Daily Archives

November 9, 2017

ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ

ଚକଡ଼ା ପୋକ ଓ ଋଣ ଚିନ୍ତା ଧନକଉଡ଼ା : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଓ୍ଵାର୍ଡ ନଂ ୨ ବୈଜାମୁଣ୍ଡା ସାନସିଂହାରୀ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପ୍ରଥମେ ଗୋଶାଳା ଫାଣ୍ଡି ଅଧିକାରୀ ଅଜିତ ଧଳସାମନ୍ତଙ୍କ ଜରିଆରେ ଏହି ଖବର ହସ୍ତଗତ ହୋଇଛି। ଗତ…
ଅଧିକ ଖବର ଦେଖନ୍ତୁ...

ଘଞ୍ଚ ଜଙ୍ଗଲରେ ଜଣେ ଭୋଟରଙ୍କ ଲାଗି ବୁଥ୍‌

ଅହମଦାବାଦ୍‌: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରାଜ୍ୟର କୌଣସି ଜଣେ ମଧ୍ୟ ନାଗରିକ ଭୋଟ୍‌ ଦେବାରୁ ଯେଭଳି ବଞ୍ଚିତ ନହେବେ ସେ ଦିଗରେ ନିର୍ବାଚନ କମିସନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟ ରଖି ନିର୍ବାଚନ କମିସନ୍‌ କେବଳ ଜଣେ ଭୋଟରଙ୍କ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ: ୪୦ ଆସନରେ ଏକାକୀ ଲଢ଼ିବ ଶିବସେନା

ଅହମଦାବାଦ: ଆସନ୍ତା ଡିସେମ୍ବର ସାସରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ଶିବସେନା ଦଳ ନିଜର ଅସ୍ଥିତ୍ୱ ଜାହିର କରିବାକୁ ଇଚ୍ଛା କରିଛି। ଗୁଜରାଟ ରାଜନୀତିରେ ପ୍ରଥମ ଥର ପାଇଁ ପ୍ରବେଶ କରିବାକୁ ଚାହୁଥିବା ଶିବସେନା ଏକାକୀ ୪୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ବିଚାର କରୁଥିବା…
ଅଧିକ ଖବର ଦେଖନ୍ତୁ...

ଅମରିନ୍ଦର-କେଜ୍ରିଓ୍ଵାଲ୍‌ ମୁହାଁମୁହିଁ

ନୂଆଦିଲ୍ଲୀ: କିଛି ଦିନ ହେଲା ସାରା ଦିଲ୍ଲୀ ଘନ ପ୍ରଦୂଷିତ ବାୟୁମଣ୍ଡଳରେ ସନ୍ତୁଳି ହେଉଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରା ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତି ପାଇଁ…
ଅଧିକ ଖବର ଦେଖନ୍ତୁ...

ପ୍ରଦୂଷଣ ସ୍ଥିତି ସାଂଘାତିକ:ଦିଲ୍ଲୀ, ପଂଜାବ ଏବଂ ହରିୟାଣା ସରକାରଙ୍କୁ ଏନ୍‌୍‌ଏଚ୍‌ଆର୍‌ସି ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଂଚଳ (ଏନ୍‌ସିଆର)ରେ ପ୍ରଦୂଷଣ ସ୍ଥିତି ବିଗତ ୩ ଦିନ ଧରି ଉଦ୍‌୍‌ବେଗଜନକ ଅବସ୍ଥାରେ  ରହିଥିବାରୁ ଏ ବାବଦରେ ଜାତୀୟ ମାନବାଧିକାର କମିସନ କେନ୍ଦ୍ର ସରକାର, ଦିଲ୍ଲୀ, ପଂଜାବ ଏବଂ ହରିୟାଣା ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ରାଜ୍ୟ ସରକାରମାନେ…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡା ପ୍ରତିଯୋଗିତା ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟନ ହୋଇ ଯାଇଛି।  ୪ ଦିବସୀୟ ଏହି ପ୍ରତିଯୋଗିତାକୁ ଏଲ୍‌ଆଇସିର ପରିଚାଳନା ନିର୍ଦ୍ଦେଶିକା ଉଷା ସାଙ୍ଗଓ୍ଵାନ୍‌ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ହାଇକୋର୍ଟରେ ଆବେଦନ

