Daily Archives

November 7, 2017

ଅଙ୍ଗନବାଡ଼ି ଖାଦ୍ୟ ଖାଇ ୧୯ ଶିଶୁ ଅସୁସ୍ଥ

ରାସଗୋବିନ୍ଦପୁର/ଗାଁଅମର୍ଦା : ଅଙ୍ଗନବାଡ଼ି ଖାଦ୍ୟ ଖାଇ ୧୯ ଶିଶୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗଡ଼ିଘାଟି ପଞ୍ଚାୟତ ଟିକାୟତପୁର ଗ୍ରାମର ଅଙ୍ଗନବାଡ଼ି…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆ ବିବାଦର କୂଟନୈତିକ ସମାଧାନ ପାଇଁ ଉଦ୍ୟମ:ନରମିଲେ ଟ୍ରମ୍ପ୍‌, ଜିନ୍‌ପିଙ୍ଗ୍‌ଙ୍କ ଭୂମିକାକୁ ପ୍ରଶଂସା

ସିଓଲ :  ଜାପାନ ଗସ୍ତ ସାରି ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଉତ୍ତର କୋରିଆ ନେଇ ତାଙ୍କର ଆଭିମୁଖ୍ୟକୁ ନରମ କରିଛନ୍ତି।  ଟ୍ରମ୍ପ୍‌ ଜାପାନ ଗସ୍ତ ସମୟରେ ଦୁଇଦିନ ତଳେ ସିଧାସଳଖ ଉତ୍ତର କୋରିଆକୁ ଚୋତବନୀ ଦେଇ ଆମେରିକା ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ନିଆଁହୁଳା ପାଲଟିଯିବ ପୃଥିବୀ!

ବେଜିଂ : ଜନସଂଖ୍ୟା ବୃଦ୍ଧି ଏବଂ ତଦନୁସାରେ ପାରମ୍ପରିକ ଶକ୍ତି ବିନିଯୋଗ ଯୋଗୁଁ ୨୬୦୦ ମସିହା ବେଳକୁ ପୃଥିବୀ ଏକ ନିଆଁହୁଳାରେ ପରିଣତ ହୋଇଯିବ। ପରିଣତି ସ୍ୱରୂପ ଭୂପୃଷ୍ଠରୁ ମାନବ ଜାତି ଲୋପ ପାଇଯିବ। ବିଶ୍ୱବାସୀଙ୍କୁ ଏଭଳି ଭବିଷ୍ୟବାଣୀ ତଥା ସତର୍କ କରାଇ ଦେଇଛନ୍ତି ପ୍ରଖ୍ୟାତ ବ୍ରିଟିଶ…
ଅଧିକ ଖବର ଦେଖନ୍ତୁ...

‘ନିର୍ଭୟ’ ପରୀକ୍ଷା ସଫଳ

ବାଲେଶ୍ୱର/ଚାନ୍ଦିପୁର : ଭାରତୀୟ ପ୍ରତିରକ୍ଷା ଗବେଷଣା ବିଜ୍ଞାନୀଙ୍କୁ ଆଜି ବଡ଼ଧରଣର ସଫଳତା ମିଳିଛି। କ୍ରମାଗତ ତିନି ତିନିଥର ବିଫଳତା ପରେ ଆଜି ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିଶାଇଲ୍‌ ‘ନିର୍ଭୟ’ର ୫ମ ପରୀକ୍ଷା ସଫଳ ହୋଇଛି। ରିସର୍ଚ୍ଚ ସେଣ୍ଟର ଇମାରତ…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟରରେ ମାସୁଦ ଆଝାରର ଭଣଜା ନିହତ!ମିଳିଲା ଆମେରିକା ନିର୍ମିତ ଏମ୍‌-୪ କାର୍ବାଇନ୍‌

ଶ୍ରୀନଗର : ଗତକାଲି ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ଅଗଲାର ଅନ୍ତର୍ଗତ କାଣ୍ଡି ଗ୍ରାମରେ ଭାରତୀୟ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ତେବେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନ ସ୍ଥିତ କୁଖ୍ୟାତ ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ଭୌତିକ ବିଜ୍ଞାନୀଙ୍କ ସୂଚନା: ପୃଥିବୀ ପାଲଟିବ ଅଗ୍ନି ପିଣ୍ଡୁଳା!

