Daily Archives

November 4, 2017

ଅମୁଲ ଓଡ଼ିଶାରେ ନିବେଶ କରିବ ୨୫୦ କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର: ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଅମୁଲ୍‌) ଓଡ଼ିଶାରେ ଆସନ୍ତା କିଛିମାସ ମଧ୍ୟରେ ୨୫୦ କୋଟି ଟଙ୍କା ନିବେଶ କରିବ। ନୂଆଦିଲ୍ଲୀଠାରେ ଆୟୋଜିତ ଓ୍ଵାର୍ଲଡ ଫୁଡ୍‌ ଇଣ୍ଡିଆ-୨୦୧୭ରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି ଅମୁଲର ପରିଚାଳନା ନିର୍ଦେଶକ ଆର୍‌. ଏସ୍‌.…
ଅଧିକ ଖବର ଦେଖନ୍ତୁ...

ଆଧାର ଯୋଗୁଁ ଧରାପଡ଼ିଛନ୍ତି ୫ କୋଟି ନକଲି ହିତାଧିକାରୀ

ନୂଆଦିଲ୍ଲୀ: ଦେଶରେ ଆଧାରକାର୍ଡକୁ ବିଭିନ୍ନ ଯୋଜନା ସହିତ ଯୋଡ଼ାଯିବା ଦ୍ୱାରା ୫ କୋଟି ନକଲି ହିତାଧିକାରୀଙ୍କୁ ଧରାଯାଇଛି। ଏହା କହିଛନ୍ତି କେନ୍ଦ୍ର ରେଳ ଓ କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲ। ଏମାନଙ୍କ ମଧ୍ୟରେ ସାଢ଼େ ୩ କୋଟି ନକଲି ଏଲ୍‌ପିଜି ସଂଯୋଗ ନେଇଥିବା ବ୍ୟକ୍ତି ଧରା ପଡ଼ିଥିବାବେଳେ ୧ କୋଟି…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିିଳିବ ଏସ୍‌ଏମ୍‌ଏସ୍‌

ନୂଆଦିଲ୍ଲୀ: ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ୍‌ ଯଦି ଘଣ୍ଟାଏରୁ ଅଧିକ ସମୟ ବିଳମ୍ବ ହୁଏ ତାହେଲେ ଏହାର ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଏସ୍‌ଏମ୍‌ଏସ୍‌ ପଠାଯିବ। ଶନିବାରଠାରୁ ନୂଆ ବ୍ୟବସ୍ଥାକୁ ରେଳବାଇ କାର୍ଯ୍ୟକାରୀ କରିଛି ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏବେ ଉପରୋକ୍ତ…
ଅଧିକ ଖବର ଦେଖନ୍ତୁ...

କୀଟନାଶକ ପ୍ରଭାବରେ ଦୁଇ ଚାଷୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବୁର୍ଲା/ଅତାବିରା/ଥୁଆପାଲି : ଜମିରେ ସିଂଚନ କରୁଥିବା ବେଳେ ଦୁଇଟି ପୃଥକ ଘଟଣାରେ ଦୁର୍ଭାଗ୍ୟ ବଶତଃ କୀଟନାଶକ ଔଷଧ ସଂସ୍ପର୍ଶରେ ଆସିବା ଫଳରେ ଦୁଇ ଜଣ ଚାଷୀଙ୍କ ଶନିବାର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରଥମ ଘଟଣାଟି ହେଉଛି ବରଗଡ଼…
ଅଧିକ ଖବର ଦେଖନ୍ତୁ...

ରାସୋଳରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌

ରାସୋଳ : ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଇଲାକାରୁ ଧରାପଡିଛନ୍ତି ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌। କଟକ ଜିଲ୍ଲା ଚୌଦ୍ୱାର ଥାନା ପୁଲିସ ଓ ରାସୋଳ ଥାନା ପୁଲିସ ମିଳିତ ଭାବେ ଆଜି ଚଢ଼ାଉ କରି ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତ କଦଳୀପାଳ ଗ୍ରାମର ସଦା ନାଏକଙ୍କୁ ଗିରଫ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ନିଆଁରେ ପୋଡି ହୋଇ ୨ ବର୍ଷର ଶିଶୁ ଗୁରୁତର

