Monthly Archives

October 2017

ଏଲ୍‌ଫିନ୍‌ଷ୍ଟୋନ୍‌ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବ ଭାରତୀୟ ସେନା, ଅସନ୍ତୋଷ ପ୍ରକାଶ କଲେ ବିରୋଧୀ

ନୂଆଦିଲ୍ଲୀ: ଗତ ମାସ ମୁମ୍ବାଇର ଏଲ୍‌ଫିନ୍‌ଷ୍ଟୋନ୍‌ ରୋଡ ଷ୍ଟେସନରେ ଥିବା ଫୁଟଓଭର ବ୍ରିଜ୍‌ ଭାଙ୍ଗି ପଡ଼ିବା ଯୋଗୁଁ ଦୁର୍ଘଟଣା ଘଟି ୨୨ ଜଣ ପ୍ରାଣ ହରାଇଥିଲେ। ଏବେ ସେହି ପୋଲକୁ ଭାରତୀୟ ସେନା ସହାୟତାରେ ପୁନନିର୍ମାଣ କରାଯିବା ନେଇ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର…
ଅଧିକ ଖବର ଦେଖନ୍ତୁ...

୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବରିଷ୍ଠ କିରାଣୀ

ରାୟଗଡ଼ା: ମଙ୍ଗଳବାର ରାୟଗଡ଼ା ଜିଲ୍ଲା କୁଚେଇପଦର ପଞ୍ଚାୟତ ହାଇସ୍କୁଲର ପରିଚାଳନା ସମିତି ସମ୍ପାଦକଙ୍କ ଠାରୁ ଜିଲ୍ଲାଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ କିରାଣୀ ୨୦,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫ ବରିଷ୍ଠ କିରାଣୀଙ୍କ ନାମ ପ୍ରଭାକର ସାହୁ…
ଅଧିକ ଖବର ଦେଖନ୍ତୁ...

୨୯୯ ଟଙ୍କାର ରିଚାର୍ଜରେ ଭୋଡାଫୋନ୍‌ ଦେଉଛି ୮୪ ଜିବି ଡାଟା ସହିତ ଅସୀମିତ କଲିଂ ସେବା!

ମୁମ୍ବାଇ: ଭାରତୀୟ ଟେଲିକମ୍‌ କଂପାନି ଭୋଡାଫୋନ୍‌ ତା’ର ଗ୍ରାହକଙ୍କ ଲାଗି ଏବେ ଗତ କିଛିଦିନ ହେବ ବେଶ ସଚେତନ ହୋଇ ପଡିଥିବା ଦେଖିବାକୁ ମିଳିଛି। ଏଥିସହିତ ଭୋଡାଫୋନ୍‌, ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ଅଫର୍ସ ସହିତ ବନ୍ଦ ହେବାକୁ ଯାଉଥିବା ପ୍ରତିପକ୍ଷ କଂପାନି ଟାଟା ଡୋକୋମୋ ଏବଂ…
ଅଧିକ ଖବର ଦେଖନ୍ତୁ...

ନୂଆ ପଦକ୍ଷେପ: ପ୍ରଥମ ମହିଳା ଭାବେ କର୍ଣ୍ଣାଟକର ପୁଲିସ୍‌ ମୁଖ୍ୟ ହେଲେ ନୀଳମଣି ରାଜୁ

ବେଙ୍ଗାଲୁର: କର୍ଣ୍ଣାଟକରେ ଦେଖିବାକୁ ମିଳିବ ଏକ ନୂଆ ଉଦାହରଣ। ବର୍ତ୍ତମାନର ପୁଲିସ୍‌ ଡିଜି ଆର୍‌କେ ଦତ୍ତ ଅବସର ନେବା ପରେ କର୍ଣ୍ଣାଟକର ପ୍ରଥମ ମହିଳା ପୁଲିସ୍‌ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ନୀଳମଣି ରାଜୁ। ରାଜୁ ସଂପ୍ରତି ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ। ଏହି…
ଅଧିକ ଖବର ଦେଖନ୍ତୁ...

ବୁଧବାରଠାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନ ନଭେମ୍ବର ୧ରୁ ଖୋଲିବ। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶ ପଥ ଦେଇ ପର୍ଯ୍ୟଟକ ଯାଇପାରିବେ। ଯଶିପୁର ପଟୁ କାଳିଆଣି ତନଖି ଫାଟକ ଏବଂ ବାରିପଦାରୁ ଲୁଲୁଙ୍ଗ ପଟେ ପିଠାବଟା ଫାଟକ ଦେଇ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର: ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ, ନାବାଳିକା ଗୁରୁତର

ଶ୍ରୀନଗର: ଜମ୍ମୁ-କଶ୍ମୀର ସୀମାନ୍ତ ପୁଞ୍ଚ ସେକ୍ଟରରେ ମଙ୍ଗଳବାର ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରି ଭାରତୀୟ ସୀମାନ୍ତବର୍ତ୍ତୀ ଗ୍ରାମ ଉପରକୁ ଗୁଳି ଚାଳନା କରିଛି । ଏହି ଗୁଳିଚାଳନା ଫଳରେ ଜଣେ ନାବାଳିକା ଗୁରୁତର ହୋଇଥିବା ବିଏସଏଫ୍‌ ସୂତ୍ରରୁ ଜାଣିବାକୁ ମିଳିଛି। ଆହତ ନାବାଳିକା…
ଅଧିକ ଖବର ଦେଖନ୍ତୁ...

ଜିଓର ନୂଆ ଅଫର୍‌: ପ୍ରତି ସେକେଣ୍ଡ୍‌ରେ ୧ ଜିବି ହେବ ଡାଉନ୍‌ଲୋଡ୍‌

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ୍‌ ଜିଓ ପୂରା ଟେଲିକମ୍‌ ବଜାରକୁ କବଜା କରିଛି। ଜିଓ ଆସିବା ପରେ ଇଣ୍ଟର୍‌ନେଟ୍‌ ଡାଟା ଶସ୍ତା ହେବା ସହ ଭଏସ୍‌ କଲିଙ୍ଗ୍‌ ଅଧିକାଂଶ ନେଟ୍‌ଓ୍ଵର୍କ୍‌ରେ ଫ୍ରି ମିଳୁଛି। ଏବେ ରିଲାଏନ୍ସ୍‌ ଜିଓ ଅତି ଶୀଘ୍ର ଆଉ ଏକ ବଡ଼ ଧମାକା କରିବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...

କ୍ୟାଟ୍‌ ଆଉ ଅନୁଷ୍କାଙ୍କ ସହ ଅଭିନୟ କରିବାକୁ ଚାହାନ୍ତି ନାହିଁ ଆମୀର୍‌!

ମୁମ୍ବାଇ: ଖୁବ୍‌ ଅଧିକ ଚଳଚ୍ଚିତ୍ର ନ କଲେ ବି ଦର୍ଶକଙ୍କୁ ଭଲ ଚଳଚ୍ଚିତ୍ର ଦେଉଥିବା ନାୟକଙ୍କ ମଧ୍ୟରେ ଅମୀର ଖାନ୍‌ ବେଶ୍‌ ଆଗୁଆ। ଏପରିକି ବର୍ଷକୁ ଥରେ ମାତ୍ର ମୁହଁ ଦେଖାଇ ଆମୀର ପାଲଟି ଯାଆନ୍ତି ସମସ୍ତଙ୍କ ପ୍ରିୟ। ‘ଥ୍ରି ଇଡିୟଟ୍‌ସ’, ‘ଗଜ୍‌ନୀ’, ‘ପିକେ’, ‘ଧୁମ୍‌-୩’ ଏବଂ ‘ଦଙ୍ଗଲ’ ଆଦି…
ଅଧିକ ଖବର ଦେଖନ୍ତୁ...

ଘରୋଇ ବସ୍‌ ଭଡ଼ା ବଢ଼ିଲା

ଭୁବନେଶ୍ୱର: ରାଜ୍ୟ ଭିତରେ ଚାଲୁଥିବା ସାଧାରଣ ବସ୍‌, ଏକ୍ସପ୍ରେସ, ଡିଲକ୍ସ ଓ ଡିଲକ୍ସ ଏସି ବସ୍‌ର ଭଡା ବଢିଛି । ଏହି ବର୍ଦ୍ଧିତ ବସ ଭଡା ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବସ୍‌ ବଢ଼ିଲା ପରେ ସାଧାରଣ ବସ୍‌ କିଲୋମିଟର ପ୍ରତି ୬୪ ପଇସା, ଏକ୍ସପ୍ରେସ୍‌…
ଅଧିକ ଖବର ଦେଖନ୍ତୁ...