Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Monthly Archives

November 2017

ଦୁଇ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ଉପରେ ବିଭିନ୍ନ ପ୍ରକାର ନିର୍ଯାତନା ସୀମା ଲଂଘୁଛି। ଦୋଷୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସ୍‌ ସଫଳତା ପାଉ ନାହିଁ। ଏନେଇ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ଆଜି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ପ୍ରମୋଦିନୀ ରାଉଳଙ୍କ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁ ଚାଲାଣ ବେଳେ ୮ନାବାଳିକା ବସ୍‌ଷ୍ଟାଣ୍ଡରୁ ଉଦ୍ଧାର

ରାୟଗଡା : ତାମିଲନାଡୁ ଚାଲାଣ ବେଳେ ରାୟଗଡା ପୁଲିସ ଗତକାଲି ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରୁ ୮ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି। ଉଦ୍ଧାର ନାବାଳିକା ନାବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡିଛି। ଗତକାଲି ରାତିରେ ଉଦ୍ଧାର ପରେ ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଦବିଲା ଗେଙ୍ଗୁଟି ନଦୀବନ୍ଧ

ଧାମନଗର : ବନ୍ୟା ପ୍ରବଣ ଧାମନଗର ବ୍ଲକରେ ଗୋଟିଏ ପରେ ଗୋଟିଏ ନଦୀବନ୍ଧ ଧସିବାରେ ଲାଗିଛି । କୋଚିଳା ନଦୀବନ୍ଧ ଧସିବାର ଦିନ କେଇଟା ପରେ ଆଜି ଗେଙ୍ଗୁଟି ଡାହାଣପାର୍ଶ୍ୱ ବନ୍ଧ ଧସି ବଡ ଧରଣର ଫାଟ ଦେଖାଦେଇଛି । ଭଦ୍ରକ-ଆଖଣ୍ଡଳମଣୀ ରାଜ୍ୟ ରାଜପଥର ଧୂଷୁରୀ ନିକଟସ୍ଥ ପତ୍ରିସାହି ଠାରେ ଆଜି…
ଅଧିକ ଖବର ଦେଖନ୍ତୁ...

ପଦ୍ମାବତୀ ବିବାଦ: ସଂସଦୀୟ ପ୍ୟାନେଲ୍‌ରେ ପକ୍ଷ ରଖିିଲେ ବଂଶାଲି, ଯୋଶୀ

ନୂଆଦିଲ୍ଲୀ: ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲିଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ପ୍ରତ୍ୟହ ନୂଆ ବିବାଦ ଓ ବିରୋଧ ମୁଣ୍ଡ ଟେକିବାରେ ଲାଗିଥିବା ବେଳେ ଆଜି ସଂସଦୀୟ କମିଟି ସମ୍ମୁଖରେ ବଂଶାଲି ଏବଂ ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ ଯୋଶୀ ତାଙ୍କର ପକ୍ଷ ରଖିଛନ୍ତି। ଯୋଶୀ ତାଙ୍କ ମତ…
ଅଧିକ ଖବର ଦେଖନ୍ତୁ...

୫ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର : କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଜି ୫ ଜଣ ଡାକ୍ତର ନିଲମ୍ବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେରର ଜଣେ ଓ ଜଗତ୍‌ସିଂହପୁରର ୪ ଜଣ ଡାକ୍ତର ଅଛନ୍ତି। ନିଲମ୍ବିତ ଡାକ୍ତରମାନେ ହେଲେ ତାଳଚେର ଏସ୍‌ଡିଏମ୍‌ଓ ଡା.ମୀନା କୁମାରୀ ଦ୍ୱାରୀ, ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର…
ଅଧିକ ଖବର ଦେଖନ୍ତୁ...

ବିଜେପିର ଫେସବୁକ୍‌ ଲୋକପ୍ରିୟତାକୁ ଟପିଗଲେ ହାର୍ଦ୍ଦିକ୍‌

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ଲାଗି ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ସୋସିଆଲ ମିଡିଆରେ ପରସ୍ପରକୁ ଟକ୍କର ଦେବାପାଇଁ ପ୍ରତିଦ୍ୱନ୍ଦ୍ୱିତା ଜାରି ରଖିଥିବାବେଳେ ଏବେ ବିଜେପି ଏବଂ କଂଗ୍ରେସ ଅପେକ୍ଷା ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ସୋସିଆଲ ମିଡିଆରେ ଅଧିକ ସମର୍ଥନ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ମହାବାତ୍ୟାର ରୂପ ନେଉଛି ‘ଓଖି’ ଝଡ଼

ନୂଆଦିଲ୍ଲୀ: ଭାରତ ମହାସାଗରରେ ସୃଷ୍ଟ ‘ଓଖି’ ଝଡ଼ ମହାବାତ୍ୟାର ରୂପ ନେଉଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ, ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ ତାମିଲନାଡୁ ଓ କେରଳର ଦକ୍ଷିଣ ଭାଗରେ ଅତି ପ୍ରବଳ ବର୍ଷା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପବନରେ ବିଶାଳ ଗଛ ସବୁ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କୁ କଂଗ୍ରେସ ନେତାଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଦଳର ସଭାପତି ପଦରେ ଆସୀନ ହେବାକୁ ନେଇ ଜୋର୍‌ସୋର ପ୍ରସ୍ତୁତି ଚାଲିଥିବା ବେଳେ ଦଳର ଯୁବନେତା ଶେହଯାଦ ପୁନାଓ୍ଵାଲା ସଭାପତି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି। ଅସଲରେ ଏହା ନିର୍ବାଚନ ନୁହେଁ, ଏକ ଚୟନ ଏବଂ ଗାନ୍ଧୀ ପରିବାର ସଦସ୍ୟଙ୍କ…
ଅଧିକ ଖବର ଦେଖନ୍ତୁ...

ନିଆଳିରେ ମେଣ୍ଢା ମୃତ୍ୟୁ ଘଟଣା : ପୁଣି ଜନ୍ତୁ ଖାଇଲା ୪ କଲିଜା

ନିଆଳି : ନିଆଳି ଅଞ୍ଚଳରୁ ଲୋପ ପାଇଯିବେ ମେଣ୍ଢା। ଏଭଳି ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି ମେଣ୍ଢା ଚାଷୀ। ଥମିବାର ନାଁ ନେଉନି ମେଣ୍ଢା ମୃତ୍ୟୁ। ମାର୍ଗଶୀର ଶେଷ ଗୁୁରୁବାର ଦିନ ମାଣ ବସାଇବା ପାଇଁ ଉଠିବା ବେଳକୁ ଗୁହାଳରେ ମରିପଡିପଡିଛନ୍ତି ୪ମେଣ୍ଢା।  ଆଜି ନିଆଳି ବ୍ଲକ୍‌ ବିଳାସୁଣୀ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଲୋଇସିଂହା: ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଲୋଇସିଂହା : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଉପରବାହାଲ ଗାଁର ସୁବାସ ଭୋଇ (୪୦) ନାମକ ଜଣେ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିଷ ପିଇଥିବା ଖବର ପାଇବା ପରେ ପରିବାର ବର୍ଗ ତାଙ୍କୁ ବଲାଙ୍ଗୀର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...