ଫ୍ରାନ୍ସ, ଇଂଲଣ୍ଡ, ଇରାକ ଏବଂ ହଣ୍ଡୁରାସ ବିଜୟୀ ହୋଇଛନ୍ତି। ଦୁଇଟି ସଂଧ୍ୟା ମ୍ୟାଚ୍‌ରେ ଫ୍ରାନ୍ସ ୨-୧ ଗୋଲ୍‌ରେ ଜାପାନକୁ ଏବଂ ଇଂଲଣ୍ଡ ୩-୨ ଗୋଲ୍‌ରେ ମେକ୍ସିକୋକୁ ପରାସ୍ତ କରିଥିଲା। ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ନଗ୍ନ ଫଟୋ ଉଠାଇ ନାବାଳିକାଙ୍କୁ ଦୁଷ୍କର୍ମ

ଜଗତସିଂହପୁର ଟାଉନ୍‍ : ଜଣେ ନାବାଳିକାଙ୍କର ନଗ୍ନ ଫଟୋ ଉଠାଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା(୨୪୩/୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଷ୍କର୍ମ ଅଭିଯୁକ୍ତ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

ଆଜି ଲଢ଼ିବେ ଭାରତ-ଘାନା

ନୂଆଦିଲ୍ଲୀ: ପଦାର୍ପଣ ବିଶ୍ୱକପ୍‌ରେ ଲଗାତାର ଦୁଇଟି ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ତା’ର ତୃତୀୟ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ପୂର୍ବତନ ବିଜେତା ଘାନାକୁ ଭେଟିବ। ଏହି ମ୍ୟାଚ୍‌ ନୂଆଦିଲ୍ଲୀର ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳାଯିବ। ଘାନା ତା’ର ପ୍ରଥମ ମ୍ୟାଚ୍‌ରେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ବାଳିକା ମୁଷ୍ଟିଯୁଦ୍ଧ: ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର: ରାଜସ୍ଥାନର ଉଦୟପୁରଠାରେ ଆୟୋଜିତ ଅଷ୍ଟମ ଜାତୀୟ ଉପ କନିଷ୍ଠ (ବାଳିକା) ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଓଡ଼ିଶା ଦୁଇଟି କାଂସ୍ୟ ଏବଂ ଗୋଟିଏ ରୌପ୍ୟ ସହ ମୋଟ ତିନିଟି ପଦକ ଜିତିଛି। ଓଡ଼ିଆ ଝିଅ ଭବାନୀ ବାରିକ ୪୬-୪୮ କିଲୋଗ୍ରାମ ବର୍ଗର ଫାଇନାଲ୍‌ରେ ତାମିଲନାଡୁ…
ଅଧିକ ଖବର ଦେଖନ୍ତୁ...

ଆମେରିକା, ନେଦରଲାଣ୍ଡ୍‌କୁ ମିଳିଲାନି ବିଶ୍ୱକପ୍‌ ଟିକେଟ

ଜୁରିକ୍‌: ଆମେରିକା ଏବଂ ନେଦରଲାଣ୍ଡ୍‌ ରୁଷିଆରେ ହେବାକୁଥିବା ୨୦୧୮ ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ଅନ୍ୟପଟେ ଉରୁଗୁଏ, ଆର୍ଜେଣ୍ଟିନା, କଲମ୍ବିଆ, ପର୍ତୁଗାଲ ଏବଂ ଫ୍ରାନ୍ସ ମଙ୍ଗଳବାର ନିଜ ନିଜର ବିଶ୍ୱକପ୍‌ ଟିକେଟ୍‌ ପକ୍କା କରି ନେଇଛନ୍ତି। ପାନାମା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଅମୀମାଂସିତ ମ୍ୟାଚ୍‌ରେ ରାଜେଶ, ଦେବାଶିଷଙ୍କ ଶତକ

ବଲାଙ୍ଗୀର: ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଛତିଶଗଡ଼ ସିକେ ନାୟୁଡୁ ଟ୍ରଫି ଶେଷ ଦିନରେ ଅମୀମାଂସିତ ରହିଛି। ଘରୋଇ ଦଳର ପ୍ରଥମ ପାଳିକୁ ମାତ୍ର ୧୧୧ ରନ୍‌ରେ ସୀମିତ ରଖିଦେବା ପରେ ମଙ୍ଗଳବାର ୫ ଓ୍ଵିକେଟ୍‌ ବିନିମୟରେ ୨୪୭ ରନ୍‌ କରିଥିବା ଛତିଶଗଡ଼ ବୁଧବାର ଚତୁର୍ଥ ତଥା ଶେଷ ଦିନ…
ଅଧିକ ଖବର ଦେଖନ୍ତୁ...