Daily Archives

November 6, 2017

୯୦ପ୍ରତିଶତରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ଏବେ ମିଳିମିଳା ପାଇଁ ରୁବେଲା ଟିକା, ଜାପାନିଜ୍‌ ଏନକାଫିଲିଟ୍ସ ଓ ମିସନ ଇନ୍ଦ୍ରଧନୁଷ ଜରିଆରେ ଟିକାକରଣ କରାଯାଇଛି। ତେବେ ରାଜ୍ୟର ଅନେକ ଅଞ୍ଚଳରେ ଟିକାକରଣ ପ୍ରତିଶତ ଆଶାଜନକ ନୁହେଁ। ତେଣୁ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳଠାରୁ ଆରମ୍ଭ କରି ସମସ୍ତ ଅଞ୍ଚଳରେ ୯୦ପ୍ରତିଶତରୁ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ କରୁଣାନିଧିଙ୍କୁ ଭେଟିଲେ ମୋଦି

ଚେନ୍ନାଇ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଏମ୍‌କେ ମୁଖ୍ୟ କରୁଣାନିଧିଙ୍କୁ ତାଙ୍କ ଚେନ୍ନାଇ ଗୋପାଳପୁରମ୍‌ସ୍ଥିତ ବାସଭବନକୁ ଯାଇ ସାକ୍ଷାତ କରିଛନ୍ତି। ଅସୁସ୍ଥ କରୁଣାନିଧି ଏବଂ ତାଙ୍କ ପତ୍ନୀ ଦୟାଲୁ ଆମ୍ମାଲ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦନ୍ତା ଆକ୍ରମଣରେ ଜଣେ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ରେଞ୍ଜ ଅନ୍ତର୍ଗତ ହଳଦୀ ଜଙ୍ଗଲକୁ ଲାଗି ରହିଥିବା ଗାଁରେ ବାଘ ଆତଙ୍କ ପରେ ପୁଣି ହାତୀ ଜଣଙ୍କୁ ଦଳି ମାରି ଦେଇଛି। ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହାତୀପଲ ଉକ୍ତ ଜଙ୍ଗଲରେ ଥିବାରୁ ଲୋକଙ୍କ ନିଦ ହଜି ଯାଇଛି। ସୋମବାର ଭୋର୍‌ ପ୍ରାୟ ସାଢ଼େ…
ଅଧିକ ଖବର ଦେଖନ୍ତୁ...

ଭିଏତ୍‌ନାମ୍‌ରେ ‘ଡାମ୍‌ରେ’ ଝଡ଼:୫୦ ମୃତ, ୨୭ ନିଖୋଜ

ନୂଆଦିଲ୍ଲୀ : ଭିଏତ୍‌ନାମ୍‌ରେ ଗତ ଶନିବାରଠାରୁ ଆତଙ୍କ ଖେଳାଇଥିବା ‘ଡାମ୍‌ରେ’ ଝଡ଼ରେ ଅଦ୍ୟାବଧି ୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୭ ଜଣ ନିଖୋଜ ରହିଛନ୍ତି। ସୋମବାର ବେଳକୁ ‘ଡାମ୍‌ରେ’ ଦୁର୍ବଳ ହୋଇଯାଇଥିଲେ ହେଁ ପ୍ରବଳ ବର୍ଷା ହେତୁ କେନ୍ଦ୍ରୀୟ ଭିଏତ୍‌ନାମ୍‌ରେ ବନ୍ୟା କରାଳ ରୂପ ନେଇଛି।…
ଅଧିକ ଖବର ଦେଖନ୍ତୁ...

