Daily Archives

November 7, 2017

ଉତ୍ସର୍ଗୀକୃତ ସେବାକୁ ମିଳିବ ସରକାରୀ ସ୍ୱୀକୃତି

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ସେବାକୁ ମିଳିବ ସରକାରୀ ସ୍ୱୀକୃତି। ଏପରି ନିସ୍ୱାର୍ଥପର ସେବା ଯୋଗାଉଥିବା ଡାକ୍ତର ଓ କର୍ମଚାରୀଙ୍କୁ ଚଳିତ ବର୍ଷ ଠାରୁ ସରକାର ଦେବେ ‘ଉତ୍କଳମଣି ଗୋପବନ୍ଧୁ ଦାସ ପୁରସ୍କାର’। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌ କୋର୍ଟରେ ପୋଲାଭରମ ମାମଲା:୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ :  ବିବାଦୀୟ ପୋଲାଭରମ୍‌ ଇନ୍ଦିସାଗର ବହୁମୁଖୀ ଜଳସେଚନ  ପ୍ରସଙ୍ଗ ମାମଲାରେ ଆଜି କେନ୍ଦ୍ର ସରକାରଙ୍କୁ  ସୁପ୍ରିମକୋର୍ଟରେ ହଟହଟା ହେବାକୁ ପଡ଼ିଛି। ୨୦୧୬ ଅକ୍ଟୋବର ୧ ତାରିଖରେ ଓଡ଼ିଶାଦ୍ୱାରା ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନର ଧାରା ୯୦କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ସଂଗ୍ରହାଳୟ

ବାଲେଶ୍ୱର/ଚାନ୍ଦିପୁର : ଭାରତର ପ୍ରଥମ ଯୁଦ୍ଧାସ୍ତ୍ର ସଂଗ୍ରହାଳୟ (ୱିପନ୍‌ ପାର୍କ) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ପ୍ରତିଷ୍ଠା କରାଯାଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପରିସରସ୍ଥ ପିଏକ୍ସଇ କଂପ୍ଲେକ୍ସରେ ଏହି ସଂଗ୍ରହାଳୟକୁ ଆଜି ଡିଆରଡିଓର ଅଧ୍ୟକ୍ଷ ଏସ୍‌.…
ଅଧିକ ଖବର ଦେଖନ୍ତୁ...

୭ ଶିଳ୍ପସଂସ୍ଥାକୁ ନୋଟିସ୍‌

ପାରାଦୀପ:ପାରାଦୀପ ଏବେ ଧୂଳିଧୂଆଁ ଘେରରେ ରହିଛି। ବନ୍ଦର ମଧ୍ୟକୁ ପ୍ରବେଶ କରିବା ବି ମୁସ୍କିଲ୍‌ ହୋଇପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଶିଳ୍ପସଂସ୍ଥାକୁ ପାଣି ସିଞ୍ଚନ ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏହି ଦାୟିତ୍ୱ ପୂରଣ ନ କରିବାରୁ ୭ ଶିଳ୍ପସଂସ୍ଥାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଆମେରିକା-ଭାରତ-ଜାପାନ ନୌସେନାର ମିଳିତ ସମରାଭ୍ୟାସ

ଟୋକିଓ : ଜାପାନ ସାଗରରେ ଆମେରିକ ନୌସେନା ପକ୍ଷରୁ ଭାରତୀୟ ଏବଂ ଜାପାନୀ ନୌସେନା ସହିତ ତିନିଦିନିଆ ମିଳିତ ସମରାଭ୍ୟା ହୋଇଯାଇଛି। ନିକଟରେ ଉତ୍ତର କୋରିଆର ପରମାଣୁ ବୋମା ପରୀକ୍ଷା ସାଙ୍ଗକୁ ଜାପାନ ଆକାଶ ଦେଇ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମୋଦି କାମ ନକରି ଫଳ ଖାଉଛନ୍ତି: ରାହୁଲ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଏବେ ମଇଦାନରେ ୬୮ ବିଧାନସଭା ଆସନ ପାଇଁ ମୋଟ ୩୩୭ ପ୍ରାର୍ଥୀ ଅଛନ୍ତି। କଂଗ୍ରେସ ଏବଂ ବିଜେପି ସମସ୍ତ ଆସନରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଆଖି ବୁଜିଲେ ପ୍ରେମିକା

ବ୍ରଜରାଜନଗର: ରାଜପୁର କାଳୀ ମନ୍ଦିର ନିକଟରେ ବିଷ ପିଇ ପ୍ରେମୀ ଯୁଗଳ ବୁଲୁ ଗୌଡ଼ (୨୫) ଓ ସୁକାନ୍ତି ପ୍ରଧାନ (୪୦) ଆତ୍ମହତ୍ୟା ଉଦ୍ୟମ କରିବା ପରେ ପ୍ରେମିକା ସୁକାନ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ସୋମବାର ରାତି ୯ଟାରେ ଏହି ଘଟଣା ଘଟିଥିଲା। ଝାରସୁଗୁଡ଼ା ସଦର ହସ୍ପିଟାଲରେ ସୁକାନ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

ଭୋଟରଙ୍କୁ ମୋଦିଙ୍କ ପତ୍ର: ଜାତିବାଦ ନୁହେଁ ବିକାଶବାଦ

ନୂଆଦିଲ୍ଲୀ : ଗୁଜରାଟରେ ସରଗରମ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଏବେ ଗୁଜରାଟ ଭୋଟର୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପତ୍ର ବଣ୍ଟା ଯାଉଛି । ଗୁଜରାଟୀ ଭାଷାରେ ଲିଖିତ ଏହି ପତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଭୋଟରଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ ସେମାନେ ଜାତିବାଦକୁ…
ଅଧିକ ଖବର ଦେଖନ୍ତୁ...

ନିର୍ଣ୍ଣାୟକ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ହରାଇଲା ଭାରତ, ୨-୧ରେ ଜିତିଲା ଶୃଙ୍ଖଳା

ଥିରୁବନ୍ତପୁରମ: ବର୍ଷାବାଧିତ ମ୍ୟାଚକୁ ଭାରତ ୬ରନ୍‌ରେ ବିଜୟ ଲାଭ କରିଛି। ଏଥି ସହିତ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଥର ପାଇଁ ଶୃଙ୍ଖଳାରେ ବିଜୟୀ ହେବା ସହିତ ଇତିହାସ ରଚିଛି। ୬୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଖେଳିଥିବା ନ୍ୟୁଜିଲାଣ୍ଡ ଆଠ ଓଭରରେ ୬ଟି ଓ୍ଵିକେଟ ହରାଇ ୬୧ ରନ୍‌…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ବ୍ୟବସାୟୀଙ୍କୁ ହତ୍ୟା

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସର୍ଗିଗୁଡ଼ା ରେଳ ଫାଟକ ନିକଟରେ ରହୁଥିବା ବ୍ୟବସାୟୀ କିଶନ ଅଗ୍ରଓ୍ଵାଲ(୫୪)ଙ୍କୁ ସୋମବାର ରାତିରେ ହତ୍ୟା କରାଯାଇଛି। ସେ ଏକାକୀ ଥିବା ବେଳେ ଘରେ ପଶି କିଛି ଦୁର୍ବୃତ୍ତ ତାଙ୍କୁ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ କିଶନ…
ଅଧିକ ଖବର ଦେଖନ୍ତୁ...