Daily Archives

November 8, 2017

ନୂତନବର୍ଷରେ ବେଙ୍ଗାଲୁରୁରେ ଚାଲିବ ଗୋଲାପୀ ଅଟୋ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ନୂତନବର୍ଷ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ଗୋଲାପୀ ଅଟୋର ଶୁଭାରମ୍ଭ ହେବାକୁ ଯାଉଛି। ମହିଳାମାନଙ୍କ ଦ୍ୱାରା ସଞ୍ଚାଳିତ ଏହି ଗୋଲାପୀ ଅଟୋ ନୂତନ ବର୍ଷରୁ ମହିଳା ଓ ପିଲାମାନଙ୍କୁ  ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ ହେବ। ସୂଚନାଯୋଗ୍ୟ, ପ୍ରାରମ୍ଭିକ…
ଅଧିକ ଖବର ଦେଖନ୍ତୁ...

ଭୋକିଲା ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ଡାକ୍ତର ଖୋଲିଲେ ଫୁଡ୍‌ ଏଟିଏମ୍‌

ଚେନ୍ନାଇ: ଦେଶରେ ପ୍ରତିଦିନ ପାଖାପାଖି ୩୦ କୋଟି ଲୋକ ଖାଇବାକୁ ନ ପାଇ ଭୋକିଲା ପେଟରେ ଦିନଦିନ ରହି ଯାଇଥାଆନ୍ତି। କେହି କେହି ତ ଭୋକ ସମ୍ଭାଳି ନପାରି ପେଟର ଓଦା କନା ଦେଇ ଶୋଇବାର ଦୃଶ୍ୟ ବି ଅନେକ ଥର ସାମ୍ନାକୁ ଆସିଛି। ତେବେ ଏହି ଭୋକିଲା ଲୋକମାନଙ୍କର ଏଭଳି ପରିସ୍ଥିତି ଦେଖି ତାମିଲନାଡୁର…
ଅଧିକ ଖବର ଦେଖନ୍ତୁ...

ବିଜେପି ସାଂସଦଙ୍କ ବିବାଦୀୟ ବୟାନ୍‌ : ଫିଲ୍ମ ନିର୍ମାତାଙ୍କ ପରିବାରର ମହିଳାମାନେ ପ୍ରତିଦିନ ସ୍ୱାମୀ ବଦଳାନ୍ତି

ନୂଆଦିଲ୍ଲୀ: ଫିଲ୍ମ ପଦ୍ମାବତୀ ଏବେ ପୁଣି ବିବାଦରେ ଛନ୍ଦି ହୋଇ ପଡ଼ିଛି । ବିଜେପିର ସାଂସଦ ଚିନ୍ତାମଣି ମାଲବୀୟ ଫିଲ୍ମ ପଦ୍ମ୍ମାବତୀକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ସେ କହିଛନ୍ତି ଫିଲ୍ମ ନିର୍ମାତାଙ୍କ ପରିବାରର ମହିଳାମାନେ ପ୍ରତିଦିନ ସ୍ୱାମୀ ବଦଳାନ୍ତି, ନିଜର ସମ୍ମାନକୁ କେମିତି ବଞ୍ଚାଇ…
ଅଧିକ ଖବର ଦେଖନ୍ତୁ...

ଯମୁନା ଏକ୍ସପ୍ରେସ୍‌ େଓ୍ଵରେ ୨୪ ଗାଡ଼ି ମଧ୍ୟରେ ଧକ୍କା: ୧୨ ଆହତ, ଚିତ୍କାର କରି ଲୋକ କହିଲେ ପିଲାଙ୍କୁ ରାସ୍ତାରୁ ବାହାର…

ମଥୁରା: ବିଗତ କିଛି ଦିନ ହେବ ଦିଲ୍ଲୀରେ ଦେଖା ଯାଇଥିବା ଘନ କୁହୁଡ଼ି ଯୋଗୁଁ ବୁଧବାର ପଡ଼ୋଶୀ ଉତ୍ତରପ୍ରଦେଶର ଆଗ୍ରା-ଯମୁନା ଏକ୍ସପ୍ରେସ ପ୍ରଭାବିତ ହୋଇଛି। ଧୂଆଁ ଭଳି ଦେଖାଯାଉଥିବା କୁହୁଡ଼ିର ମାତ୍ରା ଏତେ ଥିଲା ଯେ, ଗାଡ଼ି ଚାଳକମାନଙ୍କୁ କିଛି ଦେଖାଯାଇ ନ ଥିଲା। ଫଳରେ ପ୍ରାୟ ୨୦ରୁ ଅଧିକ ଗାଡ଼ି…
ଅଧିକ ଖବର ଦେଖନ୍ତୁ...