Daily Archives

November 1, 2017

ବିଜେପିର ନୀତିଗତ ଆଦର୍ଶ କ’ଣ ଏବେ ରାଜ୍ୟବାସୀ ଜାଣିବେ: ବିଜେଡି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମାଲାର ତଦନ୍ତ ପାଇଁ ପୁଲିସ ବ୍ୟସ୍ତ ରହୁଥିବା ବେଳେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଜୋରଦାର ବିବାଦ ଦେଖିବାକୁ ମିଳୁଛି। ରାଜ୍ୟ ବିଜେପି ଜଣେ…
ଅଧିକ ଖବର ଦେଖନ୍ତୁ...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଗୁପଟିଲ୍‌ଙ୍କ ପରେ ମୁନରୋ ଆଉଟ୍‌, ନ୍ୟୁଜିଲାଣ୍ଡ ୨/୧୮

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ତା’ର ପ୍ରଥମ ଓ୍ଵିକେଟ ଭାବରେ ଓପନ୍‌ର ମାର୍ଟିନ ଗୁପଟିଲ୍‌(୪)ଙ୍କୁ ହରାଇବା ପରେ କୋଲିନ ମୁନରୋ ମଧ୍ୟ ପାଭଲିୟନକୁ ଫେରିଛନ୍ତି। ଯୁଜବେନ୍ଦ୍ର ଚହଳଙ୍କ ବଲ ହାର୍ଦିକ ପାଣ୍ଡ୍ୟାକୁ କ୍ୟାଚ ଦେଇ ଗୁପଟିଲ ପାଭଲିୟନକୁ ଫେରିଛନ୍ତି। ବିଜୟ ପାଇଁ ୨୦୩ ରନ୍‌ ଲକ୍ଷ୍ୟ ନେଇ ୨ୟ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଚାକିରି ପାଇବା ପାଇଁ ଗତବର୍ଷ ୫୦ ପ୍ରତିଶତ ଭାରତୀୟ ଲାଞ୍ଚ ଦେଇଥିଲେ

ନୂଆଦିଲ୍ଲୀ: ସମ୍ପ୍ରତି ଏକ ଅନ୍‌ଲାଇନ୍‌ ମଞ୍ଚ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ଗତବର୍ଷ ୫୦ ପ୍ରତିଶତ ଭାରତୀୟ ବିଭିନ୍ନ ସରକାରୀ ଚାକିରି ପାଇବା ପାଇଁ ଲାଞ୍ଚ ଦେଇଥିଲେ। ଏହି ସର୍ବେକ୍ଷଣରେ ଦେଶର ୨୦୦ଟି ସହରର ଲୋକଙ୍କୁ ସାମିଲ କରାଯାଇଥିଲା। ସର୍ବେକ୍ଷଣରୁ ରିପୋର୍ଟରୁ ଏହା…
ଅଧିକ ଖବର ଦେଖନ୍ତୁ...

ଧାଓ୍ଵନ-ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୨୦୩ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଓପନର ଶିଖର ଧାଓ୍ଵନ(୮୦) ଓ ରୋହିତ ଶର୍ମା(୮୦)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୩ ଓ୍ଵିକେଟ ହରାଇ ନିର୍ଦ୍ଧାରିତ ୨୦ଓଭରରେ ୨୦୨ରନ୍‌ ସଂଗ୍ରହ କରିଛି। ଫଳରେ ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ୨୦୩ ରନ୍‌ ଲକ୍ଷ୍ୟ ମିଳିଛି। ନୂଆଦିଲ୍ଲୀସ୍ଥିତ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ୩ଟି…
ଅଧିକ ଖବର ଦେଖନ୍ତୁ...

ଯାତ୍ରା ନାଟ୍ୟକାର ଅନନ୍ତ ଓଝାଙ୍କର ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ୧ଲକ୍ଷ ଟଙ୍କା

ଭୁବନେଶ୍ୱର: ବିଶିଷ୍ଟ ଯାତ୍ରା ନାଟ୍ୟକାର ଅନନ୍ତ ଓଝାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରିଛନ୍ତି। ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଯାତ୍ରା ନାଟ୍ୟକାର ଅନନ୍ତ ଓଝା କର୍କଟ…
ଅଧିକ ଖବର ଦେଖନ୍ତୁ...

ପୁଲିସକୁ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ: ଗୋଲକ ମହାପାତ୍ର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମାଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ଛତ୍ରପୁର ପୁଲିସ ବୁଧବାର ୨ୟ ଦଫାରେ ବୟାନ ରେକର୍ଡ କରିଛି। ଗୋଲକଙ୍କୁ ପୁଲିସ ୨ଟି ଯାକ ପର୍ଯ୍ୟାୟରେ ସମୁଦାୟ ୩ଘଣ୍ଟା ୧୩…
ଅଧିକ ଖବର ଦେଖନ୍ତୁ...