Daily Archives

November 2, 2017

ମୁସଲିମ୍‌ ଗୋ ଭକ୍ତଙ୍କ ୧୨୦୦୦ କିମି ପଦଯାତ୍ରା

ବାରାଣାସୀ: ଗୋ ରକ୍ଷାକୁ ନେଇ ହିଂସାକାଣ୍ଡ ଏବଂ ରାଜନୀତି ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଜଣେ ମୁସଲିମ୍‌ ନାଗରିକ ମହମ୍ମଦ ଫୈଜ୍‌ ଖାନ୍‌ ଗୋରକ୍ଷା ପାଇଁ ଯେଉଁ ଉପାୟ ଆପଣାଇଛନ୍ତି ତାହା ନିଶ୍ଚିତ ବିସ୍ମୟ ସୃଷ୍ଟି କରିଛି। ଗୋରକ୍ଷା ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲାଗି ସେ ୧୨୦୦୦…
ଅଧିକ ଖବର ଦେଖନ୍ତୁ...

ଫୋର୍ବସ୍‌ ଶକ୍ତିଶାଳୀ ମହିଳା ତାଲିକା: ଶୀର୍ଷରେ ମର୍କେଲ, ପଛକୁ ଥେରେସା

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ବାଣିଜ୍ୟ, ପୁଞ୍ଜିନିବେଶ, ବୈଷୟିକ ଜ୍ଞାନକୌଶଳ, ଉଦ୍ୟୋଗ, ନେତୃତ୍ୱ ଏବଂ ଜୀବନଶୈଳୀ ଉପରେ ବିଶେଷ ତର୍ଜ୍ଜମା କରୁଥିବା ପ୍ରଖ୍ୟାତ ଇଂରାଜୀ ପତ୍ରିକା ଫୋର୍ବସ ପକ୍ଷରୁ ୨୦୧୭ ମସିହା ପାଇଁ ବିଶ୍ୱର ସବୁଠୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ…
ଅଧିକ ଖବର ଦେଖନ୍ତୁ...

ସାମ୍ବାରେ ପାକ୍‌ ଗୁଳିରେ ବିଏସ୍‌ଏଫ୍‌ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀର ଅନ୍ତର୍ଗତ ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମା ନିକଟରେ ଆଜି ପାକ୍‌ ସେନା ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକ୍‌ ଗୁଳି ବର୍ଷା କରିବା ଦ୍ୱାରା ଏହାରକ ମୁକାବିଲା କରିବାକୁ ଯାଇ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇିଛନ୍ତି। ଜଣେ ବରିଷ୍ଠ ବିଏସ୍‌ଏଫ୍‌…
ଅଧିକ ଖବର ଦେଖନ୍ତୁ...

ଓଏଏସ ସନ୍ତୋଷିନୀ ସାହୁଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସନ୍ତୋଷିନୀ ସାହୁଙ୍କ ବିରୋଧରେ ଗୁରୁବାର ଓ୍ଵାରେଣ୍ଟ ଜାରି ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ତରଫରୁ ସନ୍ତୋଷିନୀଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରାଯାଇଛି। ସମନ ସତ୍ତ୍ୱେ କୋର୍ଟରେ ହାଜର ନ…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲର ୩ଜି ସେବା ବନ୍ଦ ହେବ !

ନୂଆଦିଲ୍ଲୀ: ଟେଲିକମ କମ୍ପାନି ଭାରତୀ ଏୟାରଟେଲ ତାର ୩ଜି ସେବା ଆଗାମୀ କିଛି ବର୍ଷରେ ବନ୍ଦ କରିବା ପାଇଁ ଯୋଜନା କରୁଛି ।ଏୟାରଟେଲର ଭାରତ ଓ ଦକ୍ଷିଣ ଏସିଆର ଏମଡ଼ି ଓ ସିଇଓ ଗୋପାଲ ବିଟ୍ଟଲଙ୍କ କହିବା ଅନୁସାରେ, ସେମାନେ ୩ଜି ଉପରେ ଟଙ୍କା ନିବେଶ କରିବା ବନ୍ଦ କରି ଦେଇଛନ୍ତି । ଏମିତିରେ ୩ ଜିରେ…
ଅଧିକ ଖବର ଦେଖନ୍ତୁ...

ଚୀନ ସୀମାରେ ଭାରତ ନିର୍ମାଣ କଲା ବିଶ୍ୱର ଉଚ୍ଚତମ ସଡ଼କ

ନୂଆଦିଲ୍ଲୀ: ଚୀନ ସୀମାରେ ପରିବହନ ବ୍ୟବସ୍ଥାକୁ ସୃଦୁଢ଼ କରିବା ପାଇଁ ଭାରତ ଲଦାଖରେ ବିଶ୍ୱର ସବୁଠାରୁ ଉଚ୍ଚ ସଡ଼କ ନିର୍ମାଣ କରିଛି। ଖାସ୍‌ କଥା ହେଉଛି, ଏହି ରାସ୍ତାରେ ଭାରୀଯାନ ସହ ମୋଟର ସାଇକେଲ ବି ଚଲା ଯାଇପାରିବ। ଯାନବାହନ ଚଳାଚଳ ସୁବିଧା ଥିବା ଏହି ସଡ଼କ ସୀମାନ୍ତ ଅଞ୍ଚଳରେ ପରିବହନ ଓ…
ଅଧିକ ଖବର ଦେଖନ୍ତୁ...

ହ୍ୟାକ୍‌ରଙ୍କ କବଳରୁ ଆପଣଙ୍କ ଫୋନ୍‌କୁ ସୁରକ୍ଷା ତେବେ ଏହି ତିନିଟି ସେଟିଙ୍ଗ,ପରୀକ୍ଷା କରି ଦେଖନ୍ତୁ

ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ସ୍ମାର୍ଟଫୋନ । ଅଧିକାଂଶ ବ୍ୟକ୍ତି ମୋବାଇଲରେ ବିଭିନ୍ନ ବ୍ୟକ୍ତିଗତ ଡାଟା ମଧ୍ୟ ରଖିଥିବା ବେଳେ ତଥ୍ୟ ଚୋରି ହୋଇଥିବାର କଥା ସାମ୍ନାକୁ ଆସିଛି । ଏପରିକି ବିଭିନ୍ନ ସମୟରେ ସାଇବର ଆଟାକ ହେଉଥିବାର ଘଟଣା ଶୁଣିବାକୁ ମିଳୁଛି। ଏଣିକି ଆପଣଙ୍କ ଫୋନରେ ୩ଟି ଏପରି…
ଅଧିକ ଖବର ଦେଖନ୍ତୁ...

ଧାନ ଫସଲ ନଷ୍ଟ ଓ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ରାଜନୀତି ତେଜିଲା, ଆସନ୍ତାକାଲି କଂଗ୍ରେସ-ବିଜେଡ଼ିର ଆନ୍ଦୋଳନ

ଭୁବନେଶ୍ୱର: ଗତ ୩ ଦିନ ଭିତରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଚାଷୀମାନଙ୍କ ଦ୍ୱାରା ଧାନ ଫସଲ ନଷ୍ଟ କରାଯିବା ପରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ବିରୋଧ କରି ଶୁକ୍ରବାର ଅନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କୃଷକ…
ଅଧିକ ଖବର ଦେଖନ୍ତୁ...