Daily Archives

November 9, 2017

ରେଳ ଧାରଣାରେ ଫାଟ, ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଲିଙ୍କ୍‌

ଅମ୍ବାଦୋଳା/ମୁନିଗୁଡା : ରେଳ ଧାରଣରେ ସୃଷ୍ଟି ହୋଇଥିଲା ଫାଟ। ତେବେ ସେହି ଟ୍ରାକ୍‌ରେ ଟ୍ରେନ୍‌ ଆସିବାର ଅଳ୍ପ ସମୟ ପୂର୍ବରୁ ପ୍ଲାଟ୍‌ଫର୍ମରେ ଅପେକ୍ଷା କରିଥିବା କିଛି ଯାତ୍ରୀ ଏହାକୁ ଦେଖିଥିଲେ। ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଭୁବନେଶ୍ୱର-ଜୁନାଗଡ ଲିଙ୍କ୍‌ ହୀରାଖଣ୍ଡ…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା : କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ କୁନ୍ଦୁଲିରେ

କଟକ : କୋରାପୁଟ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ ଦାୟିତ୍ୱ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଗ୍ରହଣ କରିଛି । ଏ ସଂକ୍ରାନ୍ତରେ କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରିବା ସହିତ ୪ ଜଣିଆ ଟିମ୍‌ କୁନ୍ଦୁଲି ଯାଇଛନ୍ତି । ମେଡିକାଲ୍‌ ରିପୋର୍ଟ, ପୀଡ଼ିତାଙ୍କ ପରିବାରା ବୟାନ ଏବଂ ତଥାକଥିତ ଯବାନଙ୍କ…
ଅଧିକ ଖବର ଦେଖନ୍ତୁ...

ଜିଓର ଟ୍ରିପଲ୍‌ କ୍ୟାସ୍‌ବ୍ୟାକ୍‌ ଅଫର୍‌

ମୁମ୍ବାଇ: ରିଲାଏନ୍‌ସ ଜିଓ ପକ୍ଷରୁ ପ୍ରାଇମ୍‌ ସଦସ୍ୟଙ୍କ ପାଇଁ ଅନେକ ପ୍ରକାର ଅଫର ଘୋଷଣା କରାଯାଇଛି। ସେଥିରେ ରହିଛି ଟ୍ରିପଲ୍‌ କ୍ୟାସ୍‌ବ୍ୟାକ୍‌ ଅଫର ସୁବିଧା ଯେଉଁଥିରେ ଗ୍ରାହକମାନେ ୩୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ରିଚାର୍ଜ କରି ୨୫୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌…
ଅଧିକ ଖବର ଦେଖନ୍ତୁ...

ରୋଷେଇ ପାଇଁ ପାଇପ୍‌ରେ ପ୍ରାକୃତିକ ଗ୍ୟାସ୍‌

ଭୁବନେଶ୍ୱର: ସହରାଞ୍ଚଳରେ ଲୋକମାନେ ପ୍ରାକୃତିକ ଗ୍ୟାସ୍‌କୁ ପାଇପ୍‌ ଜରିଆରେ ନିଜ ରୋଷେଇ ଘରେ ପାଇପାରୁଛନ୍ତି। ଏହି ସୁବିଧା ରାଜଧାନୀରେ ଆରମ୍ଭ ହୋଇଛି। ପାଇପ୍‌ ଜରିଆରେ ଯୋଗାଇ ଦିଆଯାଉଥିବାର ପ୍ରାକୃତିକ ଗ୍ୟାସ୍‌କୁ ପିଏନ୍‌ଜି କୁହାଯାଉଛି। ଏହା ଏକ ପରିବେଶ ମିତବ୍ୟୟୀ ଇନ୍ଧନ। ଯେହେତୁ ଏହା…
ଅଧିକ ଖବର ଦେଖନ୍ତୁ...

ବିଷ ବଳୟରେ ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ସାଂଘାତିକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଦିଲ୍ଲୀ ଟ୍ରାଫିକ୍‌ ପରିଚାଳନା ପକ୍ଷରୁ ଆସନ୍ତା ୧୩ ତାରିଖରୁ ପୁଣି ଥରେ ଗାଡ଼ି ଚଳାଚଳରେ ଯୁଗ୍ମ-ଅଯୁଗ୍ମ…
ଅଧିକ ଖବର ଦେଖନ୍ତୁ...

