Daily Archives

October 11, 2017

ବଡ଼ମ୍ବାରେ ନାବାଳିକାକୁ ବଳି ଉଦ୍ୟମ

ସାଧକ ସମେତ ୩ ସହଯୋଗୀ ଫେରାର, ମହିଳା ଗିରଫ ବଡ଼ମ୍ବା : ଅଧ ରାତିରେ ଘରେ କଟାଯାଇଥିଲା କୁଣ୍ଡଳୀ। ୧୨ବର୍ଷୀୟା ନାବାଳିକାକୁ ବସାଯାଇ ଚାଲିଥିଲା ପୂଜାର୍ଚ୍ଚନା। ବାବାଙ୍କୁ ଡକାଇ ତନ୍ତ୍ର ସାଧନା ଚାଲିଥିବାବେଳେ ପରିବାର ଲୋକ ପହଞ୍ଚି ଉଦ୍ଧାର କରିଥିଲେ ନାବାଳିକାକୁ। ତାକୁ ବଳି ପକାଇବାକୁ ଏଭଳି…
ଅଧିକ ଖବର ଦେଖନ୍ତୁ...

ଲୁହା ପିଞ୍ଜରାରେ ଲଢ଼େଇ: ଶୁକ୍ରବାରରୁ ମିଶ୍ରିତ ସାମରିକ କଳା ଜାତୀୟ ପ୍ରତିଯୋଗିତା

ଭୁବନେଶ୍ୱର: ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଥର ମିଶ୍ରିତ ସାମରିକ କଳାର ଜାତୀୟ ପ୍ରତିଯୋଗିତା ଜରିଆରେ ଓଡ଼ିଶାବାସୀଙ୍କୁ ଯୋଦ୍ଧା ଲଢ଼େଇର ମଜା ଭେଟି ଦେଇଥିବା ଉତ୍କଳ କରାଟେ ସ୍କୁଲ୍‌ ଶୁକ୍ରବାର ଠାରୁ ପୁଣି ଏକ ଲଢ଼େଇର ଆୟୋଜନ କରିବାକୁ ଯାଉଛି। ସର୍ବଭାରତୀୟ ମିଶ୍ରିତ ସାମରିକ କଳା ସଂଘ ଆନୁକୂଲ୍ୟରେ…
ଅଧିକ ଖବର ଦେଖନ୍ତୁ...

ଭାରତ ୧-୦ରେ ଆଗୁଆ: ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ୍‌-ଏ ହାରିଲା

ବିଶାଖାପାଟଣା: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌-ଏ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ବୁଧବାର ତୃତୀୟ ମ୍ୟାଚ୍‌କୁ ଘରୋଇ ଦଳ ସହଜରେ ଜିତି ନେଇଛି। ଏହା ପୂର୍ବରୁ ପ୍ରଥମ ଦିନିକିଆକୁ ବର୍ଷା ସଂପୂର୍ଣ୍ଣ ଧୋଇ ନେଇଥିଲା ବେଳେ ମଙ୍ଗଳବାର ଦ୍ୱିତୀୟ ଦିନିକିଆ…
ଅଧିକ ଖବର ଦେଖନ୍ତୁ...

ସ୍ୱିଡେନ୍‌କୁ ୩-୨ରେ ହରାଇ କ୍ୱାର୍ଟରରେ ଭାରତ

ଯୋଗ୍ୟକର୍ତା(ଇଣ୍ଡୋନେସିଆ): ଏଠାରେ ଚାଲିଥିବା ବିଶ୍ୱ କନିଷ୍ଠ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଗ୍ରୁପ୍‌-ଡି ଅନ୍ତର୍ଗତ ମିଶ୍ରିତ ଦଳ ବର୍ଗରେ ଭାରତ ୩-୨ରେ ସ୍ୱିଡେନ୍‌କୁ ପରାସ୍ତ କରିଦେଇଛି। ଗତ ଦୁଇ ଦିନ ମଧ୍ୟରେ ଆମେରିକା, ହଙ୍ଗେରି ଓ ଅଷ୍ଟ୍ରେଲିଆକୁ ସମାନ ୫-୦ ବ୍ୟବଧାନରେ ପରାସ୍ତ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌ ହକି: ବଡ଼ ବିଜୟରୁ ଭାରତର ଅଭିଯାନ

ଢାକା: ଦୁଇ ଥର ବିଜେତା ଭାରତ ବଡ଼ ବିଜୟରୁ ହିଁ ତା’ର ଏସିଆ କପ୍‌ ହକି ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିଛି। ଏଥି ସହିତ ନୂଆ ପ୍ରଶିକ୍ଷକ ଜୋର୍ଡ୍‌ ମାରିନ୍‌ ତାଙ୍କ ପ୍ରଥମ ପରୀକ୍ଷାରେ ସଫଳ ହୋଇଛନ୍ତି। ବୁଧବାର ଏଠାରେ ଉଦ୍‌ଘାଟିତ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ ବିଶ୍ୱ…
ଅଧିକ ଖବର ଦେଖନ୍ତୁ...