କଟକ: ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଅଭିଯୁକ୍ତ କୃଷ୍ଣ ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ରିମାଣ୍ଡରେ ନେବା ପାଇଁ ଛତ୍ରପୁର ପୁଲିସ ଗୁରୁବାର ହାଇକୋର୍ଟରେ ଅବେଦନ କରିଛି। ସୂଚନାଯୋଗ୍ୟ ହତ୍ୟାକାଣ୍ଡ…
ଅଧିକ ଖବର ଦେଖନ୍ତୁ...

ବିନା ଡ୍ରାଇଭରରେ ଚାଲିଲା ଟ୍ରେନ୍‌, ଚାଳକ ବାଇକ୍‌ରେ ୧୩କିଲୋମିଟର ପିଛା କରି ଅଟକାଇଲେ ଟ୍ରେନ୍‌

କାଲାବୁର୍ଗି: କର୍ଣ୍ଣାଟକର କାଲାବୁର୍ଗି ଷ୍ଟେସନ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କାଲାବୁର୍ଗି ଷ୍ଟେସନ୍‌ରେ ଟ୍ରେନ୍‌ର ଇଲେକ୍ଟ୍ରିକ୍‌ ଇଞ୍ଜିନ୍‌ ଡ୍ରାଇଭରକୁ ଛାଡ଼ି ଆପଣାଛାଏଁ ଚାଲିବା ଆରମ୍ଭ କରିଥିଲା। ବିନା ଡ୍ରାଇଭରରେ ୧୩କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍‌ ଚାଲି ଯାଇଥିଲା, ଏହାକୁ ଦେଖି…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଗୋ କର୍ମଚାରୀ ଯାତ୍ରୀଙ୍କୁ ମାଡ ମାରିବା ପରେ ଅନ୍ୟ ଏୟାରଲାଇନ୍ସ ଜାରିକଲେ ମଜାଦାର ବିଜ୍ଞାପନ

ନୂଆଦିଲ୍ଲୀ:ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋ ଏୟାରଲାଇନ୍‌ସ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ଦ୍ୱାରା ଜଣେ ଯାତ୍ରୀଙ୍କୁ ମାରିବା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏ ସଂପର୍କିତ ଭିଡିଓ ଗଣମାଧ୍ୟମରେ ପ୍ରସାରଣ ହେବାପରେ ଇଣ୍ଡିଗୋ ସଭାପତି ଆଦିତ୍ୟ ଘୋଷ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ…
ଅଧିକ ଖବର ଦେଖନ୍ତୁ...

ବୟସ ୫୬, ହାତରେ ୧୪୦ ଶିକ୍ଷାଗତ ଡିଗ୍ରି

ଚେନ୍ନାଇ: ଶୀର୍ଷକଟି ଅବିଶ୍ୱାସ୍ୟ ମନେ ହେଉଥିଲେ ହେଁ ସଂପୂର୍ଣ୍ଣ ସତ୍ୟ। ଆଉ ଏ ବିରଳ କୃତିତ୍ୱର ଅଧିକାରୀ ହେଉଛନ୍ତି ଭିଏନ୍‌ ପ୍ରତିଭାନ୍‌। ପ୍ରତିଭାନଙ୍କର ବୟସ ହେଉଛି ୫୬ ବର୍ଷ; ହେଲେ ନିଜର ଶିକ୍ଷାଗତ ଯୋଗ୍ୟତା ବାବଦରେ ସେ ହାସଲ କରିଥିବା ଡିଗ୍ରିଗୁଡ଼ିକର ସଂଖ୍ୟା ହେଉଛି ୧୪୦। ଶ୍ରୀ…
ଅଧିକ ଖବର ଦେଖନ୍ତୁ...