Daily Archives

November 8, 2017

ଭିତରକନିକାରେ ପାଟ୍ରୋଲିଂ ଟିମ୍‌କୁ ସଂଘବଦ୍ଧ ଆକ୍ରମଣ

ରାଜନଗର : ଭିତରକନିକାରେ ବନ ବିଭାଗ ପାଟ୍ରୋଲିଂ ଟିମ୍‌କୁ ମତ୍ସ୍ୟଜୀବୀମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ବନବିଭାଗ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଆଜି ମଧ୍ୟ ମତ୍ସ୍ୟଜୀବୀମାନେ ସମାନ ଢଙ୍ଗରେ ବନ କର୍ମଚାରୀଙ୍କୁ ଘେରିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଡେଙ୍ଗୁରେ ଆଉ ୨ଜଣଙ୍କ ମୃତ୍ୟୁ

କଟକ : ଏସ୍‌ସିବି ମେଡିକାଲ୍‌ରେ ଡେଙ୍ଗୁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ତିଗିରିଆର ପଞ୍ଚାନନ ଦାସ (୬୦)ଙ୍କ ମୃତ୍ୟୁ ହୋଇଥିଲାବେଳେ ଆଜି ଭୁବନେଶ୍ୱର ସାଲିଆ ସାହିର ଦିନବନ୍ଧୁ ଖିଲାରଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଏସ୍‌ସିବିରେ ଡେଙ୍ଗୁ ଜନିତ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଅଖା ଭିତରୁ ମିଳିଲା ଖଣ୍ଡବିଖଣ୍ଡିତ ଶବ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଟିକରପଙ୍ଗା ପଞ୍ଚାୟତ ଅଧୀନ ନାରାୟଣପୁର ଛକ ନିକଟ ୫ ନମ୍ବର(କ)ଜାତୀୟ ରାଜପଥ କଡ଼ରୁ ଆଜି ଏକ ଅଖା ଭିତରୁ ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଜବତ କରାଯାଇଛି। ମୃତବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଜିନ୍ନାଙ୍କ ଶେଷ ସନ୍ତକ

ନିଉ ୟକ୍‌ର୍: ‘ପାକିସ୍ତାନର ଜନକ’ ଭାବେ ପ୍ରସିଦ୍ଧ ମୁହମ୍ମଦ ଅଲୀ ଜିନ୍ନାଙ୍କ ଏକ ମାତ୍ର ସନ୍ତାନ ଦୀନା ଓ୍ଵାଡ଼ିୟାଙ୍କର ନିଉ ୟକ୍‌ର୍ସ୍ଥିତ ନିଜ ବାସଭବନରେ ଅଠାନବେ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୭ ଅଗଷ୍ଟ୍‍ ୧୯୪୭ରେ ସବୁ ଦିନ ପାଇଁ ଭାରତ ଛାଡ଼ି, କରାଚୀ ଯିବା ପୂର୍ବରୁ ଜିନ୍ନା, କନ୍ୟା…
ଅଧିକ ଖବର ଦେଖନ୍ତୁ...

ଚୀନ୍‌କୁ ଆମେରିକାର ପରାମର୍ଶ: ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ଜରୁରୀ

ଓ୍ଵାସିଂଟନ୍‌: ଜୈଶ ଏ ମହମ୍ମଦ୍‌ ମୁଖ୍ୟ ଆତଙ୍କବାଦୀ ମାସୁଦ ଆଝାର ଅସଲ ଖଳନାୟକ। ଭାରତ-ଚୀନ୍‌ ସଂପର୍କ ଏହି ଆତଙ୍କବାଦୀ ଦ୍ୱାରା ପ୍ରଭାବିତ ହୋଇଛି । ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ଉଚିତ୍‌ ବୋଲି ଆମେରିକା କହିଛି। ମାସୁଦ୍‌ ଆଝାରକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନ ପିଲାଙ୍କ ସହ ୯୦ତମ ଜନ୍ମଦିନ ପାଳିଲେ ଆଡଭାନି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନି ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଆଡଭାନି ଆଜି ତାଙ୍କ ଜନ୍ମଦିନ ଭିନ୍ନ ଢଙ୍ଗରେ ପାଳିଛନ୍ତି। ଜନ୍ମଦିନରେ ସ୍ଥାନୀୟ ଦୃଷ୍ଟିହୀନ ବିଦ୍ୟାଳୟର ୯୦ ବିଦ୍ୟାର୍ଥୀଙ୍କୁ ଆଡଭାନି ତାଙ୍କ ବାସଭବନକୁ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୧୦ରେ ମୋଦିଙ୍କ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: ଜିଏସ୍‌ଟି ସମେତ ଦେଶର ସାମ୍ପ୍ରତିକ ସ୍ଥିତି ତଥା ସରକାରୀ ଯୋଜନାଗୁଡ଼ିକର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୧୦ରେ ମନ୍ତ୍ରୀ ପରିଷଦର ବୈଠକ ଡକାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୧୦ରେ ସମସ୍ତ ମନ୍ତ୍ରୀମାନଙ୍କୁ ଦିଲ୍ଳୀରେ…
ଅଧିକ ଖବର ଦେଖନ୍ତୁ...

ନୀଳଗିରିରେ ମାଙ୍କଡ଼ ଆତଙ୍କ: ୮ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ନମ୍ବର ୨(ଘାଟବର ସାହି) ଓ ଓ୍ଵାର୍ଡ ନମ୍ବର ୬(ମଙ୍ଗଳା ସାହି)ରେ ବୁଧବାର ସକାଳୁ ମାଙ୍କଡ ଆତଙ୍କ ଦେଖାଯାଇଛି। ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ୮ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଉପଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ପୁଲିସ ଆକ୍ରମଣରେ ୩ ଜିଲ୍ଲା ପରିଷଦ ସଦସ୍ୟ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପରିଷଦ ବୈଠକ ବୁଧବାର ରଣକ୍ଷେତ୍ର ପାଲଟିଛି। ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ପୁଲିସ ମରଣାନ୍ତକ ଆକ୍ରମଣ କରିବା ଫଳରେ ୩ ଜଣ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଆହତ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜରେ ଭର୍ତ୍ତି ହୋଇଛନ୍ତି। ପଞ୍ଚାୟତିରାଜ…
ଅଧିକ ଖବର ଦେଖନ୍ତୁ...