Daily Archives

November 3, 2017

ଚାରିଟି ଡିମ୍‌ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଇଞ୍ଜିନିୟରିଂ ଡିଗ୍ରୀ ବାତିଲ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୧ରୁ ୪ଟି ଡିମ୍‌ଡ ବିଶ୍ୱବିଦ୍ୟାଳୟ- ଜେଆରଏନ ରାଜସ୍ଥାନ ବିଦ୍ୟାପୀଠ, ଇନଷ୍ଟିଚ୍ୟୁଟ୍‌ ଅଫ ଆଡଭାନ୍ସଡ ଷ୍ଟଡିିଜ୍‌ ଇନ ଏଜୁକେସନ ରାଜସ୍ଥାନ, ଆହ୍ଲାବାଦ୍‌ ଏଗ୍ରିକଲଚର ଇନଷ୍ଟିଚ୍ୟୁଟ୍‌ ଏବଂ ତାମିଲନାଡ଼ୁର ବିନାୟକ ମିଶନ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ପତ୍ର ମାଧ୍ୟମ ପାଠ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ଏନଟିପିସି ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୩୨ ଛୁଇଁଲା

ରାଏବରେଲି: ଉତ୍ତରପ୍ରଦେଶ ରାଏବରେଲିରେ ଏନଟିପିସି ପାଓ୍ଵାର ପ୍ଲାଣ୍ଟ୍‌ରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ତେବେ ଦୁର୍ଘଟଣା ସ୍ଥଳରୁ ଆସିଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାଯାଇଛି ଯେ ସୁରକ୍ଷା ନିୟମ ଭଙ୍ଗ ହୋଇଥିବା ହେତୁ ବିସ୍ଫୋରଣ ହୋଇଛି। ଏନଟିପିସି ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ବାରୁଦ ନିଆଁରେ ୪ ଶିଶୁ ଗୁରୁତର

ଚଣ୍ଡିଖୋଲ : ବାରୁଦରେ ନିଆଁ ଲଗାଉଥିବା ବେଳେ ପୋଡ଼ିଯାଇ ୪ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବଡ଼ଚଣା ବ୍ଲକ ଗୋପାଳପୁର ପଞ୍ଚାୟତ କଳାଶ୍ରୀ…
ଅଧିକ ଖବର ଦେଖନ୍ତୁ...

ହିନ୍ଦି ଲେଖିକା କୃଷ୍ଣା ସୋବ୍‌ତିଙ୍କୁ ଜ୍ଞାନପୀଠ

ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟରେ ଅନବଦ୍ୟ ଅବଦାନ ପାଇଁ ପ୍ରଖ୍ୟାତ ଲେଖିକା କୃଷ୍ଣା ସୋବତିଙ୍କୁ ୨୦୧୭ ମସିହାର ୫୩ ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ତାଙ୍କ ଦ୍ୱାରା ରଚିତ ପୁସ୍ତକ ‘ଜିନ୍ଦଗିନାମା’ରେ ପଞ୍ଜାବ ଗ୍ରାମାଞ୍ଚଳ ଜୀବନର ନିଚ୍ଛକ ଉପସ୍ଥାପନା ପାଇଁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଫସିଲେ ସାହାଡ଼ା ପିଇଓ

ବାଲେଶ୍ୱର/ଗାନ୍ଧିଛକ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତିମ ପର୍ଯ୍ୟାୟ ବିଲ ପାଶ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଗିରଫ ଅଧିକାରୀ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସାହାଡ଼ା ପିଇଓ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା

ପାରାଦୀପ : ପାରାଦୀପଠାରେ କଳିଙ୍ଗ ବାଲିଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ କହିଛନ୍ତି ଯେ, ବାଲିଯାତ୍ରା ହେଉଛି ଓଡ଼ିଆ ସଂସ୍କୃତିର ଏକ ପରିଚୟ। ଯାହାକି,…
ଅଧିକ ଖବର ଦେଖନ୍ତୁ...

ବିଷ ପିଇ ଜୀବନ ହାରିଲେ ଚାଷୀ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଲେମ୍ବୁପାଳ ଗାଁ’ରେ ଜଣେ କ୍ଷୁଦ୍ରଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ନାଁ ବାସୁ ହେମ୍ବ୍ରମ୍‌ (୪୮)। ଗତ ୩୧ ତାରିିଖ ରାତିରେ ଘରେ ବିଷ ପିଇ ଗୁରୁତର ହୋଇପଡିବା ପରେ ବାସୁଙ୍କୁ ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ଆଇଟିଆରରେ ଗ୍ଲାଇଡ୍‌ ବମ୍‌ର ପରୀକ୍ଷା ସଫଳ

ବାଲେଶ୍ୱର : ଆଜି ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଚାନ୍ଦିପୁର ସମନ୍ଵିତ ପରୀକ୍ଷଣ କେନ୍ଦ୍ର ବା ଆଇଟିଆରରେ ସଫଳତାର ସହ ପରୀକ୍ଷା ହୋଇଛି ଗ୍ଲାଇଡ୍‌ ବମ୍‌। ଭାରତୀୟ ବାୟୁସେନାର ଯୁଦ୍ଧ ବିମାନରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଗ୍ଲାଇଡ୍‌ (ବିମାନରୁ ଅବତରଣ…
ଅଧିକ ଖବର ଦେଖନ୍ତୁ...

ଗହୀରମଥାରୁ ୪ ଟ୍ରଲର ଜବତ, ୧୬ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍‌ ଭାବେ ମାଛ ଧରୁଥିବା ୪ଟି ଟ୍ରଲର ଜବତ କରାଯାଇଛି। ଏଥିରେ ଥିବା ୧୬ଜଣ ମତ୍ସ୍ୟଜୀବୀଙ୍କୁ ବନବିଭାଗ ଗିରଫ କରିଛି। ଗହୀରମଥା ବନାଞ୍ଚଳ ଅଧିକାରୀ ସୁବ୍ରତ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଗହୀରମଥା ନିଷିଦ୍ଧାଞ୍ଚଳ ମଧ୍ୟରେ ପଇଁତରା…
ଅଧିକ ଖବର ଦେଖନ୍ତୁ...

ଅଷ୍ଟମ ଶ୍ରେଣୀର ଛାତ୍ର କଲେ କମାଲ : ୪୫୦୦ ବର୍ଗ ଫୁଟ ସ୍ଥାନରେ ଫଳାଇଲେ୮୦୦ କିଲୋଗ୍ରାମ ଝୁଡଙ୍ଗ

କୋଚି: ଯେଉଁ ବୟସରେ ସାଧାରଣତଃ ପିଲାମାନେ ଖେଳକୁଦ ଓ ସାଙ୍ଗମାନଙ୍କ ସାହ ବୁଲିବାକୁ ପସନ୍ଦ କରିଥାନ୍ତି। ସେହି ବୟସରେ କେରଳର ପେରିନଥାଲମାନାର ପୁଲାମନଥୋଲେ ଗ୍ରାମର ଅଷ୍ଟମ ଶ୍ରେଣୀର ଛାତ୍ର ଅଭିଲାଲଙ୍କୁ ଭଲ ଲାଗେ ଚାଷ କରିବା। ତେଣୁ ସେ ଘରର ମାଲିକାନାରେ ଥିବା ୪୫୦୦ ବର୍ଗ ଫୁଟ୍‌ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...