Daily Archives

November 4, 2017

ଆହ୍ଲାବାଦ୍‌ରୁ ସେନା ଆମ୍ବୁଲାନ୍ସ ଚୋରି କରି ଯବାନ ଧରା ପଡ଼ିଲେ 

ନୂଆଦିଲ୍ଲୀ: ଦେଶବାସୀଙ୍କ ସୁରକ୍ଷା ଲାଗି ନିୟୋଜିତ ହୋଇଥିବା ଯବାନ ଯଦି ଚୋରି କରିବେ ତେବେ ତା’ଠାରୁ  ଲଜ୍ଜା ଆଉ କିଛି ନାହିଁ। ତେବେ ସବୁଠାରୁ ବଡ଼ ବିସ୍ମୟ  ହେଉଛି ଯବାନ ସେନା ଆମ୍ବୁଲାନ୍ସ ଚୋରି କରିବା। ଜଣେ ସେନା ଯବାନ ଆଜି ଆହ୍ଲାବାଦରୁ ସେନା ଆମ୍ବୁଲାନ୍ସ ଚୋରି କରି ପୁଲିସ ହାତରେ ଧରା…
ଅଧିକ ଖବର ଦେଖନ୍ତୁ...

ଡଙ୍ଗା ଆଣିବା ବେଳେ ଭାସିଗଲା ନାବାଳକ

ତିହିଡି : ପବିତ୍ର ରାସ ପୂର୍ଣ୍ଣିମାରେ ଲୋକେ ଡଙ୍ଗା ଭସାଇ ଆନନ୍ଦ ଉପଭୋଗ କରୁଥିବା ବେଳେ ତିହିଡି ବ୍ଲକ ଦୋଳସାହି ପଞ୍ଚାୟତ ଅନ୍ତର୍ଗତ ତଳଗାଜିପୁର ଗାଁ ଲୋକଙ୍କ ମନରେ ବିଷାଦ ଖେଳି ଯାଇଛି। ଗାଁର ଜଣେ ନାବାଳକ ନଦୀରେ ଭାସୁଥିବା ଡଙ୍ଗା ଆଣିବାକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଛି। ଏହି ଘଟଣା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ପାଳନ କଲେ ବୋଇତ ବନ୍ଦାଣ ଉତ୍ସବ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏନ୍‌ସିଆର୍‌ ଅଂଚଳରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ବୋଇତ ବନ୍ଦାଣ ଉତ୍ସବ ପାଳିଛନ୍ତି। ଭୋର୍‌ରୁ ଶ୍ରଦ୍ଧାଳୁମାନେ ଯୁମନା ନଦୀ କୂଳରେ ଡଙ୍ଗା ଭସାଇଥିଲେ। ପ୍ରବାସୀ ଓଡ଼ିଆ ସଂଗଠନ ‘ଓଡ଼ିଆ ପୁଅ’ ଓ ବାଳ ଜାଗୃତି ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇରେ ବର୍ଷା ବିତ୍ପାତ, ୧୨ ମୃତ

ଚେନ୍ନାଇ: ଲଗାଣ ବର୍ଷାରେ ଚେନ୍ନାଇରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସହରର ଅଧାଅଧିକ ଅଂଚଳ ଜଳବନ୍ଦୀ ହୋଇ ରହିଛି। ଗତ ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବର୍ଷା ଏବେ ଲୋକଙ୍କ ପାଇଁ ଘୋର ସଙ୍କଟର କାରଣ ହୋଇଛି । ବର୍ଷା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସହରର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଖାଦ୍ୟ ବଜାରରେ ଅନ୍ତର୍ଜାତୀୟ କମ୍ପାନି ବିନିଯୋଗ କରିବେ ୬୮,୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଆଇଟିସି, ପେପ୍‌ସି, ପତଞ୍ଜଳି, କୋକା-କୋଲା ଏବଂ ଅନ୍ୟ ଘରୋଇ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନିମାନେ ଭାରତର ଖାଦ୍ୟ ଓ କୃଷି କ୍ଷେତ୍ରରେ ୬୮,୦୦୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ବିଶ୍ୱ ଖାଦ୍ୟ ୨୦୧୭ ଭାରତ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ୩…
ଅଧିକ ଖବର ଦେଖନ୍ତୁ...

