Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 12, 2017

ଟ୍ରମ୍ପ୍‌ ହିଁ ଯୁଦ୍ଧ ଆରମ୍ଭ କରିଛନ୍ତି : ଉତ୍ତର କୋରିଆ

ମସ୍କୋ: ବିଶ୍ୱ ସମୁଦାୟକୁ ଅବମାନନା କରି ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ୍ର ପରୀକ୍ଷାରେ ଅମେରିକା କ୍ଷୁବ୍ଧ ହେବା ସହ ଦୁଇ ଦେଶ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିକି ପରସ୍ପର ବିରୋଧୀ ଆଭିମୁଖ୍ୟ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ…
ଅଧିକ ଖବର ଦେଖନ୍ତୁ...

ବୋର୍ଡ ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସମୟସୀମା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସମୟସୀମା ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୧୯ରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ତଥା ଚଳିତ ବର୍ଷ ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନାଁ ପଞ୍ଜୀକରଣ ପାଇଁ ଶେଷ…
ଅଧିକ ଖବର ଦେଖନ୍ତୁ...

‘ବେଟି ବଚାଓ ବେଟି ପଢାଓ’ ପୋଷ୍ଟରରେ  ବିଚ୍ଛିନତାବାଦୀ ନେତ୍ରୀ: ସିଡିପିଓ ନିଲମ୍ବିତ

ଶ୍ରୀନଗର : ‘ବେଟି ବଚାଓ ବେଟି ପଢାଓ’ ପୋଷ୍ଟରରେ ବିଚ୍ଛିନତାବାଦୀ ନେତ୍ରୀ ଅସିୟା ଅନ୍ଦ୍ରାବୀଙ୍କ ଫଟୋ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି। ଦକ୍ଷିଣ କଶ୍ମୀରର କୋକେରନାଗ୍‌ ଅଞ୍ଚଳରେ ଗତକାଲି ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଇ ଆୟୋଜିତ ହୋଇଥିବା ଏକ ଉତ୍ସବରେ ଭାରତର ସଫଳ ମହିଳାମାନଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପାଇଁ ସଂପର୍କ ଭୁଲିଗଲେ

ହତ୍ୟାକାରୀ ଶଳା-ଭିଣୋଇ ଗିରଫ, କଟୁରୀ, ବାଇକ୍‌ ଜବତ୍‌ ଅନୁଗୁଳ/କିଶୋରନଗର/ପାଇକସାହି : ଯାହା ସନ୍ଦେହ କରାଯାଉଥିଲା ଶେଷରେ ତାହା ହିଁ ସତ ହେଲା। ପରିଚିତ ଲୋକ ସାଜିଲେ ହତ୍ୟାକାରୀ। ଟଙ୍କା ପାଇଁ ଭୁଲିଗଲେ ସଂପର୍କ। ଲୋଭରେ ଅନ୍ଧ ହୋଇ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମର ବିରଞ୍ଚି ନାୟକ,…
ଅଧିକ ଖବର ଦେଖନ୍ତୁ...

ଆଇନଜୀବୀଙ୍କ ବରିଷ୍ଠ ପଦବି ନେଇ ଗଠନ ହେବ ସ୍ଥାୟୀ କମିଟି: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଆଇନଜୀବୀଙ୍କୁ ବରିଷ୍ଠ ପଦବୀ ପ୍ରଦାନ ନେଇ ସୁପ୍ରିମ କୋର୍ଟ ଏକ ସ୍ଥାୟୀ କମିଟି ଗଠନ କରିବେ। ଭାରତର ପ୍ରଧାନ ବିଚାରପତିଙ୍କ ଦ୍ୱାରା ୫ ଜଣିଆ ସଦସ୍ୟ ବିଶିଷ୍ଟ କମିଟି କେଉଁ ଆଇନଜୀବୀଙ୍କୁ ବରିଷ୍ଠତା ମିିଳିବ ସେଥିନେଇ ନିଷ୍ପତ୍ତି ନେବେ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ୫ ଜଣିଆ…
ଅଧିକ ଖବର ଦେଖନ୍ତୁ...

