Daily Archives

November 1, 2017

ଚଣ୍ଡିଖମଣ ମନ୍ଦିର ପରିଚାଳନା ବିବାଦ : ପୂଜକଙ୍କୁ ଘୋଷାଡ଼ି ଆଣି ପିଟିଲେ

ଅନୁଗୁଳ : ଚଣ୍ଡିଖମଣ ଶିବ ମନ୍ଦିର ପରିଚାଳନାକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଆଜି ବିସ୍ଫୋରକ ରୂପ ନେଇଛି। ପୂଜକଙ୍କୁ ମନ୍ଦିର ଭିତରୁ ଘୋଷାଡ଼ି ଆଣି ଅମାନୁଷିକ ଭାବେ ମାଡ ମରାଯାଇଛି। ପୁଲିସ ବି ଆକ୍ରମଣରୁ ବାଦ୍‌ ପଡ଼ିନାହିଁ। ଉତ୍ତ୍ୟକ୍ତ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସାତ ଜଣ…
ଅଧିକ ଖବର ଦେଖନ୍ତୁ...

ପୁଣି ଅସୁସ୍ଥ କୁନ୍ଦୁଲି ପୀଡିତା

କୋରାପୁଟ :କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ପୀଡିିତା ପୁଣି ଅସୁସ୍ଥ ହୋଇ ପଡିଛନ୍ତି। ଆଜି ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଚିକିତ୍ସା କରାଯିବା ପରେ ମଧ୍ୟ ପୀଡିତାଙ୍କ ସ୍ୱାସ୍ଥ୍ୟରେ…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା : ଦୀର୍ଘମାସ ଧରି ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଆଜି ଖୋଲିଛି। ଆଜି ପ୍ରଥମ ଦିନରେ ମୋଟ ୧୦ଟି ଚାରିଚକିଆ ଯାନ ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିଛି। ମୋଟ ୫୯ ଜଣ ପ୍ରଥମ ଦିନରେ ଶିମିଳିପାଳ ବୁଲି ଫେରିଛନ୍ତି। ଶିମିଳିପାଳର…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରଥମ:ରାଜ୍ୟମାନଙ୍କ ସାମାଜିକ ପ୍ରଗତି ତାଲିକା ପ୍ରକାଶ

ନୂଆଦିଲ୍ଲୀ:ରାଜ୍ୟମାନଙ୍କ ସାମାଜିକ ପ୍ରଗତି ସମ୍ପର୍କିତ ତାଲିକାରେ ଓଡିଶାର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଦେଶର ୨୯ଟି ରାଜ୍ୟର ସାମାଜିକ ପ୍ରଗତି ସୂଚୀରେ ଓଡିଶା ୨୫ତମ ସ୍ଥାନରେ ରହିଛି। ନିକଟରେ କେନ୍ଦ୍ର ସରକାରଙ୍କ ଆର୍ଥିକ ଉପଦେଷ୍ଟା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ,ନିତି ଆୟୋଗର…
ଅଧିକ ଖବର ଦେଖନ୍ତୁ...

ହିମାଚଳ ବିଧାନସଭା ନିର୍ବାଚନ: ପ୍ରତିଶ୍ରୁତିର ବନ୍ୟା ଛୁଟାଇଛନ୍ତି ବିଜେପି, କଂଗ୍ରେସ

ନୂଆଦିଲ୍ଲୀ: ଗୁଜରାଟ୍‌ ଏବଂ ହିମାଚଳ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର ଅଭିଯାନ ଜୋର୍‌ଦାର ହୋଇଛି। ଭୋଟ୍‌ ହାତେଇବା ଲାଗି ଉଭୟ ଦଳ ପ୍ରତିଶ୍ରୁତିର ବନ୍ୟା ଛୁଟାଇଛନ୍ତି। ଆସନ୍ତା ନଭେମ୍ବର ୮ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ପାଣିରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ନୂଆସାହି : ରାସ୍ତା କାମ ପାଇଁ ମାଟି ଖୋଳି ଦେଇଥିଲେ। ଖାଲରେ ପାଣି ଜମିରହିଥିଲା। ସେହି ପାଣିରେ ପଡ଼ି ଆଜି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡ଼ଖଲାଡ଼ି ପଞ୍ଚାୟତ ଫୁଲବାଡ଼ିଆ (ଚତୁରିଘାଟି)ରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶିଶୁଦ୍ୱୟ ହେଲେ ଠୁମ୍ପୁ…
ଅଧିକ ଖବର ଦେଖନ୍ତୁ...

ନେହେରାଙ୍କୁ ବିଜୟ ଉପହାର ଦେଲେ କୋହଲି, ଭାରତ ଠାରୁ ନ୍ୟୁଜିଲାଣ୍ଡ ୫୩ ରନ୍‌ରେ ପରାସ୍ତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଆଶିଷ ନେହେରାଙ୍କୁ ବୁଧବାର ବିରାଟ କୋହଲି ବିଜୟ ଉପହାର ଦେଇଛନ୍ତି। ଭାରତ ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୫୩ ରନ୍‌ରେ ପରାସ୍ତ କରିଛି। ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଜସ୍‌ପି୍ରତ୍‌…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଭୁଜାଲିରେ ହାଣି ଲୁଟ୍‌

କରିଲୋପାଟଣା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତଳଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ଲୁଟ୍‌ପାଟ୍‌ କରିଛନ୍ତି। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ କାର୍ଯ୍ୟ କରୁଥିବା ହସ୍ପିଟାଲକୁ ମୋଦି ଉଦ୍‌ଘାଟନ କରିଥିଲେ

ନୂଆଦିଲ୍ଲୀ : ଗୁଜରାଟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଛକାପଂଝା ତୀବ୍ର ହୋଇଛି। ରାଜ୍ୟରେ ପ୍ରତ୍ୟେକଟି ଘଟଣାରେ ଉଭୟ ଦଳ ରାଜନୈତିକ ରଙ୍ଗ ବୋଳି ପରସ୍ପରକୁ ଦାୟୀ କରିବାରେ ଲାଗିଛନ୍ତି। ବୋମା ବିସ୍ଫୋରଣ ନେଇ ଯୋଜନା ପ୍ରସ୍ତୁତ କରିଥିବା…
ଅଧିକ ଖବର ଦେଖନ୍ତୁ...

୨୧୦ ମିଟର ଉଚ୍ଚତାକୁ ବଢ଼ିବ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ: ମୁମ୍ବାଇ ସମୁଦ୍ର ତଟରେ ୨୧୦ ମିଟର ଉଚ୍ଚତା ବିଶିଷ୍ଟ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନେଇ ମହାରାଷ୍ଟ୍ର ସରକାରଙ୍କ ଯୋଜନାକୁ ଆଜି ପରିବେଶ ମଞ୍ଜୁରି ମିଳିଛି। ଫଳରେ ନିର୍ମାଣ କାର୍ଯ୍ୟ ସରିଲେ ଏହା ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତିର ମାନ୍ୟତା ପାଇବ।…
ଅଧିକ ଖବର ଦେଖନ୍ତୁ...