Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

October 13, 2017

ନୀଳତିମି ଖେଳ ବନ୍ଦ ନେଇ ସରକାରଙ୍କ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅନେକ ନିରୀହ ଜୀବନ ନେଇଥିବା ଭୟଙ୍କର ଖେଳ ‘ନୀଳତିମି’ ବା ବ୍ଲୁ ହେ୍ଵଲ୍‌ ଗେମ୍‌କୁ ବନ୍ଦ କରିବାନେଇ ଆଜି ସୁପ୍ରିମକୋର୍ଟ ସରକାରଙ୍କଠାରୁ ଜବାବ୍‌ ମାଗିଛନ୍ତି। ପ୍ରଧାନ ବିଚାରପତିି ଦୀପକ ମିଶ୍ରଙ୍କ ଦ୍ୱାରା ବିଚାରପତି ଏ.ଏମ ଖାନଓ୍ଵିଲକାର ଏବଂ ବିଚାରପତି ଡିଓ୍ଵାଇ…
ଅଧିକ ଖବର ଦେଖନ୍ତୁ...

ବିଏଚ୍‌ୟୁରେ ପୁଣି ଜଣେ ଛାତ୍ରୀଙ୍କୁ ଅସଦାଚରଣ 

ବାରାଣାସୀ : ଗତ ସେପ୍ଟେମ୍ବର ୨୧ ତାରିଖରେ ବନାରସ ହିନ୍ଦୁ ୟୁନିଭର୍ସିଟିରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଶ୍ୱ ବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀମାନଙ୍କ ଆନ୍ଦୋଳନ ଅତି ଭୟାବହ ରୂପ ନେଇଥିଲା। ତେବେ ପୁଣିଥରେ ବିଏଚୟୁରେ ଅନ୍ୟ ଜଣେ ଛାତ୍ରୀଙ୍କୁ ଗତକାଲି ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଏସ୍‌ଆଇଟିରେ ଡେରା ଅଧ୍ୟକ୍ଷା ବିପାସନା ହାଜର

ଚଣ୍ଡୀଗଡ଼ : ଡେରା ସଚ୍ଚା ସୌଦାର ଅଧ୍ୟକ୍ଷା ବିପାସନା ଇନସାନ୍‌ ଆଜି ହରିୟାଣା ପୁଲିସ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ନିକଟରେ ହାଜର ହୋଇଛନ୍ତି। ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ୍‌ ରହିମ ଗତ ଅଗଷ୍ଟ ୨୫ରେ ଦୋଷୀ ସାବ୍ୟସ୍ତ ହେବା ଦିନ ପଞ୍ଚକୁଳାରେ ସଂଘଟିତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ସମେତ ଦେଶର ୬ଟି ଏମ୍ସରେ ବ୍ୟାପକ ସୁଧାର ଅଣାଯିବ

ନୂଆଦିଲ୍ଲୀ : ଭୁବନେଶ୍ୱର ସମେତ ମଧ୍ୟପ୍ରଦେଶର ଭୋପାଳ, ଛତିଶଗଡ଼ର ରାୟପୁର, ବିହାରର ପାଟନା, ରାଜସ୍ଥାନର ଯୋଧପୁର ତଥା ଉତ୍ତରାଖଣ୍ଡର ଋଷିକେଶର ସ୍ଥାପନ କରାଯାଇଥିବା ଏମ୍ସ ଗୁଡ଼ିକରେ ପୂର୍ଣ୍ଣ ରୂପରେ ଭିତ୍ତିଭୂମିର ପ୍ରତିଷ୍ଠା ହୋଇପାରିନଥିବା ତଥା ଜରୁରୀକାଳିନ ସେବାର ଉପଲବ୍ଧି ହୋଇପାରୁନଥିବାରୁ…
ଅଧିକ ଖବର ଦେଖନ୍ତୁ...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ

କୋମନା : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ନାରାୟଣପାଟଣା ତହସିଲଦାର ଚିତ୍ତରଂଜନ ବନଗୋଲାଙ୍କ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଅନ୍ତର୍ଗତ ଭେଲା ଗ୍ରାମରେ ଥିବା ତାଙ୍କ ଘର ଓ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ଉ କରାଯାଇଥିଲା। ନୂଆପଡ଼ା ଭିଜିଲାନ୍ସ ଇନିସ୍‌ପେକ୍ଟର…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଆମେରିକା

ଓ୍ଵାସିଂଟନ:     ପରମାଣୁ ଅସ୍ତ୍ରରେ ବଳୀୟାନ ଉତ୍ତର କୋରିଆର ମୁକାବିଲା ନିମନ୍ତେ ବଡ଼ ଧରଣର ଯୁଦ୍ଧ ପାଇଁ  ଆମେରିକା ଏବେ ପ୍ରସ୍ତୁତ ହେଉଛି। ଉତ୍ତର କୋରିଆର ତୁହାକୁ ତୁହା ଧମକର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ ମଧ୍ୟ ଏହି ଅବାଧ୍ୟ ରାଷ୍ଟ୍ରକୁ ଉଚିତ ଶିକ୍ଷା ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

୪ ହଜାର କିମି ଚୀନ୍‌ ସୀମାରେ ସ୍ଥିତି ସୁଦୃଢ଼ କରିବ ଭାରତ

ନୂଆଦିଲ୍ଲୀ: ବିବାଦୀୟ ଡୋକଲାମ  ଅଂଚଳ ସମେତ ୪ ହଜାର କିମି ଦୀର୍ଘ ଭାରତ-ଚୀନ ସୀମାରେ ସ୍ଥିତି ସୁଦୃଢ଼ କରିବାକୁ ଭାରତ ନିଷ୍ପତ୍ତି ନେଇଛି।  ସେନାର କମାଣ୍ଡର ସମ୍ମିଳନୀରେ ଏ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।   ବର୍ତ୍ତମାନ ସୀମାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବହୁଗୁଣିତ…
ଅଧିକ ଖବର ଦେଖନ୍ତୁ...

ବିଲରେ ଦନ୍ତାହାତୀର ମୃତଦେହ : ଆନ୍ଥ୍ରାକ୍ସରେ ମୃତ୍ୟୁ ଆଶଙ୍କା!

ଖୁଣ୍ଟୁଣୀ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ପାଇକେରାପୁର ପାଟିଆ ବିଲରୁ ଆଜି ବନବିଭାଗ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି। ମୃତ ଦନ୍ତାର ବୟସ ଆନୁମାନିକ ୫୦ ବର୍ଷ ବୋଲି ଆକଳନ କରାଯାଉଥିବା ବେଳେ ହାତୀଟି ଗତକାଲି ରାତିରେ ପ୍ରାଣ ହରାଇଥିବା କୁହାଯାଉଛି। ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...