ନୂଆପଡ଼ା : ନୂଆପଡ଼ା ବ୍ଲକ୍‌ ଅନ୍ତର୍ଗତ ମାଗୁରପାଣି ଗାଁ’ରେ  ଆଜି ସନ୍ଧ୍ୟାରେ ନିଆଁରେ ପୋଡି ହୋଇ ଜଣେ ୨ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି।ତାଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରରୁ ପ୍ରକାଶ ଯେ, ମାଗୁରପାଣି ଗାଁ’ର ଚନ୍ଦ୍ରକୁମାର ରାଉତଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ଆମେରିକାକୁ ଉତ୍ତର କୋରିଆର ପୁଣି ଧମକ

ସିଓଲ୍‌(ଦକ୍ଷିଣ କୋରିଆ): ଆମେରିକା ରାଷ୍ଟ୍ରପତି ଡୋଲାଲ୍ଜ ଟ୍ରମ୍ପ୍‌ଙ୍କ ୫ ରାଷ୍ଟ୍ରୀୟ ଏସିଆ ଗସ୍ତର ଅବ୍ୟବହିତ ପୂର୍ବରୁ ଉତ୍ତର କୋରିଆ ପୁଣି ଧମକ ଦେଇଛି। ବିଭିନ୍ନ ରାଷ୍ଟ୍ର ମାଧ୍ୟମରେ ଯେତେ ଚାପ ପକାଇଲେ ବି ଉତ୍ତର କୋରିଆ ତା’ର ପରମାଣୁ ଅସ୍ତ୍ରଶସ୍ତ୍ର ଆହରଣ ଯୋଜନା ଜାରି ରଖିବ। ଏପରିକି…
ଅଧିକ ଖବର ଦେଖନ୍ତୁ...

ଫିଲ୍ଡ ମାର୍ଶାଲ୍‌ କେଏମ୍‌ କାରିଆପା ଭାରତ ରତ୍ନର ହକ୍‌ଦାର : ବିପିନ ରାଓ୍ଵତ

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ କମାଣ୍ଡର-ଇନ୍‌-ଚିଫ୍‌ ତଥା ଫିଲ୍ଡ ମାର୍ଶାଲ କେଏମ୍‌ କାରିଆପା ଭାରତ ରତ୍ନର ହକ୍‌ଦାର। ସେ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ବୋଲି ଆଜି ସେନାମୁଖ୍ୟ ବିପିନ୍‌ ରାଓ୍ଵତ କହିଛନ୍ତି। ଖୁବ୍‌ଶୀଘ୍ର ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ୍‌ଙ୍କ ମାରାଥନ ଏସିଆ ଗସ୍ତ:୫ଟି ରାଷ୍ଟ୍ରରେ କଟାଇବେ ୧୧ ଦିନ

ଓ୍ଵାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମାରାଥନ ଏସିଆ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଟ୍ରମ୍ପ୍‌ଙ୍କ ଏହି ଗସ୍ତ ୧୧ ଦିନ ବ୍ୟାପୀ ଜାରି ରହିବ ଏବଂ ଏହି ଅବସରରେ ସେ ୫ଟି ରାଷ୍ଟ୍ର ଜାପାନ, ଦକ୍ଷିଣ କୋରିଆ, ଚୀନ୍‌, ଭିଏତନାମ ଏବଂ ଫିଲିପାଇନ୍‌ସ ଗସ୍ତ କରିବେ। ଟ୍ରମ୍ପ୍‌…
ଅଧିକ ଖବର ଦେଖନ୍ତୁ...

ନ୍ୟୁଜିଲାଣ୍ଡ ଠାରୁ ୪୦ରନ୍‌ରେ ଭାରତ ପରାସ୍ତ, ୧-୧ରେ ଶୃଙ୍ଖଳା

ରାଜକୋଟ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୬୫) ଓ ମହେନ୍ଦ୍ର ସିଂହ ଧୋନି(୪୯)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଶନିବାର ନ୍ୟୁଜିଲାଣ୍ଡ ଠାରୁ ଭାରତ ୪୦ ରନ୍‌ରେ ପରାସ୍ତ ହୋଇଛି। ଦ୍ୱିତୀୟ ପାଳିରେ ୧୯୭ ରନ୍‌ ବିଜୟ…
ଅଧିକ ଖବର ଦେଖନ୍ତୁ...