ଧାନ ଫସଲରେ ନିଆଁ ଲଗାଇଲେ ଚାଷୀ 

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ରୋଗପୋକର ପ୍ରଭାବ ଅଣାୟତ୍ତ ହେବା ପରେ ଚକଡ଼ା ପୋକ ପ୍ରଭାବରେ ଚାଷୀ ଅତିଷ୍ଠ ହୋଇ ଶେଷରେ କୃଷି ବିଭାଗ ଉପରେ ଆକ୍ରୋଶ ପ୍ରଦର୍ଶନ ପୂର୍ବକ  ନିଜର ଉଜୁଡ଼ା ଚାଷରେ ନିଆଁ ଲଗାଇବା ଘଟଣା ଏଠାରେ କୃଷି ବିଭାଗର ପାରିବା ପଣିଆକୁ ପଦାରେ ପକାଇ ଦେଇଛି।…
ଅଧିକ ଖବର ଦେଖନ୍ତୁ...

କୁକୁର ସାଜିଲା ରକ୍ଷକ: ବଳାତ୍କାରୀ କବଳରୁ ବଞ୍ଚିଲେ ମହିଳା

ନୂଆଦିଲ୍ଲୀ : କୁକୁର ସାଜିଲା ରକ୍ଷକ । ପ୍ରାଣୀମାନଙ୍କ ମଧ୍ୟରେ କୁକୁର ସବୁଠାରୁ ବିଶ୍ୱସ୍ତ ବୋଲି କୁହାଯାଏ। ମୁନୀବ ପ୍ରତି କୁକୁରର ନିଷ୍ଠାର ଅନେକ କାହାଣୀ ରହିଛି। ପୁଣି ଦେଖିବାକୁ ମିଳିଛି ଏପରି ଏକ ଉଦାହରଣ। ଇଂଲଣ୍ଡରେ ଏକ ପୋଷା କୁକୁର ତାର ମାଲିକାଣୀକୁ ବଳାତ୍କାରୀ ମୁହଁରୁ ବଞ୍ଚାଇଛି ।…
ଅଧିକ ଖବର ଦେଖନ୍ତୁ...

କମିସନରେଟ ପୁଲିସ୍‌ର ତତ୍ପରତା ହେତୁ ମାଆଙ୍କ ଶେଷ ଉପହାର ବାଇକ୍‌ ଫେରି ପାଇଲେ ପୁଅ

ହଜି ଯାଇଥିବା ସାମଗ୍ରୀ ମିଳିବା ବହୁତ କଷ୍ଟ। ହୁଏତ, ଆପଣଙ୍କ ଭିତରୁ ଅନେକ, ହଜି ଥିବା ସାମଗ୍ରୀ ଆଉ କେବେ ଫେରି ପାଇନଥିବେ। ସିଏ ବାଇକ୍‌ ହେଉ ବା ସୁନା ଗହଣା। କିନ୍ତୁ ପ୍ରଥମ ଥର ପାଇଁ କମିସନରେଟ୍‌ ପୁଲିସ୍‌ ଫେରାଉଛି ଚୋରି ହୋଇଥିବା ସାମଗ୍ରୀ। ହଜି ଯାଇଥିବା ସାମଗ୍ରୀକୁ ଖୋଜି ବାହାର କରିବା…
ଅଧିକ ଖବର ଦେଖନ୍ତୁ...

ଶୃଙ୍ଖଳା ବିଜୟ ପାଇଁ ଭାରତକୁ ମିଳିଲା ୧୯୭ରନ୍‌ ବିଜୟ ଲକ୍ଷ୍ୟ

ରାଜକୋଟ: କୋଲିନ ମୁନରୋ(ଅପରାଜିତ ୧୦୯)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୨ଓ୍ଵିକେଟ ହରାଇ ୧୯୬ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ମ୍ୟାଚ ବିଜୟ ପାଇଁ ୧୯୭ ରନ୍‌ ଲକ୍ଷ୍ୟ ମିଳିଛି। ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ…
ଅଧିକ ଖବର ଦେଖନ୍ତୁ...