Daily Archives

November 10, 2017

ପୁଷ୍ଟିସାଧନ କାର୍ଯ୍ୟକ୍ରମ ପାଇଁ ମିଳିବ ଅଧିକ ଡାଲି

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାର ପୁଷ୍ଟିସାଧନ କାର୍ଯ୍ୟକ୍ରମ ମାଧ୍ୟମରେ ଗଚ୍ଛିତ ଭଣ୍ଡାରରୁ ଡାଲି ଯୋଗାଣ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବନି

ନୂଆଦିଲ୍ଲୀ: ୭୦ ବର୍ଷରୁ ଊର୍ଧ୍ୱ ବୟସର ବ୍ୟକ୍ତି ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଘରେ ବ୍ୟାଙ୍କିଂ ସେବା ଯୋଗାଇ ଦେବାକୁ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛି। ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ଲାଗି ରିଜର୍ଭ ବ୍ୟାଙ୍କ କହିଛି।…
ଅଧିକ ଖବର ଦେଖନ୍ତୁ...

ପୁଲିସ ମାଡ଼ରେ ଅପମାନିତ ଯୁବକଙ୍କ ଆତ୍ମହତ୍ୟା

ଘଟଗାଁ : ଦାମ୍ପତ୍ୟ କଳହକୁ ନେଇ ସ୍ୱାମୀ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ। ଘଟଣାର ଆପୋଷ ସମାଧାନ ପରିବର୍ତ୍ତେ ପୁଲିସ ସ୍ୱାମୀଙ୍କୁ ଖାଲି ଗାଳିଗୁଲଜ କଲାନି, ଥାନାରେ ନିର୍ଧୁମ ଛେଚିଲା। ପତ୍ନୀ ଉପସ୍ଥିତିରେ ପୁଲିସଠୁ ମାଡ଼ ଖାଇ ଅପମାନିତ ହେବା ପରେ ଜଣେ ଯୁବକ ଗତକାଲି ରାତିରେ ବିଷ ପିଇ…
ଅଧିକ ଖବର ଦେଖନ୍ତୁ...

ଲୁଗା ଦୋକାନ କର୍ମଚାରୀଙ୍କ ଠାରୁ ଲୁଟ୍‌ ପରେ ହତ୍ୟା

ବାସୁଦେବପୁର : ଭଦ୍ରକ ଜିଲ୍ଲାର ବାସୁଦେବପୁର-ଧାମରା ରାସ୍ତାର ପାରାପୋଖରୀ ଘୋଷରା ନିକଟରେ ଜଣେ ଲୁଗା ଦୋକାନ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ପରେ ହତ୍ୟା କରାଯାଇଛି। ମୃତକ ଜଣକ ଭଦ୍ରକ ସହରର ପ୍ରତିଷ୍ଠିତ ଲୁଗା ବ୍ୟବସାୟୀ ବିଳାସ ରାୟ ବନହରୀ ଲାଲ୍‌ଙ୍କ କର୍ମଚାରୀ ନିରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ: ପଟିଦାରଙ୍କ ଅସନ୍ତୋଷ ବଢ଼ୁଛି ବିଜେପିର ପ୍ରଚାର ଅଭିଯାନକୁ ବିରୋଧ

ଅବମଦାବାଦ: ଗୁଜରାଟରେ ପଟିଦାରଙ୍କ ସଂରକ୍ଷଣ ଆଶାରେ କଂଗ୍ରେସ ସହ ହାତ ମିଳାଇଥିବା ପଟିଦାର ଅନାମତ ଆନ୍ଦୋଳନ ସମିତି(ପାସ୍‌) ନେତା ହାର୍ଦ୍ଦିକ ପଟେଲଙ୍କୁ କଂଗ୍ରେସକୁ ତିନିଟି ପ୍ରସ୍ତାବ ଦେଇଥିବା ବେଳେ ବିଜେପି ଏହି ମାମଲାରେ ମୁହଁ ଖୋଲୁନାହିଁ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଅଧିକ ଖବର ଦେଖନ୍ତୁ...