କୋର୍ଟକୁ ପ୍ରମାଣ ଦେଉନାହିଁ ପାକିସ୍ତାନ, ଛାଡ଼ ପାଇବ ହାଫିଜ୍‌ ସୟିଦ

ଲାହୋର: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ ଏବେ ପାକିସ୍ତାନରେ ନଜରବନ୍ଦୀ ରହିଥିଲେ ମଧ୍ୟ ତା’ ବିରୋଧରେ ଲାହୋର ହାଇକୋର୍ଟଙ୍କୁ ପାକିସ୍ତାନ ସରକାର କୌଣସି ପ୍ରମାଣ ଦେଉନାହାନ୍ତି। ହାଫିଜ ବିରୋଧରେ ଅନେକ ବର୍ବର ଅପରାଧର ଲମ୍ବା ତାଲିକା ରହିଥିଲେ ମଧ୍ୟ ପାକିସ୍ତାନ ସରକାର ପ୍ରମାଣ…
ଅଧିକ ଖବର ଦେଖନ୍ତୁ...

ଭିତରକନିକାରେ ପୁଣି ଏକ ଧଳା କୁମ୍ଭୀର

ରାଜନଗର : ଭିତରକନିକାରେ ‘ଗୋରୀ’ ଭଳି ଶଙ୍ଖ ମଲମଲ ଧଳା କୁମ୍ଭୀର ସନ୍ଧାନ ମିଳିଛି। ଡାଙ୍ଗମାଳ ଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଏହି ଧଳା କୁମ୍ଭୀର ଛୁଆକୁ ରଖାଯାଇ ଯତ୍ନ ନିଆଯାଉଛି। ଅଢେଇ ମାସର ଗୋରୀ ଭଳି ଦେଖାଯାଉଥିବା ଧଳା ରଙ୍ଗର ବିରଳ ବଉଳା କୁମ୍ଭୀର ଛୁଆ ଏବେ…
ଅଧିକ ଖବର ଦେଖନ୍ତୁ...

କୋରିଆ ଉପଦ୍ୱୀପରେ ଯୁଦ୍ଧର ବାଦଲ

ବେଜିଂ:   ବଡ଼ ଧରଣର ଯୁଦ୍ଧ ପାଇଁ ଉତ୍ତର କୋରିଆ ପ୍ରସ୍ତୁତି ଚଳାଇଥିବାରୁ ଏହାର ମୁକାବିଲା ପାଇଁ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ଏକଜୁଟ ହେଉଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଉତ୍ତର କୋରିଆ ଆକ୍ରମଣ କରିପାରେ ବୋଲି ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ସରକାରଙ୍କୁ ସତର୍କ କରାଇ ଦେଇଛି। …
ଅଧିକ ଖବର ଦେଖନ୍ତୁ...

ଜୟ ଶାହ ମାମଲା: ସରକାରଙ୍କୁ ଘେରିଲେ ସିହ୍ନା

ଅହମଦାବାଦ: ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ବ୍ୟବସାୟିକ କାରବାରକୁ ନେଇ ଦେଖାଦେଇଥିବା ବିବାଦ ତେଜିବାରେ ଲାଗିଛି। ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶବନ୍ତ ସିହ୍ନା ଆଜି ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ଟେମ୍ପଲ୍‌…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ

ମୁମ୍ବାଇ: ମୁମ୍ବାଇରେ ରାଜ ଥାକ୍‌ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ କରିିଥିବା ରିପୋର୍ଟ ମିଳିଛି। ଉତ୍ତର ଭାରତୀୟ ଏମ୍‌ଏନ୍‌ଏସ୍‌ କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବେଳେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସାଙ୍ଗଲିରେ…
ଅଧିକ ଖବର ଦେଖନ୍ତୁ...