Daily Archives

November 6, 2017

ୟେମେନ ସୀମାରେ ହେଲିକପ୍ଟର ଦୁର୍ଘଟଣା:ସାଉଦୀ ଯୁବରାଜଙ୍କ ସମେତ ୮ ମୃତ

ରିୟାଦ: ରବିବାର ସାଉଦି ଆରବର ୟେମେନ ସୀମାନ୍ତ ଆଭାଠାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ବରିଷ୍ଠ ସାଉଦୀ ଯୁବରାଜ ତଥା ଆସିର ପ୍ରଦେଶର ଉପରାଜ୍ୟପାଳ ମନ୍‌ସୌର ବିନ୍‌ ମୁକରିନ୍‌ଙ୍କ ସହିତ ୭ ଜଣ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଆଭା ସହରର ପଶ୍ଚିମ ଉପକୂଳରେ ସ୍ଥାପିତ କିଛି ପ୍ରକଳ୍ପର…
ଅଧିକ ଖବର ଦେଖନ୍ତୁ...

ନିର୍ମଳାଙ୍କ ଅରୁଣାଚଳ ଗସ୍ତକୁ ଚୀନ୍‌ର ବିରୋଧ

ବେଜିଂ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ପ୍ରଥମ ଥର ପାଇଁ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଥିଲେ। ତେବେ ନିର୍ମଳାଙ୍କ ଏହି ଗସ୍ତରେ ଚୀନ୍‌ ଖୁବ୍‌ ବିବ୍ରତ ହୋଇପଡ଼ିଥିବା ଜଣାଯାଇଛି। ଅରୁଣାଚଳପ୍ରଦେଶକୁ ପୁଣି ବିବାଦୀୟ ଅଞ୍ଚଳ ବୋଲି ଚୀନ୍‌ ଦୋହରାଇବା ସହ ସେଠିକି ଭାରତୀୟ…
ଅଧିକ ଖବର ଦେଖନ୍ତୁ...

୭ ଜଣଙ୍କୁ ଗିରଫ କଲା ପୁଲିସ

ବଡ଼ସାହି: ଭିଡିଓ ଭାଇରାଲ ହେବା ପରେ ବି ଚେତା ପଶିଲାନି। ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲା ପୁଲିସ। ଶେଷରେ ଆଜି ବଡ଼ସାହି ଥାନା ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧୁପୁର ଗ୍ରାମର ମାଗୁଣିଆ ସିଂ, ଯୋଗୀନ ଓରଫ ଯୋଗେନ୍ଦ୍ର ସିଂ, ବୁଧୁରାମ ଓରଫ…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆ ଧୈର୍ଯ୍ୟଚ୍ୟୁତି ଘଟାଇଛି

ଟୋକିଓ: ଉଦ୍ଧତ ଉତ୍ତର କୋରିଆକୁ ସାବାଡ଼ କରିବା ଲାଗି ଜାପାନର ଯାବତୀୟ ସହଯୋଗ ପ୍ରତିଶ୍ରୁତି ହାସଲ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କର ଆଭିମୁଖ୍ୟକୁ ଆହୁରି କଡ଼ା କରିଛନ୍ତି। ଉତ୍ତର କୋରିଆ ପ୍ରତି ସାମରିକ ଧୈର୍ଯ୍ୟର ସୀମା ସରିଯାଇଛି। ତେଣୁ ରାଷ୍ଟ୍ରପତି କିମ୍‌…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ଗୁଳିମାଡ଼ରେ ବସ୍‌ ମାଲିକ ଗୁରୁତର, ଏମ୍‌କେସିଜିକୁ ସ୍ଥାନାନ୍ତର

ବ୍ରହ୍ମପୁର/ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କରଞ୍ଜାଇ ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ଘରୋଇ ବସ୍‌ ମାଲିକଙ୍କୁ ଗୁଳିମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ୮ଟା ୩୦ରେ ଫୁଲବାଣୀରୁ ବ୍ରହ୍ମପୁର ଆସୁଥିବା ଘରୋଇ ବସ୍‌(ଆକବରୀ)ର ମାଲିକ ପ୍ରତାପ ଚନ୍ଦ୍ର ପଲେଇ…
ଅଧିକ ଖବର ଦେଖନ୍ତୁ...

ଭାରତ ସହ ଯୁଦ୍ଧ ଏକ ବିକଳ୍ପ ନୁହେଁ: ପାକ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ୍‌: ଭାରତ ସହ ଯୁଦ୍ଧ ଏକ ବିକଳ୍ପ ନୁହେଁ, ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କଶ୍ମୀର ସମସ୍ୟା ସହ ଅନ୍ୟ ପ୍ରସଙ୍ଗଗୁଡ଼ିକର ସମାଧାନ ସମ୍ଭବ ବୋଲି ମତବ୍ୟକ୍ତ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକ୍ୱାନ୍‌ ଅବ୍ଦାସି। ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସର ସାଉଥ ଏସିଆ ସେଣ୍ଟର ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଏଣିକି ଘରକୁ ଏଜେଣ୍ଟ ଡାକି ମୋବାଇଲ ନମ୍ବର ସହିତ ଆଧାର ସଂଯୋଗ କରି ପାରିବେ !

ନୂଆଦିଲ୍ଲୀ: କେନ୍ଦ୍ରସରକାର ଦେଶର ନାଗରିକଙ୍କୁ ବିଭିନ୍ନ କ୍ଷେତ୍ରରେ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ କରିଛନ୍ତି। ତେବେ ମୋବାଇଲ ନମ୍ବରକୁ ବି ଆଧାର ଲିଙ୍କ କରିବାକୁ ଅନିବାର୍ଯ୍ୟ କରାଯାଇଛି। ଖୁବ୍‌ ଶୀଘ୍ର ଆଧାର ସହିତ ସଂଯୋଗ କରିବାର ନୂତନ ସୁବିଧା ମିଳିଯିବ। ଏହି ସୁବିଧା ଜରିଆରେ ଆପଣ…
ଅଧିକ ଖବର ଦେଖନ୍ତୁ...