 ବେଜିଂ: ବିଟ୍ରେନର ଭୌତିକ ବିଜ୍ଞାନୀ ଷ୍ଟିଫେନ୍‌ ହକିଙ୍ଗ୍‌ ପୁଣି ଏକ ଚାଞ୍ଚଲ୍ୟକର ଭବିଷ୍ୟବାଣୀ ଶୁଣାଇଛନ୍ତି। ସେ କହିଛନ୍ତି କି  ଜନସଂଖ୍ୟା ବୃଦ୍ଧି ଏବଂ ଶକ୍ତିର ବହୁଳ ବ୍ୟବହାର ହେତୁ  ପୃଥିବୀ  ଦିନକୁ ଦିନ ବିନାଶଆଡ଼କୁ ଗତି କରୁଛି। ଷ୍ଟିଫେନ୍‌ଙ୍କ କହିବା ଅନୁଯାୟୀ ୬୦୦ ବର୍ଷ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରୁ ୩୬.୫ କୋଟିର ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଜବତ: ଏନ୍‌ଆଇଏ

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଟେରର ଫଣ୍ଡିଙ୍ଗର ଏକ ବଡ଼ ଧରଣର ର‍୍ୟାକେଟ କଶ୍ମୀରରେ ପର୍ଦ୍ଦାଫାସ କରିଛି। ଏନ୍‌ଆଇଏ ଟେରର ଫଣ୍ଡିଙ୍ଗ ଉପରେ ଅପରେସନ୍‌ ଜାରି ରହିଥିବା ବେଳେ ୩୬.୫କୋଟିର ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଜବତ ହେବା ସହିତ ୯ଜଣ ଗିରଫ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମନମୋହନଙ୍କୁ ଜବାବ ଦେଲେ ଜେଟ୍‌ଲୀ: ବିମୁଦ୍ରାୟନ ଏକ ‘ନୈତିକ ପଦକ୍ଷେପ’

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂହ ବିମୁଦ୍ରାୟନକୁ ‘ସଂଗଠିତ ଲୁଟ’ ବୋଲି କହିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଶ୍ରୀ ଜେଟଲୀ, ମନମୋହନଙ୍କ ମନ୍ତବ୍ୟକୁ କାଟି କରି କହିଛନ୍ତି ଯେ ବିମୁଦ୍ରାୟନ ‘ସଂଗଠିତ ଲୁଟ୍‌’ ନୁହେଁ ବରଂ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟିଙ୍କୁ ମୋଦିଙ୍କ ନିବେଦନ: କହିଲେ, ଜାତିକୁ ନେଇ ନୁହେଁ, ବିକାଶକୁ ନେଇ ଭୋଟ ଦିଅନ୍ତୁ 

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପତ୍ର ମାଧ୍ୟମରେ ଗୁଜରାଟର ଜନତାଙ୍କୁ ସନ୍ଦେଶ ଦେଇଛନ୍ତି। ଗୁଜରାଟର ଜନତାଙ୍କ ମଧ୍ୟରେ ବଣ୍ଟା ଯାଉଥିବା ପତ୍ରରେ ମୋଦି ନିବେଦନ କରିଛନ୍ତି, ଲୋକ ଜାତିବାଦ ନାମରେ ଭୋଟ ନଦେଇ ବିକାଶ ନାମରେ ଭୋଟ ଦିଅନ୍ତୁ। ପ୍ରଧାନମନ୍ତ୍ରୀ ଗୁଜରାଟିରେ…
ଅଧିକ ଖବର ଦେଖନ୍ତୁ...

ପୂର୍ବଜନ୍ମର ପତ୍ନୀ କହି ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା ତାନ୍ତ୍ରିକ

ଥାନେ: ମହାରାଷ୍ଟ୍ରର ଥାନେରେ ଏକ ଅଭାବନୀୟ ଘଟଣା ଘଟିଛି। ସାଇଲାଲ ଜେଢିୟା ନାମକ ତାନ୍ତ୍ରିକ ଜଣେ ମହିଳାଙ୍କୁ ତାଙ୍କ ପୂର୍ବ ଜନ୍ମର ପତ୍ନୀ କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ତାନ୍ତ୍ରିକଜଣକ ମନ୍ତ୍ରତନ୍ତ୍ର ଦ୍ୱାରା କର୍କଟ ରୋଗ ଭଲ କରନ୍ତି ବୋଲି କହି ଅନେକ ମହିଳାଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...