କପାସିରା ଅନାହାର ମୃତ୍ୟୁ ଘଟଣା: ପ୍ରଶାସନିକ ତଦନ୍ତ ଆରମ୍ଭ 

ଅମ୍ବାଭୋନା: ଅମ୍ବାଭୋନା ବ୍ଲକ୍‌ କପାସିରା ଗାଁରେ ଲକ୍ଷ୍ମୀ ମିର୍ଧାଙ୍କ ଅନାହାରରେ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ପ୍ରଶାସନିକ ଟିମ ଗୁରୁବାର ଘଟଣାର ତଦନ୍ତ କରିଛନ୍ତି। ବିଡିଓ ତଥା ତହସିଲ୍‌ଦାର ସହଦେବ ସମଧିଆଙ୍କ ନେତୃତ୍ୱରେ ବରିଷ୍ଠ କିରାଣି ସୁଶାନ୍ତ…
ଅଧିକ ଖବର ଦେଖନ୍ତୁ...

କପାସିରା ଅନାହାର ମୃତ୍ୟୁ ଘଟଣା: ପ୍ରଶାସନିକ ତଦନ୍ତ ଆରମ୍ଭ

ଅମ୍ବାଭୋନା : ଅମ୍ବାଭୋନା ବ୍ଲକ୍‌ କପାସିରା ଗାଁରେ ଲକ୍ଷ୍ମୀ ମିର୍ଧାଙ୍କ ଅନାହାରରେ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ପ୍ରଶାସନିକ ଟିମ ଗୁରୁବାର ଘଟଣାର ତଦନ୍ତ କରିଛନ୍ତି। ବିଡିଓ ତଥା ତହସିଲ୍‌ଦାର ସହଦେବ ସମଧିଆଙ୍କ ନେତୃତ୍ୱରେ ବରିଷ୍ଠ କିରାଣି ସୁଶାନ୍ତ…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ୍‌-ଜିନ୍‌ପିଙ୍ଗ୍‌ ଆଲୋଚନା: ଚୀନ୍‌ ହିଁ ଉତ୍ତର କୋରିଆକୁ ସାବାଡ଼ କରିବ

ବେଜିଂ: ଚୀନ୍‌ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଆଜି ଚିନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହିତ ଉତ୍ତର କୋରିଆ ମାମଲାରେ ବିସ୍ତତ ଆଲୋଚନା କରିଛନ୍ତି। ଉତ୍ତର କୋରିଆକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚୀନ୍‌ ଫଳପ୍ରଦ ପ୍ରୟାସ କରିବା ଆବଶ୍ୟକ ଏବଂ ଚୀନ୍‌ ହାତରେ…
ଅଧିକ ଖବର ଦେଖନ୍ତୁ...

ର‍୍ୟାନ୍‌ ଛାତ୍ର ହତ୍ୟା ମାମଲା: ଅପରାଧ ସ୍ୱୀକାର କଲା ଅଭିଯୁକ୍ତ ଛାତ୍ର

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମ ସ୍ଥିତ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଛାତ୍ର ହତ୍ୟା ମାମଲାରେ ସ୍କୁଲ୍‌ର ଜଣେ ଛାତ୍ରକୁ ସିବିଆଇ ଗିରଫ କରିବା ପରେ ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ଏକାଦଶ ଶ୍ରେଣୀର ଏହି ଅଭିଯୁକ୍ତ ଚାତ୍ର ଆଜି ସ୍ୱୀକାର କରିଛି ଯେ ସେ ହିଁ ହତ୍ୟା କରିଛି। ଗତକାଲି…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନ୍‌ କ୍ୟାବିନେଟ୍‌ରୁ ଇସ୍ତଫା ଦେଲେ ପ୍ରୀତି ପଟେଲ

ଲଣ୍ଡନ: ବ୍ରିଟେନର ଭାରତୀୟ ବଂଶୋଦ୍ଭବ କ୍ୟାବିନେଟ୍‌ ମନ୍ତ୍ରୀ ପ୍ରୀତି ପଟେଲ ଗତକାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ତର୍ଜାତୀୟ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ପ୍ରୀତି ତାଙ୍କ ପଦରୁ ଇସ୍ତଫା ଦେବାପରେ ବ୍ରିଟିସ ସରକାରରେ ରାଜନୈତିକ ସଙ୍କଟ ବଢ଼ିଯାଇଛି। ପ୍ରୀତିଙ୍କ…
ଅଧିକ ଖବର ଦେଖନ୍ତୁ...