ବିଷ ଖାଇ ମହିଳାଙ୍କ ଆତ୍ମହତ୍ୟା

ବୁର୍ଲା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ଥାନା ଅନ୍ତର୍ଗତ ଆମ୍ବମୁଣ୍ଡା ଗାଁର ଦୁର୍ଗା ନାଏକଙ୍କ ପତ୍ନୀ କିଆଫୁଲ ନାଏକ (୨୨) ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ସେ କୌଣସି କାରଣରୁ ବିଷ ଖାଇ ଦେଇଥିଲେ। ପ୍ରଥମେ ଡୁଙ୍ଗରିପାଲି ଓ ପରେ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଟେକ୍ସାସ୍‌ ଚର୍ଚ୍ଚରେ ଗୁଳିକାଣ୍ଡ:୨୬ ମୃତ, ୨୦ ଆହତ

ନୂଆଦିଲ୍ଲୀ : ଆମେରିକାର ଦକ୍ଷିଣ ଟେକ୍ସାସ୍‌ ସ୍ଥିତ ଏକ ଚର୍ଚ୍ଚରେ ଗତକାଲି ଭୟାବହ ଗୁଳିକାଣ୍ଡ ହୋଇଛି। ଜଣେ ଆତତାୟୀର ଆଖିବୁଜା ଗୁଳିରେ ୨୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଟେକ୍ସାସ ଇତିହାସରେ ଏହା ସବୁଠାରୁ ଭୟଙ୍କର ଗଣହତ୍ୟା ବୋଲି କୁହାଯାଉଛି। ରବିବାର ଚର୍ଚ୍ଚରେ…
ଅଧିକ ଖବର ଦେଖନ୍ତୁ...

ନକଲି ସେକ୍ସ ସିଡି ମାମଲା:ସାମ୍ବାଦିକ ବିନୋଦ ବର୍ମାଙ୍କ ଜାମିନ ଖାରଜ

ରାୟପୁର: ନକଲି ସେକ୍ସ ସିଡି ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ସାମ୍ବାଦିକ ବିନୋଦ ବର୍ମାଙ୍କ ଜାମିନ ଆବେଦନକୁ ରାୟପୁରର ଏକ ନିମ୍ନ ଅଦାଲତ ଖାରଜ କରିଦେଇଛନ୍ତି। ଫଳରେ ସେ ଆସନ୍ତା ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ଅନ୍ୟପକ୍ଷରେ, ବର୍ମାଙ୍କ ଓକିଲ ଫୈସାଲ…
ଅଧିକ ଖବର ଦେଖନ୍ତୁ...

୭ ନକ୍ସଲ ଗିରଫ

ମାଲକାନଗିରି :  ଆଜି ଛତିଶଗଡରେ ୭ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ସୁକମା ଜିଲ୍ଲା ପୋଲିସ ୬ ଜଣ ନକ୍ସଲକୁ ଗିରଫ କରିଥିବା ବେଳେ ନାରାୟଣପୁର ଜିଲ୍ଲାରୁ ଜଣେ ନକ୍ସଲଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ସୁକମା ଜିଲ୍ଲା ପୋଲିସ,ସିଆରପିଏଫ,ଏସଟିଏଫ,କୋବ୍ରା ଯବାନ ମିଳିତ ଭାବେ…
ଅଧିକ ଖବର ଦେଖନ୍ତୁ...

ଦୁଇ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର ଜବତ

ବାଲେଶ୍ୱର/ଜଳେଶ୍ୱର: ଜଳେଶ୍ୱର ଅବକାରୀ ବିଭାଗ ଓ ବାଲେଶ୍ୱର ସଦର ରେଂଜ ଏନ୍‌ଫୋର୍ସମେଣ୍ଟ ସ୍କ୍ଵାଡ୍‌ ଆଜି ମିଳିତ ଚଢ଼ଉ କରି ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନ୍‌ ସୁଗର ଜବତ କରିଛନ୍ତି। ଏହି କାରବାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଜଳେଶ୍ୱର…
ଅଧିକ ଖବର ଦେଖନ୍ତୁ...

 ଦୁଇ ଅଭିଯୁକ୍ତଙ୍କୁ ୧୫ ବର୍ଷ ଲେଖାଏଁ ଜେଲ, ୧ ଲକ୍ଷ ଜୋରିମାନା

ଫୁଲବାଣୀ : ଗତ ୨୦୧୧ ମସିହାରେ ଚୋରା ଗଂଜେଇ ଚାଲାଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜି ଫୁଲବାଣୀ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ଜଜ ଜନାବ ମହମ୍ମଦ ଅଜମଲ ୧୫ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ…
ଅଧିକ ଖବର ଦେଖନ୍ତୁ...