କାର୍‌ ସହ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ

ସମ୍ବଲପୁର : ଗୁରୁବାର ସକାଳେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ସମ୍ବଲପୁରକୁ ଚାଲାଣ ବେଳେ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ କରାଯାଇଛି। ସମ୍ବଲପୁର ପୁଲିସ୍‌ର ସ୍ୱତନ୍ତ୍ର ସ୍କ୍ଵାଡ ଦ୍ୱାରା ଯାଂଚ ବେଳେ ଏହା ଧରାପଡ଼ିଛି। ରାୟପୁରରୁ ଏକ ଡଷ୍ଟର କାର୍‌ (ସିଜି୦୪ଏଲ୍‌ଭି୯୬୫୮)ରେ ରୁପା ଅଳଙ୍କାର…
ଅଧିକ ଖବର ଦେଖନ୍ତୁ...

ଭିଏତନାମରେ ବନ୍ୟା ବିତ୍ପାତ: ୩୭ ମୃତ, ୪୦ ନିଖୋଜ

ହନୋଇ : ଭିଏତନାମରେ ବନ୍ୟା ଉତ୍କଟ ରୂପ ନେଇଛି। ବନ୍ୟା ହେତୁ ୩୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ନିଖୋଜ ଅଛନ୍ତି। ଲଘୁଚାପ ହେତୁ ଭିଏତନାମରେ ଲଗାଣ ବର୍ଷା ଦ୍ୱାରା ବନ୍ୟା ଏବଂ ଭୁସ୍ଖଳନ ହୋଇ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ବିପର୍ଯ୍ୟୟ ହେତୁ ୨୧ ଜଣ ଆହତ ହାଇଛନ୍ତି ଏବଂ ୬ଟି କେନ୍ଦ୍ରିୟ ଓ…
ଅଧିକ ଖବର ଦେଖନ୍ତୁ...

ଶିବ ସେନା ନେତାଙ୍କ କାର୍‌ ଚକା ତଳେ ଦୁଇ ଛାତ୍ରୀଙ୍କ ଜୀବନ ଗଲା

ପୁଣେ : ମହାରାଷ୍ଟ୍ରର ବାରମତିରେ ଆଜି ଜଣେ ଶିବ ସେନା ନେତାଙ୍କ କାର୍‌ ଦୁର୍ଘଟଣାରେ ଦୁଇ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଜଣାଯାଇଛି ଯେ ଶିବ ସେନା ନେତା ପପୁ ମାନେଙ୍କ କାର୍‌ ଆଜି ସକାଳେ ବାରମତି-ମୋରଗାଓଁ ରୋଡ୍‌ ନିକଟରେ ୩ ସ୍କୂଲ୍‌ ଛାତ୍ରିଙ୍କ ଉପରେ ଚଢିଯିବା ଫଳରେ ଘଟଣା ସ୍ଥଳରେ ୨…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନରେ ଝିଟିପିଟି : ୮୦ ଛାତ୍ରଛାତ୍ରୀ ଗୁରୁତର

ସହକାରୀ ଶିକ୍ଷକ ନିଲମ୍ବିତ ଧାମନଗର : ଧାମନଗର ବ୍ଲକ ଦଇପୁର ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଇନ୍ଦ୍ରଗୋବିନ୍ଦ ନୋଡାଲ ସ୍କୁଲରେ ଆଜି ଅଘଟଣ ଘଟିଛି। ଝିଟିପିଟି ପଡିଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ୮୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଧାମନଗର ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ସହରକୁ ଗୈରିକରଣ କଲେ ୟୁପି ସରକାର

ଲକ୍ଷ୍ନୌ: ବିଏସପିର ନୀଳ ଏବଂ ସମାଜବାଦି ପାର୍ଟିର ଲାଲ ଓ ସବୁଜ ରଙ୍ଗ ପରେ ଏବେ ଉତ୍ତର ପ୍ରଦେଶ ସହର ଅନ୍ୟ ଏକ ରଙ୍ଗ କମଳା ରଙ୍ଗରେ ରଙ୍ଗାୟିତ ହେଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ବୁଧବାର ଦିନ ଲକ୍ଷ୍ନୌରେ ରାଜ୍ୟ ସଡ଼କ ପରିବହନ ନିଗମର ୫୦ଟି କମଳା ରଙ୍ଗର ବସ୍‌…
ଅଧିକ ଖବର ଦେଖନ୍ତୁ...