Daily Archives

November 3, 2017

‘ଓ୍ଵାର୍ଲଡ  ଫୁଡ୍‌ ଇଭେଣ୍ଟ’ରେ ୮୦୦କେ.ଜିର ଖିଚ୍‌ଡି ରୋଷେଇ କଲେ ସେଫ୍‌ ସଂଜୀବ୍‌ କପୁର!

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ଆରମ୍ଭ ହୋଇଥିବା‘ଓ୍ଵାର୍ଲଡ  ଫୁଡ୍‌ଇଭେଣ୍ଟ’ରେ ୮୦୦ କିଲୋଗ୍ରାମର ଖିଚ୍‌ଡି ରୋଷେଇ କରିଛନ୍ତି ଭାରତର ପ୍ରସିଦ୍ଧ ସେଫ୍‌ ସଂଜୀବ୍‌ କପୁର । ଖିଚ୍‌ଡିକୁ ଇଣ୍ଡିଆର ବ୍ରାଣ୍ଡ ଫୁଡ୍‌ କରିବା ପାଇଁ ସଂଜୀବ କପୁର ଏହି ପ୍ରୟାସ କରିଛନ୍ତି । ଏହାକୁ ତିଆରି କରିବା ପାଇଁ ୧୦୦୦…
ଅଧିକ ଖବର ଦେଖନ୍ତୁ...

୧୧ ବର୍ଷର ନାବାଳକ ସହିତ ୩୬ ବର୍ଷୀୟ ମହିଳା ରଖିଥିଲେ ଶାରୀରିକ ସମ୍ପର୍କ, ହେଲା ୧୫ବର୍ଷ ଜେଲ

ବ୍ରିଟେନ୍‌ : ବ୍ରିଟେନ୍‌ ମାଞ୍ଚେଷ୍ଟରର ଜଣେ ମହିଳାଙ୍କୁ ଜଣେ ୧୧ବର୍ଷର ନାବାଳକ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଅପରାଧରେ କୋର୍ଟ ୧୫ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, ୩୬ ବର୍ଷୀୟା ଡାନ୍‌ ଡେଭିସଙ୍କ ବିରୋଧରେ ଅଭିଯୋଗ ଥିଲା କି, ସେ ୧୧ବର୍ଷର ଜଣେ…
ଅଧିକ ଖବର ଦେଖନ୍ତୁ...

 ‘ପଦ୍ମାବତୀ’କୁ ନେଇ ଥମୁନି ବିବାଦ: ଚିତ୍ତୋରଗଡ଼ଠାରେ ବଡ଼ ଧରଣର ବିକ୍ଷୋଭ

ଗାନ୍ଧୀନଗର: ଚଳିତବର୍ଷ ଡିସେମ୍ବର ପହିଲାରେ ମୁକ୍ତିଲାଭ କରିବାକୁ ଥିବା ସଞ୍ଜୟଲୀଲା ଭଂସାଲିଙ୍କ ନିର୍ମିତ ଚଳଚ୍ଚତ୍ର ‘ପଦ୍ମାବତୀ’କୁ ନେଇ ବିବାଦ ଥମିବାର ନାଁ ଧରୁନି। ଏହି ଚଳଚ୍ଚିତ୍ର ସଂପର୍କରେ ଘୋଷଣା ହେବା ପରଠାରୁ ହିଁ ଚଳଚ୍ଚିତ୍ରକୁ ନେଇ ଗଣମାଧ୍ୟମ ବେଶ୍‌ ସକ୍ରିୟ। ରାଜସ୍ତାନରେ ଏହି…
ଅଧିକ ଖବର ଦେଖନ୍ତୁ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ମରଣୀୟ କ୍ୟାଚକୁ ପ୍ରଶଂସା କଲେ ଏମ୍‌ଏସ୍‌ ଧୋନି

ନୂଆଦିଲ୍ଲୀ: ଶାନ୍ତ ଭାବମୂର୍ତ୍ତି ପାଇଁ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱ କ୍ରିକେଟରେ ଭଲ ଭାବରେ ଜଣାଶୁଣା। ଧୋନିଙ୍କର ଏମିତି ଏକ ଦୃଶ୍ୟକୁ ନୂଆଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ନଭେମ୍ବର ୧ରେ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ରେ…
ଅଧିକ ଖବର ଦେଖନ୍ତୁ...

ହାତରେ ମଦ ବୋତଲ ଧରି ଯୁବତୀଙ୍କ ସହିତ ଅନ୍ତରଙ୍ଗ ମୁଦ୍ରାରେ ତେଜଶ୍ୱୀ ଯାଦବଙ୍କ ଫଟୋ ଏବେ ଭାଇରାଲ୍‌

ପାଟନା: ବିହାରରେ ମଦକୁ ନେଇ ଆରଜେଡି ଓ ଜେଡିୟୁ ମଧ୍ୟରେ କଥା କଟାକଟି ଚାଲିଛି। ବୁଧବାର ଲାଲୁ ପ୍ରସାଦ ଅଭିଯୋଗ କରିଥିଲେ କି ଜେଡିୟୁର ସମସ୍ତ ପ୍ରବକ୍ତା ନିଜ ନିଜ ଘରେ ମଦ ରଖିଛନ୍ତି। ଲାଲୁଙ୍କ ପରେ ପରେ ତାଙ୍କ ସାନ ପୁଅ ତେଜଶ୍ୱୀ ଯାଦବ ଗୁରୁବାର ପୁଣିଥରେ ଜେଡିୟୁ ବିରୋଧରେ ଅଭିଯୋଗ ଆଣି…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ଡ୍ରାଇଭର ପିଚ ଉପରକୁ ମଡାଇ ଆଣିଲା ଗାଡି, ଗମ୍ଭୀର, ଇଶାନ୍ତ ଓ ଋଷଭ ହୋଇଗଲେ ଅବାକ

ନୂଆଦିଲ୍ଲୀ: ଦିଲ୍ଲୀର ପାଲାମ୍‌ ବିମାନ ବନ୍ଦର ଅଞ୍ଚଳରେ ଥିବା ଏୟାର ଫୋର୍ସ ଗ୍ରାଉଣ୍ଡରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ବଡ଼ ଧରଣର ସୁରକ୍ଷା ବିଚ୍ୟୁତି। ଦିଲ୍ଲୀ ଓ ଉତ୍ତର ପ୍ରଦେଶ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ ସମୟରେ ଜଣେ ନିଶାସକ୍ତ ଯୁବକ ତୀବ୍ର ବେଗରେ କାର ଚଳାଇ ପଡ଼ିଆ ଭିତରକୁ…
ଅଧିକ ଖବର ଦେଖନ୍ତୁ...