୧୦୬ ରୋଗୀଙ୍କ ହତ୍ୟାକାରୀ ନର୍ସ

ନୂଆଦିଲ୍ଲୀ: ଜର୍ମାନୀର ଜଣେ ସିରିୟଲ କିଲର୍‌ ନର୍ସ ଶତାଧିକ ରୋଗୀଙ୍କୁ କଲବଲ କରି ମାରିଥିବା ଘଟଣା ଏବେ ଲୋକଲୋଚନକୁ ଆସିଛି । ଏହି ପୁରୁଷ ନର୍ସ ଜଣକ ତା’ର ଅନ୍ୟ ସହଯୋଗୀଙ୍କଠାରୁ ଅଧିକ ଦକ୍ଷ ବୋଲି ନିଜକୁ ପ୍ରମାଣିତ କରିବା ପାଇଁ ଏକ ବିକୃତ ମାନସିକତାରେ ରୋଗୀଙ୍କୁ ମାରୁଥିଲା। ଆଇସିୟୁରେ…
ଅଧିକ ଖବର ଦେଖନ୍ତୁ...

୫ ପାକ୍‌ ବୋଟ ଜବତ, ୩ ଗିରଫ

ଅହମଦାବାଦ: ଗୁଜରାଟର କଚ୍ଛ ତଟବର୍ତ୍ତୀ ଆରବ ସାଗର କ୍ରିକ୍‌ ଅଂଚଳରୁ ଆଜି ୫ଟି ପାକିସ୍ତାନୀ ବୋଟ୍‌କୁ ସୀମା ସୁରକ୍ଷା ବାହିନୀ ଜବତ କରିବା ସହ ୩ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛନ୍ତି। ଏହି ବୋଟ୍‌ଗୁଡ଼ିକରେ ଥିବା ଅନ୍ୟ ପାକ୍‌ ନାଗରିକଙ୍କ ତଲାସୀ ଚାଲିଛି । ସେମାନେ ଅନ୍ୟ ଏକ ବୋଟ୍‌ରେ…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ କନ୍ୟା ହେଲେ ଅସୁସ୍ଥ, ହସ୍ପିଟାଲରେ ପହଞ୍ଚି ବାହାହେଲେ ବର!

କୋଲକାତା: ବିବାହ ବିଭିନ୍ନ ସ୍ଥାନରେ ସଂପନ୍ନ ହୋଇଥାଏ। ମାତ୍ର ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ କି କିଛି ବିବାହ ହସ୍ପିଟାଲରେ ବି ହୋଇପାରେ! ଏଭଳି ଏକ ଆଶ୍ଚର୍ଯ୍ୟ ଏବଂ କୌତୂହଳପୂର୍ଣ୍ଣ ବିବାହ ହୋଇଛି କୋଲକାତାରେ। ଘଟଣାଟି ଏପରି, ମହମ୍ମଦ ଶାହାନଓ୍ଵାଜ ଆଲାମ ସାଉଦି ଆରବରେ ଜଣେ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତୀ’ର କାହାଣୀ ପଛରେ ରହିଛି ଅନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ର : ଡ.ସ୍ୱାମୀ

ନୂଆଦିଲ୍ଲୀ: ପଦ୍ମାବତୀ ଫିଲ୍ମକୁ ନେଇ ବିରୋଧ ଥମିବାର ନାମ ଧରୁନାହିଁ । ସୁପ୍ରିମକୋର୍ଟରେ ଫିଲ୍ମର ରିଲିଜ୍‌ ରୋକିବାକୁ ହୋଇଥିବା ପିଟିସନ ଖାରଜ ହେବା ପରେ ବିଜେବିର ବରିଷ୍ଠ ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଏହା ସମ୍ବନ୍ଧରେ ନକାରାତ୍ମକ ବୟାନ ରଖିଛନ୍ତି। ସେ ଅଭିଯୋଗ କରିଛନ୍ତି କି,…
ଅଧିକ ଖବର ଦେଖନ୍ତୁ...